Posted inଜାତୀୟ

ମମତାଙ୍କ ଖୋଲା ଚ୍ୟାଲେଞ୍ଜ: ସାହସ ଅଛି ତ ଗିରଫ କରାଉ ଭାଜପା

କୋଲକାତା,୨୫।୧୧: ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ସ୍ଥିତିରେ ଶାସକ ଦଳ ଟିଏମ୍‌ସି ଓ ବିରୋଧୀ ଦଳ ରାଜ୍ୟରେ ନିର୍ବାଚନ ପ୍ରଚାର ଜୋରଦାର ଚଳାଇଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବାଙ୍କୁଡାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଉକ୍ତ ରାଲିରେ ମମତା ଭାଜପାକୁ ଟାର୍ଗେଟ କରିଛନ୍ତି। ଯଦି ଭାଜପାର ସାହସ ଅଛି ତେବେ ତାଙ୍କୁ ଗିରଫ କରୁ। ଜେଲ୍‌ରେ ଥାଇ ମଧ୍ୟ ତୃଣମୂଳ କଂଗ୍ରେସର ବିଜୟ ସୁନିଶ୍ଚିତ କରିବି ବୋଲି ମମତା କହିଛନ୍ତି। ଏଥିସହ ଭାଜପା ଉପରେ ସେ ଆରୋପ ଲଗାଇଛନ୍ତି। ଟିଏମସି ବିଧାୟକଙ୍କୁ ଧନ ପ୍ରଲୋଭନ ଦେଖାଇ ଦଳ ଛାଡି ତାଙ୍କ ଦଳରେ ସାମିଲ ହେବା ପାଇଁ ଭାଜପା ଉସୁକାଉଛି। ଭାଜପା ଏକ ମିଛର ଗନ୍ତାଘର ହେବା ସହ ଦେଶ ପାଇଁ ସବୁଠାରୁ ବଡ଼ ଅଭିଶାପ ବୋଲି ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦୁର୍ନୀତିଗ୍ରସ୍ତ ଲୋକେ ଦେଶକୁ ଧ୍ୱଂସ କରୁଛନ୍ତି’

ନୂଆଦିଲ୍ଲୀ,୧୦ା୧୧: ଦୁର୍ନୀତିଗ୍ରସ୍ତ ଲୋକେ ଦେଶକୁ ଧ୍ୱଂସ କରୁଛନ୍ତି। ସେମାନେ ଦୁର୍ନୀତି ଟଙ୍କା ବଳରେ ମାମଲାରୁ ଖସିଯାଉଛନ୍ତି ବୋଲି ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଲ୍‌ଗାର...

‘ଦ କେରଲା ଷ୍ଟୋରି’ ନିର୍ଦ୍ଦେଶକଙ୍କୁ ଧମକ

ମୁମ୍ବାଇ,୯।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ ନେଇ ଦେଶର ଅନେକ ସ୍ଥାନରେ ବିବାଦ ଲାଗି ରହିଛି। ଏହି କାରଣରୁ ପଶ୍ଚିମବଙ୍ଗରେ ଫିଲ୍ମ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ...

ଭାରତରେ ୬ ଲସ୍କର ଆତଙ୍କବାଦୀ ପଶିଲେ: ତାମିଲନାଡୁରେ ହାଇଆଲର୍ଟ

ଚେନ୍ନାଇ,୨୩।୮:ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣର କୌଣସି ଘଟଣା ଘଟିନାହିଁ। କଡା ସୁରକ୍ଷା...

ଶରଦ ପାୱାର କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୨୪।୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିବି ଅଧ୍ୟକ୍ଷ ଶରଦ ପାୱାର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ୍‌ ଯୋଗେ...

ଝାଡ଼ଖଣ୍ଡରେ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ରାଞ୍ଚି, ୧୮ା୭: ଝାଡ଼ଖଣ୍ଡର ବୋକାରୋରେ ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୩ ନାବାଳକ ଜଣେ ୧୪ ବର୍ଷୀୟା ବାଳିକାଙ୍କ ଘରେ...

କୋର୍ଟରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ,୧୦।୧୦: ବିଦେଶ ଗସ୍ତରେ ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଫେରିବା ପରେ ଗୁଜରାଟର ସୁରଟଠାରେ ଥିବା ଏକ କୋର୍ଟରେ ମାନହାନୀ ମାମଲାରେ...

ଦୋସା ନା ବିରିୟାନି କିଏ ଅଧିକ ଲୋକପ୍ରିୟ, ଉତ୍ତର ଦେଲେ ଭାରତୀୟ-ପାକିସ୍ତାନୀ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ, ୧୩।୮ : ଉଭୟ ଭାରତ ଏବଂ ପାକିସ୍ତାନ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛନ୍ତି। ଉଭୟ ଦେଶ ସେମାନଙ୍କର ୭୬ତମ ସ୍ବାଧୀନତା ଦିବସ ପାଳନ...

ଚିଦାମ୍ବରମ୍‌ଙ୍କ ବିରୋଧରେ କାର୍ଯ୍ୟ କରି ଭୀରୁତାର ପରିଚୟ ଦେଇଛନ୍ତି ମୋଦି ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୮: ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ପି. ଚିଦାମ୍ବରମ୍‌ଙ୍କୁ ଜାଣିଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଜଡ଼ିତ କରିବାକୁ ଚାହଁୁଛନ୍ତି। ଏଭରି କରି ମୋଦି ସରକାର ନିଜର...

Advertisement
Archives

Model This Week