ଜାତୀୟ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ହାତ ଛାଡ଼ି ଧରିଲେ ପଦ୍ମ

ମୁମ୍ବାଇ,୭।୭: ଦେଶର ରାଜନୈତିକ ଦଳରେ ବର୍ତ୍ତମାନ ଅଦଳବଦଳ ଓ ମିଶ୍ରଣ ପର୍ବ ଚାଲିଛି। ଇତିମଧ୍ୟରେ ମହାରାଷ୍ଟ୍ରର ଉତ୍ତର ଭାରତୀୟର ପ୍ରମୁଖ ନେତା ତଥା କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା କ୍ରିପାଶଙ୍କର ସିଂହ ବୁଧବାର ହାତ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ମୁମ୍ବାଇ…

ଶିକ୍ଷାମନ୍ତ୍ରୀଙ୍କ ପରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୭।୭: କେନ୍ଦ୍ର କ୍ୟାବିନେଟରେ ବୁଧବାର ସନ୍ଧ୍ୟାରେ ବଡ଼ ପରିବର୍ତ୍ତନ ସହ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ। ହେଲେ ଏହା ପୂର୍ବରୁ ଅନେକ ମନ୍ତ୍ରୀମାନେ ନିଜ ପଦରୁ ଇସ୍ତାଫା ଦେଇଛନ୍ତି। ପୂର୍ବରୁ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ…

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ,୭ା୭: କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସଂପ୍ରସାରଣ ଅବସରରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏମ୍‌ଏସ୍‌ଏମ୍‌ଇ ଓ ପଶୁସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ । ଲୋକ ସଭା ନିର୍ବାଚନରେ ସେ ବାଲେଶ୍ୱରୁ ନିର୍ବାଚିତ ହେବା…

୧୩ ଓକିଲ, ୬ ଡାକ୍ତର, ୫ ଇଞ୍ଜିନିୟର: ଏଭଳି ହେବ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା କ୍ୟାବିନେଟ ସମ୍ପ୍ରସାରଣ ବୁଧବାର ସନ୍ଧ୍ୟାରେ ହେବ। ଏଥିରେ ଅଧିକ ମହିଳା ଓ ପ୍ରଶାସନିକ ଅନୁଭୂତି ଥିବା ବ୍ୟକ୍ତିଙ୍କୁ ସ୍ଥାନ ମିଳିବ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇଥିବାରୁ ଏଥିରେ…

ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ପଛରେ ପଡ଼ିଲା ଭାରତ, ଆଗରେ ଚାଇନା…

ନୂଆଦିଲ୍ଳୀ,୭।୭: ପୃଥିବୀର ୧୯୩ ଦେଶକୂ ନେଇ ପ୍ରସ୍ତୁତ କରାଯାଇଥିବା ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତ ପଛରେ ପଡ଼ିଯାଇଛି। ୨୦୨୧ ହେନଲି ପାସପୋର୍ଟ ଇଣ୍ଡେକ୍ସ୍‌ ର଼୍ୟାଙ୍କିଙ୍ଗ୍‌ରେ ଗତ ବର୍ଷ ତୁଳନାରେ ଭାରତର ପ୍ରଦର୍ଶନ ଖରାପ ରହିଛି। ଭାରତ ଏହି ତାଲିକାରେ ୬ ସ୍ଥାନ…

କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବଡ଼ ହଇଚଇ: ନିଶଙ୍କ-ଗଙ୍ଗଓ୍ବାର-ଦେବଶ୍ରୀ ମନ୍ତ୍ରିମଣ୍ଡଳରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୭।୭: କେନ୍ଦ୍ର କ୍ୟାବିନେଟରେ ବୁଧବାର ସନ୍ଧ୍ୟାରେ ବଡ଼ ପରିବର୍ତ୍ତନ ହେବ। ହେଲେ ଏହା ପୂର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ମନ୍ତ୍ରିମଣ୍ଡଳରେ ନୂଆ ନାମ ଯୋଡ଼ି ହେବା ପୂର୍ବରୁ କେତେକ ପୁରୁଣା ନାମ ବାଦ୍‌ ପଡ଼ିଛନ୍ତି। ଏହି ତାଲିକାରେ ଶିକ୍ଷାମନ୍ତ୍ରୀ ମଧ୍ୟ…

ପୋଲିସ ବାବୁଙ୍କ ଘରେ ଚୋରି ପରେ ଚିଠି ଛାଡ଼ିଗଲା ଚୋର…

ଭୋପାଳ,୭।୭: ଜଣେ ପୋଲିସ ବାବୁଙ୍କ ଘରେ ଚୋରି କରିବା ପରେ ବିଚରା ଚୋର ଏକ ଚିଠି ଛାଡ଼ି ପଳାଇଛି। ଅସୁବିଧା ଥିବାରୁ ସେ ଚୋରି କରିଥିବା ଚିଠିରେ ଲଲ୍ଲେଖ କରିଛନ୍ତି। ଏପରି ନ କଲେ ତାଙ୍କ ସାଙ୍ଗଙ୍କର ଜୀବନ ରକ୍ଷା ସମ୍ଭବ…

ଥରିଲା ଆସାମ

ଦିଶପୁର,୭।୭: ଆସାମର ଗୋଲପାରାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ରହିଛି। ସକାଳ ୮ଟା ୪୫ ଉତ୍ତର ବଙ୍ଗାଲ, ଦାର୍ଜିଲିଂ ଓ କୁଚ ବିହାରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମେଘାଳୟର ତୁରା ଅଞ୍ଚଳରେ…

ମମତାଙ୍କୁ ୫ ଲକ୍ଷ ଜରିମାନା…

କୋଲକାତା,୭।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି। କୋଲକାତା ହାଇକୋର୍ଟଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ବୁଧବାର ଜାରି ହୋଇଛି। ଜଣେ ବିଚାରପତିଙ୍କୁ ଖଣ୍ଡପୀଠରୁ ହଟାଇବା ଲାଗି ଦାବି କରିଥିବାରୁ ହାଇକୋର୍ଟଙ୍କ ପକ୍ଷରୁ ଜରିମାନା ଦଣ୍ଡାଦେଶ…

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ହିଜ୍‌ବୁଲ୍‌ କମାଣ୍ଡରଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ଶୀର୍ଷ କମାଣ୍ଡର ମେହରାଜୁଦ୍ଦିନ୍‌ ହାଲଓ୍ବାଇଙ୍କ ମୃତ୍ୟୁ ଘଟିଛି। ହାଣ୍ଡଓ୍ବାରାରେ କିଛି ଆତଙ୍କବାଦୀ ଲୁଛିଥିବା ଖବର ମିଳିବା ପରେ ପୋଲିସ,…

ବାଜପେୟୀଙ୍କ ମନ ଦୁଃଖ ଥିବା ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଲାସ୍‌ ନେଇଥିଲେ ଏହ ପ୍ରସିଦ୍ଧ ଅଭିନେତା

ହିନ୍ଦୀ ସିନେମାର ମହାନ କଳାକାର ଦିଲୀପ କୁମାରଙ୍କ ୯୮ ବର୍ଷରେ ପରଲୋକ ଘଟିଛି। ପାକିସ୍ତାନରେ ଜନ୍ମଗ୍ରହଣ କରିଥିବା ଦିଲୀପ କୁମାରଙ୍କୁ କେବଳ ଭାରତରେ ନୁହେଁ, ପାକିସ୍ତାନରେ ପ୍ରସିଦ୍ଧ ଥିଲେ। ସେ ଉଭୟ ଦେଶର ସମ୍ପର୍କ ଉପରେ ନଜର ରଖିଥିଲେ। ଥରେ ପୂର୍ବତନ…

ସୁପ୍ରିମକୋର୍ଟରେ ହେଉ ସବୁ ବିଚାର

ନୂଆଦିଲ୍ଲୀ,୭ା୭: କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମର ବୈଧତାକୁ ଚ୍ୟାଲେଞ୍ଜ କରି ବିଭିନ୍ନ ହାଇକୋର୍ଟରେ ଦାଏର ହୋଇଥିବା ଅନେକ ପିଟିଶନ ବିଚାରାଧୀନ ରହିଛି। ସେହି ସମସ୍ତ ଆବେଦନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ଦାବିରେ କେନ୍ଦ୍ର ସରକାର ମଙ୍ଗଳବାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?