ଏଯାଏ ପ୍ରମାଣ ଗ୍ରହଣ କରିନି ପାକ୍
ନୂଆଦିଲ୍ଲୀ, ୨୬।୧୧(ପି.ଟି.): ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୨ ବର୍ଷ ପୂରିଥିଲେ ସୁଦ୍ଧା ଭାରତ ପକ୍ଷରୁ ଦିଆଯାଇଥିବା ପ୍ରମାଣକୁ ପାକିସ୍ତାନ ଏଯାଏ ଗ୍ରହଣ କରିନାହିଁ। ଫଳରେ ପୀଡିତଙ୍କ ପରିବାର ସମ୍ପୂର୍ଣ୍ଣ ନ୍ୟାୟ ପାଇପାରି ନାହାନ୍ତି। ନଭେମ୍ବର ମାସର ଆଜିର ଦିନରେ...
ଅତି ଭୟଙ୍କର ରୂପ ଧାରଣ କଲା ବାତ୍ୟା ‘ନିଭାର’: ଛୁଇଁଲା ସ୍ଥଳଭାଗ
ଚେନ୍ନାଇ,୨୬।୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ବାତ୍ୟା ‘ନିଭାର’ ଗୁରୁବାର ଭୋରରୁ ସ୍ଥଳଭାଗ ଛୁଇଁଛି। ତାମିଲନାଡୁର ମମଲ୍ଲାପୁରମ ଏବଂ ପୁଡୁଚେରୀର କରିକଲରେ ବାତ୍ୟା ମାଡ ହୋଇଛି। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୩୦ କିମି ଓ ବେଳେବେଳେ...
କଶ୍ମୀର ଆତଙ୍କବାଦୀଙ୍କୁ ଜୈଶ୍ କମାଣ୍ଡରଙ୍କ ବାର୍ତ୍ତା: ବିସ୍ଫୋରକ ଯୋଗାଣରେ ସମସ୍ୟା ହେଉଛି
ନୂଆଦିଲ୍ଲୀ, ୨୫ା୧୧: ଜମ୍ମୁର ନାଗ୍ରୋଟାରେ ୪ ସଶସ୍ତ୍ର ପାକ୍ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଆତଙ୍କବାଦୀ ଶିବିରରେ କୋକୁଆ ଭୟ ସୃଷ୍ଟି ହୋଇଛି। କଶ୍ମୀରରେ ଥିବା ଜୈଶ୍-ଇ- ମହମ୍ମଦ (ଜେଇଏମ୍) ଆତଙ୍କବାଦୀଙ୍କୁ ବିସ୍ଫୋରକ ଓ ବିଭିନ୍ନ ମାରଣାସ୍ତ୍ର ଯୋଗାଇବାରେ ସମସ୍ୟା...
କୃଷି ଆଇନକୁ ବିରୋଧ କରି ‘ଦିଲ୍ଲୀ ଚଲୋ’ ଡାକରା
ଚଣ୍ଡିଗଡ଼, ୨୫ା୧୧: କେନ୍ଦ୍ରର କୃଷି ବିଲ୍କୁ ବିରୋଧକରି ପଞ୍ଜାବ, ହରିୟାଣାର ସହସ୍ରାଧିକ କୃଷକ ‘ଦିଲ୍ଲୀ ଚଲୋ’ ଡାକରା ଦେବା ସହ ବିକ୍ଷୋଭ ଲାଗି ଆଗେଇ ଆସିଛନ୍ତି। ହରିୟାଣା ସୀମାରେ ଟ୍ରାକ୍ଟର, ଟ୍ରେଲର ସହ କୃଷକମାନେ ମେଳି ବାନ୍ଧିଥିବାବେଳେ କଡ଼ା ସୁରକ୍ଷା...
ଏଲଏସିରେ ଉତ୍ତେଜନା ମଧ୍ୟରେ ଚାଇନା ଉପରେ ନଜର ରଖିବ ଆମେରିକାର ଏହି ଡ୍ରୋନ
ନୂଆଦିଲ୍ଲୀ,୨୫।୧୧: ସୀମାରେ ଚାଇନା ସହ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଆମେରିକା ସହ ଭାରତର ଘନିଷ୍ଠତା ଯୋଗୁ ମିଳିଥିବା ଦୁଇଟି ଡ୍ରୋନକୁ ନୌସେନାରେ ସାମିଲ କରାଯାଇଛି। ହିନ୍ଦ ଓ ପ୍ରଶାନ୍ତ ମହାସାଗରରେ ନଜର ରଖିବା ପାଇଁ ଆମେରିକାରୁ ଆସିଥିବା ୨ଟି...
ଡାକ ଟିକେଟ-ଶହେ ଟଙ୍କିଆ ମୂଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ୧୦୦ତମ ବାର୍ଷିକୀ ଉତ୍ସବରେ ଭିଡିଓ କନ୍ଫରେନ୍ସ ଜରିଆରେ ଯୋଗଦେଇଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ୧୦୦ ବର୍ଷ ପୂରଣ କରିଥିବାରୁ ସେ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି। ଶହେ ବର୍ଷର ସମୟ କେବଳ ଏକ...
ବାତ୍ୟା ‘ନିଭାର’ ପାଇଁ ଏହିସବୁ ଟ୍ରେନ୍ ବାତିଲ
ଚେନ୍ନାଇ,୨୫ା୧୧: ବାତ୍ୟା ‘ନିଭାର’ଯୋଗୁ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଳବାଇ ଅନେକ ଟ୍ରେନ ବାତିଲ କରିଥିବାବେଳେ କିଛି ଟ୍ରେନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ସାମୁଦ୍ରିକ ଝଡ଼ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଦେଇ ବୁଧବାର ରାତିରେ ଅତିକ୍ରମ...
ମମତାଙ୍କ ଖୋଲା ଚ୍ୟାଲେଞ୍ଜ: ସାହସ ଅଛି ତ ଗିରଫ କରାଉ ଭାଜପା
କୋଲକାତା,୨୫।୧୧: ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ସ୍ଥିତିରେ ଶାସକ ଦଳ ଟିଏମ୍ସି ଓ ବିରୋଧୀ ଦଳ ରାଜ୍ୟରେ ନିର୍ବାଚନ ପ୍ରଚାର ଜୋରଦାର ଚଳାଇଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବାଙ୍କୁଡାରେ ନିର୍ବାଚନ ରାଲିକୁ ସମ୍ବୋଧିତ...
ଡିସେମ୍ବର ପାଇଁ ଆସିଲା ଗାଇଡ୍ଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ରହିବ ବନ୍ଦ
ନୂଆଦିଲ୍ଲୀ: ଡିସେମ୍ବର ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗାଇଡ୍ଲାଇନ ଜାରି କରାଯାଇଛି। କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡ୍ଲାଇନରେ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ ଗାଇଡ୍ଲାଇନକୁ କଡ଼ାକଡ଼ି ମାନିବାକୁ ପରାମର୍ଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍ରେ କେବଳ ଅତି ଜରୁରୀ...
ସରକାର ଭାଙ୍ଗିବା ପାଇଁ ଲାଲୁଙ୍କ ସହ ହୋଇଥିଲା କଥାବାର୍ତ୍ତା: ଲଲନ ପାଶଓ୍ବାନ
ପାଟନା,୨୫।୧୧: ବିହାର ବିଧାନସଭା ବାଚସ୍ପତି ଭାବେ ଏନ୍ଡିଏର ବିଜୟ ସିହ୍ନା ନିର୍ବାଚିତ ହୋଇଛନ୍ତି। ବୁଧବାର ବାଚସ୍ପତି ନିର୍ବାଚନ ପୂର୍ବରୁ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓରେ ଲାଲୁ ଏନଡିଏର ‘ପାଶୱାନ’...
ପଞ୍ଜାବରେ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା
ଚଣ୍ଡିଗଡ଼,୨୫।୧୧: ଦିଲ୍ଲୀ-ଏନ୍ସିଆରରେ କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସମସ୍ତ ସହରଗୁଡ଼ିକରେ ପୁଣି ଥରେ ରାତ୍ରିକାଳୀନ କର୍ଫ୍ୟୁ...
ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ସାମିଲ କରୁଛନ୍ତି ଓଓ୍ବାସି-କେସିଆର୍: ସ୍ମୃତି ଇରାନୀ
ହାଇଦ୍ରାବାଦ୍,୨୫।୧୧: ଭାଜପା ସଦସ୍ୟ ସ୍ମୃତି ଇରାନୀ ତେଲଙ୍ଗାନାର ଗ୍ରେଟର ହାଇଦ୍ରାବାଦ୍ରେ ଡିସେମ୍ବର ୧ରେ ହେବାକୁଥିବା ନଗରନିଗମ ନିର୍ବାଚନ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ସେ ଅସଦୁଦ୍ଦିନ୍ ଓଓ୍ବାସି ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ବିରୋଧରେ ଅଭିଯୋଗ...
Archives


