ସେଓ ବିକି ଲକ୍ଷପତି ପାଲଟିଛନ୍ତି ଗ୍ରାମବାସୀ: ପ୍ରତି ପରିବାରର ବାର୍ଷିକ ଆୟ ୭୦ରୁ ୭୫ ଲକ୍ଷ
ଶିମଲା,୫।୮: ହିମାଚଳ ପ୍ରଦେଶ ଶିମଲାଠାରୁ ୯୨ କିଲୋମିଟର ଦୂର ଶାମିଲ ଗାଁ ରହିଛି। ଏହି ଗାଁ ସମୁଦ୍ର ପତ୍ତନଠାରୁ ପ୍ରାୟ ୭୭୭୪ ଫୁଟ ଉଚ୍ଚରେ ଅଛି। ଏଠାରୁ ପ୍ରତିବର୍ଷ ୭ ଲକ୍ଷ ପେଟି ସେଓ ବାହାରକୁ ରପ୍ତାନୀ ହୋଇଥାଏ। ସେଓ ବିକ୍ରି…
ଭଗବାନ ଶଙ୍କରଙ୍କ ବେଶ ଛାଡି ଏବେ କଳାଚଷମାରେ ନଜର ଆସିଲେ ତେଜ ପ୍ରତାପ
ପାଟନା, ୫।୮: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ପୁଣି ଥରେ ଭିନ୍ନ ଅବତାରରେ ନଜର ଆସିଛନ୍ତି। କେତେବେଳେ ସେ ବଂଶୀ ଧରି ଗାଇ ଚରାଉଥିବାବେଳେ ତ ଆଉ କେତେବେଳେ ଭଗବାନ ଶଙ୍କରଙ୍କ ଅବତାରରେ ଦେଖାଯାନ୍ତି।…
ଉନ୍ନାଓ ବଳାତ୍କାର ମାମଲା: ସେନଗର କହିଲେ ମୁଁ ନିର୍ଦ୍ଦୋଷ
ନୂଆଦିଲ୍ଲୀ,୫।୮: ଉତ୍ତର ପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାର ଅଭିଯୁକ୍ତ ତଥା ଭଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗର ସୋମବାର ଦିଲ୍ଲୀର ଏକ କୋର୍ଟରେ ହାଜର ହେବେ। ଅନୁମାନ କରାଯାଉଛି କି ପୋଲିସ ଉନ୍ନାଓ ମାମଲା ସହ ଜଡିତ ଅନ୍ୟ ୪ଟି…
ଜମ୍ମୁ-କଶ୍ମୀରରେ ସମ୍ଭାବ୍ୟ ହିଂସାକାଣ୍ଡର ମୁକାବିଲା ପାଇଁ ସତର୍କ ରହୁ ପୋଲିସ: ମୋଦି
ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ଏହାପରେ ମୋଦି ସୂଚନା ଦେଇଛନ୍ତି ଯେ, ଜମ୍ମୁ-କଶ୍ମୀରରେ ସମ୍ଭାବ୍ୟ ହିଂସାକାଣ୍ଡର ମୁକାବିଲା ପାଇଁ ପୋଲିସ ସତର୍କ ରହିବା ଆବଶ୍ୟକ। ଇତିମଧ୍ୟରେ ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କ ଛାଉଣୀରେ ପରିଣତ ହୋଇଛି।…
ଆଜି ଅଟଳଜୀଙ୍କ ଅନୁପସ୍ଥିତି ଅନୁଭବ କରୁଛି: ମେହବୁବା ମୁଫ୍ତି
ଶ୍ରୀନଗର,୫ା୮: ଜମ୍ମୁ-କଶ୍ମୀରରେ ଏବେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆରମ୍ଭ ହୋଇଯାଇଛି ତର୍ଜମା। ସୋମବାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ନେଇ ବଡ ନିଷ୍ପତ୍ତି ଆସିବାକୁ ଥିବାବେଳେ ନ୍ୟାଶନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହବୁବା…
ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଶେଷ
ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ପୂର୍ବାହ୍ନ ୯ଟା ୩୦ରେ ମୋଦିଙ୍କ ୭ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ହୋଇଥିବା ଏହି ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ କ୍ୟାବିନେଟ୍ ସଦସ୍ୟ ଯୋଗଦେଇଥିଲେ। ବୈଠକରେ…
ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲାଣି ଭାଜପା
ନୂଆଦିଲ୍ଲୀ,୫।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରତିଷ୍ଠାତା, ବରିଷ୍ଠ ନେତା ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଇଁ ଏବେଠାରୁ ଭାଜପା ପ୍ରସ୍ତୁତି ଆରମ୍ଭ କରି ସାରିଛି। ଆସନ୍ତା ୧୬ ତାରିଖରେ ଏହା ପାଳନ ହେବାକୁ ଥିବା…
ଟ୍ରକ୍-ଅଟୋ ଧକ୍କାରେ ୧୨ ମୃତ
ହାଇଦ୍ରାବାଦ,୫ା୮(ଆଇଏଏନ୍ଏସ୍): ତେଲେଙ୍ଗାନାର ମହାବୁବ୍ନଗର ଜିଲାରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣ ଶ୍ରମିକ ପ୍ରାଣ ହରାଇଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଶ୍ରମିକମାନେ କାମ ସାରି ଅଟୋରିକ୍ସାରେ ଫେରୁଥିବାବେଳେ କୋଠାପାଲେ ଗ୍ରାମ ନିକଟରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଟ୍ରକ୍…
ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ୬ ମୃତ
ମୁମ୍ବାଇ,୫ା୮(ଆଇଏଏନ୍ଏସ୍): ମହାରାଷ୍ଟ୍ରରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବାବେଳେ ମୁମ୍ବାଇ ଓ ସତାରାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ଘେରରେ ରହିଯାଇଥିବା ୪୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାୟୁସେନା ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ…
ଷ୍ଟ୍ରକ୍ଚରାଲ ଆଓ୍ବାର୍ଡ ତାଲିକାରେ ଷ୍ଟାଚ୍ୟୁ ଅଫ୍ ୟୁନିଟି
ଅହମ୍ମଦାବାଦ,୫ା୮: ସର୍ଦ୍ଦାର ପଟେଲ୍ଙ୍କ ସ୍ମୃତିରେ ଗୁଜରାଟର କେଭାଡିଆ ଟାଉନ୍ରେ ନିର୍ମିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ‘ଦି ଷ୍ଟ୍ରକ୍ଚରାଲ ଆଓ୍ବାର୍ଡସ-୨୦୧୯’ର ମନୋନୟନ ତାଲିକାରେ ରହିଛି। ଷ୍ଟ୍ରକ୍ଚରାଲ ଇଞ୍ଜିନିୟରଙ୍କୁ ନେଇ ଗଠିତ ବ୍ରିଟେନ୍ର ଏକ ଅନୁଷ୍ଠାନ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଏ। ୧୮୨ମିଟର…
ସୋନଭଦ୍ର ଜିଲାପାଳ, ଏସ୍ପି ବିଦା
ଲକ୍ଷ୍ନୌ,୫ା୮(ପି.ଟି.): ସୋନଭଦ୍ର ଗଣହତ୍ୟା ମାମଲାରେ ଉତ୍ତରପ୍ରଦେଶ ସରକାର ଜିଲାପାଳ ଏବଂ ସୋନଭଦ୍ର ଏସ୍ପିଙ୍କୁ ବିଦା କରିବା ସହ ଅନ୍ୟ ୧୩ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ ଏକ ଜମି ବିବାଦକୁ ନେଇ ଗୋଣ୍ଡ ସମ୍ପ୍ରଦାୟର ୧୦ ଜଣଙ୍କୁ…
ଜେଲ ଗଲେ ଆଇଏଏସ୍ ଅଫିସର
ଥିରୁଭାନନ୍ଥପୁରମ୍,୫ା୮(ପି.ଟି.) :ଆଇଏଏସ୍ ଅଫିସର ଶ୍ରୀରାମ ଭେଙ୍କିଟରମନ୍ଙ୍କ କାର୍ ଧକ୍କାରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ଜେଲ୍ ପଠାଇଦିଆଯାଇଛି। ଗିରଫ ଆଇଏଏସ୍ ଅଫିସରଙ୍କୁ ଏକ ଘରୋଇ ହସ୍ପିଟାଲରେ ପଞ୍ଚତାରକା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ତେବେ ରିମାଣ୍ଡରେ ଥିବା ଜଣେ…
Archives


