ସାଧାରଣତନ୍ତ୍ର ଦିବସ ଅତିଥି ହୋଇପାରନ୍ତି ଜନ୍ସନ
ନୂଆଦିଲ୍ଲୀ, ୩ା୧୨: ୨୦୨୧ ସାଧାରଣତନ୍ତ୍ର ଦିବସରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇପାରନ୍ତି। ନଭେମ୍ବର ୨୭ରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟେଲିଫୋନ୍ରେ ଆମନ୍ତ୍ରଣ କରିଥିଲେ। ୧୯୯୩ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନ୍ ମେଜର...
ଅଯୋଧ୍ୟା ଆନ୍ଦୋଳନକୁ ପ୍ରଥମେ ଉତ୍ସାହିତ କରିଥିଲା କଂଗ୍ରେସ
ନୂଆଦିଲ୍ଲୀ, ୩।୧୨(ପି.ଟି.): ଅଯୋଧ୍ୟା ଆନ୍ଦୋଳନକୁ ପ୍ରୋତ୍ସାହିତ କରିବାରେ କଂଗ୍ରେସ ପ୍ରଥମ ରାଜନୈତିକ ଦଳ ବୋଲି ଏକ ନୂତନ ପୁସ୍ତକରେ କୁହାଯାଇଛି। ଏପରିକି ଅଯୋଧ୍ୟା ଆନ୍ଦୋଳନକୁ କଂଗ୍ରେସର ପ୍ରାରମ୍ଭିକ ସମର୍ଥନ କଥାକୁ ବରିଷ୍ଠ ଭାଜପା ନେତା ଲାଲ୍କୃଷ୍ଣ ଆଡଭାନୀ ସ୍ବୀକାର କରିଛନ୍ତି।...
ମାତ୍ର ୧୫୦୦ ଟଙ୍କାରେ କମ୍ପାନୀ ଛିଡା କରିଥିଲେ, ଆଜି କୋଟି କୋଟି ଟଙ୍କାର ମାଲିକ
ନୂଆଦିଲ୍ଲୀ,୮।୧୨: ‘ମସାଲା କିଙ୍ଗ୍’ ନାମରେ ପରିଚିତ ଏମ୍ଡିଏଚ୍ ଗ୍ରୁପର ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କର ପରଲୋକ ଘଟିଛି। ୯୮ ବର୍ଷ ବୟସ୍କ ମହାଶୟ ଅସୁସ୍ଥତା କାରଣରୁ ଗତ କିଛି ଦିନ ହେବ ଦିଲ୍ଲୀର ମାତା ଚନନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ଧର୍ମପାଲ...
ଥାନା ହାଜତରେ ଲାଗିବ ସିସିଟିଭି
ନୂଆଦିଲ୍ଲୀ, ୩।୧୨: ଦେଶର ସମସ୍ତ ଥାନା ଏବଂ ସିବିଆଇ, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଦି ତଦନ୍ତକାରୀ ସଂସ୍ଥାରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ। ଉକ୍ତ କ୍ୟାମେରାରେ ନାଇଟ୍ ଭିଜନ ସାଙ୍ଗକୁ ଅଡିଓ ରେକର୍ଡିଂ ସୁବିଧା...
ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା କରୋନା ସଂକ୍ରମିତ
ସିରସା,୩ ।୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆନ୍ ନ୍ୟାଶନାଲ ଲୋକଦଳର ମୁଖ୍ୟ ଓମ ପ୍ରକାଶ ଚୌତାଲା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ବୁଧବାର ତାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଏବେ ତାଙ୍କୁ ମେଦାନ୍ତ...
‘ମସଲା କିଙ୍ଗ୍’ଙ୍କ ପରଲୋକ
ନୂଆଦିଲ୍ଲୀ,୩।୧୨: ଦେଶର ଲୋକପ୍ରିୟ ମସଲା କମ୍ପାନୀ ଏମ୍ଡିଏଚ୍ର ମୁଖ୍ୟ ଧର୍ମପାଲ ଗୁଲାଟିଙ୍କ ପରଲୋକ ଘଟିଛି। ସେ ଗୁରୁବାର ସକାଳ ୫.୩୮ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। କରୋନାରୁ ସୁସ୍ଥ ହେବା ପରେ...
ଲିଭ୍ ଇନ୍ ରିଲେସନଶିପ ଆଇନ ସମ୍ମତ, ଏଥିରେ କେହି କରିପାରିବେନି ହସ୍ତକ୍ଷେପ: ଆହ୍ଲାବାଦ ହାଇକୋର୍ଟ
ପ୍ରୟାଗରାଜ,୩ ।୧୨: ଲିଭ୍ ଇନ୍ ରିଲେସନଶିପରେ ରହୁଥିବା ପ୍ରେମୀଯୁଗଳଙ୍କ ପାଇଁ ଆଶ୍ୱସ୍ତିକର ଖବର । ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଲିଭ୍ ଇନ୍ ରିଲେସନଶିପ ଆଇନ ସମ୍ମତ ତେଣୁ ଏଥିରେ କେହି ହସ୍ତକ୍ଷେପ କରିପାରିବେ ନାହିଁ । ଏମିତିକି ଅଭିଭାବକ ମଧ୍ୟ...
ଷ୍ଟାଚ୍ୟୁ ଅଫ୍ ୟୁନିଟି ଟିକେଟ୍ ବିକ୍ରି ଅର୍ଥରୁ ୫ କୋଟି ଟଙ୍କାର ଠକେଇ
ଅହମ୍ମଦାବାଦ,୨ା୧୨- ଷ୍ଟାଚ୍ୟୁ ଅଫ୍ ୟୁନିଟି ଟିକେଟ୍ ବିକ୍ରି ଅର୍ଥରୁ ୫ କୋଟି ଟଙ୍କାର ଠକେଇ ହୋଇଛି। ଏ ନେଇ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ। ୨୦୧୮ ନଭେମ୍ବରରୁ ଚଳିତ ବର୍ଷ ମାର୍ଚ୍ଚ ମଧ୍ୟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଟିକେଟ୍...
ନୂଆ କୃଷି ଆଇନକୁ ରଦ୍ଦ ନ କଲେ ଦିଲ୍ଲୀକୁ ବାଟ ଛାଡ଼ିବୁ ନାହିଁ , ଚେତାବନୀ ଦେଲା କୃଷକ ସଂଘ
ନୂଆଦିଲ୍ଲୀ,୨ା୧୨- କୃଷି ଆଇନକୁ ବିରୋଧ କରୁଥିବା ଅନ୍ନଦାତାମାନେ କେନ୍ଦ୍ର ସରକାରଙ୍କୁ ବୁଧବାର ଦେଇଛନ୍ତି ଚେତାବନୀ। ସରକାର ବିଶେଷ ବୈଠକ ଡକାଇ ଏହି ବିବାଦୀୟ ଆଇନକୁ ରଦ୍ଦ କରନ୍ତୁ। ନ ହେଲେ ଆମେ ଦିଲ୍ଲୀକୁ ବାଟ ଛାଡ଼ିବୁ ନାହିଁ ବୋଲି ରୋକଠୋକ୍...
ଖୁବ୍ଶୀଘ୍ର ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ: ସାଧାରଣତନ୍ତ୍ର ଦିବସ ଅବସରରେ ହେବେ ମୁଖ୍ୟ ଅତିଥି
ନୂଆଦିଲ୍ଲୀ,୨।୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଖୁବ୍ଶୀଘ୍ର ଭାରତକୁ ଆସିବେ। ଶୁଣିବାକୁ ମିଳିଛି ଆସନ୍ତାବର୍ଷ ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ ଅବସରରେ ବୋରିସ ଜନସନ ମୁଖ୍ୟ ଅତିଥି ଭାବେ ସାମିଲ ହୋଇପାରନ୍ତି। ଏଥିପାଇଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ...
ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନ ଗିରଫ
ଚେନ୍ନାଇ,୨।୧୨-ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନଙ୍କୁ ବୁଧବାର ଚେନ୍ନାଇ ପୋଲିସର ସାଇବର କ୍ରାଇମ ଟିମ ଗିରଫ କରିଛି। ସେ ଗୋଟିଏ ଭିଡିଓ ଜାରି କରି ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ...
ଚଳନ୍ତା ଯାତ୍ରୀବାହି ବସ୍ ଭିତରେ ପଶିଗଲା ୧୦୦ଫୁଟ୍ ଲମ୍ବ ପାଇପ
ପାଲି,୨।୧୨: ରାଜସ୍ଥାନର ପାଲି ଜିଲାର ଜୟପୁର-ଅହମଦାବାଦର ଜାତୀୟ ରାଜପଥ-୧୬୨ ନିକଟସ୍ଥ ସାଣ୍ଡେରାଓରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ଚଳନ୍ତା ଯାତ୍ରୀବାହି ବସ୍ରେ ୧୦୦ଫୁଟ୍ ଲମ୍ବର ଏକ ପାଇପ୍ ପଶିଯିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଊର୍ଦ୍ଧ୍ୱ ଯାତ୍ରୀ...
Archives


