ଜାତୀୟ

ତିରୁପତିରୁ ବସ୍ତାବସ୍ତା କେଶ ଚାଇନାକୁ ଚୋରା ଚାଲାଣ

ତିରୁପତି,୨୦।୩: ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଥିବା ପ୍ରସିଦ୍ଧ ତିରୁପତି ମନ୍ଦିରରୁ ବିପୁଳ ପରିମାଣର  କେଶ ଚାଇନାକୁ ଚୋରା ଚାଲାଣ ହେଉଛି। ଏହା ଭାୟା ମ୍ୟାନ୍‌ମାର ହେଉଥିବା ଆସାମ ରାଇଫଲ୍ସ୍‌ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଦିନ ତଳେ ଆସାମ ମ୍ୟାନ୍‌ମାର୍‌ ସୀମାରୁ…

୪ ମାସ ପରେ ସମାନ ସ୍ଥିତିରେ କରୋନା

ନୂଆଦିଲ୍ଲୀ,୨୦।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୯୫୩ରେ ପହଞ୍ଚିଥିବାବେଳେ ଏହି ସମୟ…

ଶତାବ୍ଦି ଏକ୍ସପ୍ରେସ୍‌ ପାର୍ସଲ ବଗିରେ ନିଆଁ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀରୁ ଲକ୍ଷ୍ନୌ ଯାଉଥିବା ଶତାବ୍ଦି ଏକ୍ସପ୍ରେସରକ ପାର୍ସଲ ବଗି ଜଳି ଯାଇଛି। ଗାଜିଆବାଦ ରେଳ ଷ୍ଟେଶନରେ ଛିଡ଼ା ହୋଇଥିବା ବେଳେ ଟ୍ରେନ୍‌ର ପାର୍ସଲ ବଗି ହଠାତ୍‌ ଜଳିବା ଆରମ୍ଭ କରିଥିଲା। ବଗିରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଭୟରେ ଦୌଡ଼ାଦୌଡ଼ି…

୧୦୦ ସରକାରୀ ଅଫିସରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୨୦।୩: ସିବିଆଇ ଶୁକ୍ରବାର ୧୫ ରାଜ୍ୟରେ ଥିବା ପାଖାପାଖି କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ କରିଛି। ଏହିସବୁ ଅଫିସ୍‌ରେ ଦୁର୍ନୀତି ସମ୍ଭାବନା ରହିଥିବା ଜଣେ ଅଧିକାରୀ କହିଛନ୍ତି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ଥିବା ରେଲ୍‌ଓ୍ବେ,…

ଭୂତାଣୁ ପୁଣି ଉପରମୁହଁ।

ନୂଆଦିଲ୍ଲୀ/ ମୁମ୍ବାଇ/ ଅମୃତସର,୨୦।୩: ନୂଆ ଧାରାରେ ଭିନ୍ନ ଅବତାର ନେଇ ଫେରିଛି କରୋନାର ଆଉ ଏକ ପ୍ରବାହ । ମହାମାରୀର ଲେଉଟାଣିକୁ ରୋକିବା ପାଇଁ ପୂର୍ବଭଳି ଲକ୍‌ଡାଉନ୍‌ ବା ଶଟ୍‌ଡାଉନ୍‌ ଜାରି କଲେ ଏଥିରୁ ଦେଶକୁ ଫାଇଦା ମିଳିବ ନାହିଁ ବୋଲି…

କେନ୍ଦ୍ରକୁ ମିଳିବ ଖଣି ନିଲାମ କ୍ଷମତା

ନୂଆଦିଲ୍ଲୀ,୨୦।୩: ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌, ୨୦୨୧ ଶୁକ୍ରବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହା ଆଇନରେ ପରିଣତ ହେଲେ ଖଣି ନିଲାମ ପାଇଁ ତଥା ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ର ବିନିଯୋଗ ନିମନ୍ତେ ନିର୍ଦ୍ଦେଶ…

ମଧ୍ୟାହ୍ନଭୋଜନରେ ମିଳିଲା ଗୋଖାଦ୍ୟ

ପୁଣେ,୧୯।୩: ମହାରାଷ୍ଟ୍ରର ପୁଣେ ଜିଲାରେ ଏକ ସ୍କୁଲ୍‌କୁ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ଯୋଗାଣ ପରିବର୍ତ୍ତେ ଗୋଖାଦ୍ୟ ପ୍ୟାକେଟ ପଠାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ସ୍କୁଲ୍‌ ପୁଣେ ମ୍ୟୁନିସିପାଲ କର୍ପୋରେଶନ(ପିଏମ୍‌ସି) ଦ୍ୱାରା ପରିଚାଳିତ। ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ମଧ୍ୟାହ୍ନ ଭୋଜନ ପିଲାଙ୍କ…

ଦିନକରେ ୪୦ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ,୧୯।୩: ଦେଶରେ ପୁଣି ଥରେ କାୟା ବଢ଼ାଉଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ବର୍ଷ ନଭେମ୍ବର ୨୯ ପରେ ଏହା ସର୍ବାଧିକ। ଏହାକୁ ମିଶାଇ ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା…

ଭାରତ ଗସ୍ତରେ ଆମେରିକାର ପ୍ରତିରକ୍ଷା ସଚିବ

ୱାଶିଂଟନ/ନୂଆଦିଲ୍ଲୀ,୧୯।୩: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ୩ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶନିବାର ଅଷ୍ଟିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ କେତେକ…

ଭୋଜିରେ ଛେପ ଲଗାଇ ରୁଟି ଦେଉଥିଲେ, ଗିରଫ ଯୁବକଙ୍କ ନାମରେ ଲାଗିଲା ଏନ୍‌ଏସ୍‌ଏ

ମିରଟ,୧୯ା୩: ଗତ ଫେବୃୟାରୀରେ ଉତ୍ତରପ୍ରଦେଶ ମିରଟରେ ଏକ ବିବାହ ଉତ୍ସବରେ ରୁଟିରେ ଛେପ ପକାଇ ଲୋକଙ୍କୁ ଖାଇବାକୁ ଦେଉଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା। ଅଭିଯୋଗ ପରେ ସ୍ଥାନୀୟ ପୋଲିସ ଘଟଣାରେ ସମ୍ପୃକ୍ତ ସୋହେଲ ନାମକ ଜଣେ ଯୁବକଙ୍କୁ ଗିରଫ କରି…

ପଶ୍ଚିମବଙ୍ଗକୁ ଦୁର୍ଯ୍ୟୋଧନ, ଦୁଃଶାସନ ଦରକାର ନାହାନ୍ତି

ନୂଆଦିଲ୍ଲୀ,୧୯।୩ : ପଶ୍ଚିମବଙ୍ଗକୁ ଦୁର୍ଯ୍ୟଧନ, ଦୁଶାସନ ଦରକାର ନାହାନ୍ତି। ଏଭଳି କହି ଭାଜପାର ନେତୃତ୍ୱକୁ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବ ମେଦିନିପୁରର ଇଗ୍ରାଠାରେ ଏକ ରାଲିକୁ ସମ୍ବୋଧନ ଦେଇ ସେ କହିଛନ୍ତି, ଆମକୁ ଭାଜପା ଦରକାର ନାହିଁ।…

ମାର୍ଚ୍ଚ ୩୧ ଯାଏ ସ୍କୁଲ-କଲେଜ ବନ୍ଦ

ଚଣ୍ଡିଗଡ଼,୧୯।୩: ପୁଣି ଥରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଦେଶର ୬ଟି ରାଜ୍ୟରେ ଦ୍ରୁତଗତିରେ ମାମଲା ବଢ଼ୁଥିବା ନଜର ଆସୁଥିବା ବେଳେ ସେଥିରେ ପଞ୍ଜାବ ରହିଛି। ବିଶେଷକରି ଚଣ୍ଡିଗଡ଼ରେ ବଢ଼ୁଥିବା ସଂକ୍ରମଣ ସମସ୍ତଙ୍କୁ ଭୟଭୀତ କରାଇବା ଆରମ୍ଭ କଲାଣି। ଏହାକୁ ଦୃଷ୍ଟିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri