ମେ ୨ରେ ହଟିବେ ଦିଦି: ମୋଦି
କୋଲକାତା,୨୧।୩: ପଶ୍ଚିମବଙ୍ଗ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ଏବେ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ପ୍ରଥମ ପର୍ଯ୍ୟାୟ ମତଦାନ କିଛି ଦିନ ବାକି ଥିବାବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଙ୍କୁରାରେ ପହଞ୍ଚିଥିଲେ। ଏଠାରେ ସେ ଏକ ନିର୍ବାଚନ…
ନିଜକୁ ଗଧ ବୋଲି କହିଲେ ମମତା ବାନାର୍ଜୀ, ଜାଣନ୍ତୁ କାହିଁକି
କୋଲକାତା,୨୧।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତାଙ୍କ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଇଛନ୍ତି। ଅଭିଯୋଗ କରିଛନ୍ତି ଯେ, ସେ ସମବାୟ ବ୍ୟାଙ୍କ ଏବଂ ରାଜ୍ୟ ସରକାରଙ୍କ…
ଜେଜେ ମା’ ଗୁଟ୍ଖା ଖାଇବାକୁ ମନା କରିବାରୁ ୯ ବର୍ଷୀୟା ନାତୁଣୀ ନେଲେ ଏମିତି ନିଷ୍ପତ୍ତି
ରାୟପୁର,୨୧।୩: ଛତିଶଗଡର ବିଭିନ୍ନ ଜିଲାରେ ତମାଖୁ ମୁକ୍ତ ଅଭିଯାନ ଚାଲିଛି। ସେପଟେ ସରଗୁଜା ଜିଲାରୁ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୯ ବର୍ଷର ବାଳିକାଙ୍କୁ ଗୁଟଖା ଖାଇବାକୁ ମନା କରିବାରୁ ସେ ଫାଶୀ ଲଗାଇଦେଇଛନ୍ତି। ଝିଅଟିର ଜେଜେ ମା’…
ଲୋକ ସଭା ବାଚସ୍ପତି କରୋନା ପଜିଟିଭ୍
ନୂଆଦିଲ୍ଲୀ,୨୧।୩: ଲୋକ ସଭା ବାଚସ୍ପତି ଓମ୍ ବିରଳାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଚିକିତ୍ସା ପାଇଁ ତାଙ୍କୁ ଏମ୍ସ୍ରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ ୧୯ରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ମାର୍ଚ୍ଚ ୨୦ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…
ଦିଦିଙ୍କୁ ଝଟ୍କା: ପୁଅ ପରେ ବାପା ଛାଡ଼ିଲେ ତୃଣମୂଳ
କୋଲକାତା,୨୧।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲଗାତାର ଝଟ୍କା ଲାଗି ଚାଲିଛି। ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ(ଟିଏମ୍ସି) ନେତା ମମତା ଦିଦିଙ୍କ ଶିବିର ଛାଡ଼ି ଭାଜପାରେ ଯୋଗଦେବାରେ ଲାଗିଛନ୍ତି। ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ତୃଣମୂଳ ଛାଡ଼ି…
ଅଧା ପୋଷାକ ପିନ୍ଧି ଶିକ୍ଷାର୍ଥୀଙ୍କ ପ୍ରତିବାଦ
ଗ୍ବାଲିୟର,୨୧।୩: ମଧ୍ୟପ୍ରଦେଶରର ଗ୍ବାଲିୟରରେ ଥିବା କୃଷି ମହାବିଦ୍ୟାଳୟରେ ଶିକ୍ଷାର୍ଥୀମାନେ ଅଧା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରୀକ୍ଷା ଅନିୟମିତତା ନେଇ ଶିକ୍ଷାର୍ଥୀମାନେ ଏଭଳି କରିଛନ୍ତି। ରାଜ୍ୟରେ ବ୍ୟାପମ୍ ଦୁର୍ନୀତି ଯୋଗୁ ଫେବୃୟାରୀରେ ମଧ୍ୟପ୍ରଦେଶ ପ୍ରଫେସନାଲ ଏକ୍ସାମିଶନ ବୋର୍ଡ(ପିଇବି) ଦ୍ୱାରା ପରିଚାଳନା…
ଆସାମରେ ପୁଣିଥରେ ଡବଲ ଇଞ୍ଜିନ ସରକାର: ମୋଦି
ବୋକାଖାଟ,୨୧।୩: ଆସାମରେ ପୁଣି ଥରେ ଡବଲ ଇଞ୍ଜିନ ସରକାର ଗଠନ ହେବ। ରାଜ୍ୟର ଲୋକଙ୍କୁ ମିଳିଥିବା ସୁବିଧା ସୁଯୋଗରେ ଅଧିକ ବିକାଶ ମଧ୍ୟ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋକାଖାଟରେ ଆୟୋଜିତ ହୋଇଥିବା ନିର୍ବାଚନୀ ରାଲିରେ ରବିବାର ଏଭଳି କହିଛନ୍ତି।…
ଏହି ରାଜ୍ୟରେ ୫୫ ହଜାରରୁ ଅଧିକ ମହିଳାମଦ୍ୟପ…
ପାଟନା,୨୧।୩: ଦେଶରେ ନିଶାମୁକ୍ତି ଅଭିଯାନ ଜାରି ରହିଛି। ତେବେ କେତେକ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନକୁ ଆଶା ଅନୁସାରେ ସଫଳତା ମିଳି ପାରିନାହିଁ। ସେଭଳି ରାଜ୍ୟ ମଧ୍ୟରେ ବିହାରରେ ଦିନକୁ ଦିନ ମଦ୍ୟପଙ୍କ ସଂଖ୍ୟା ବଢ଼ିଚାଳିଛି। ବିହାରରେ ୧୦ ଲକ୍ଷ…
କରୋନା ଟିକା ନେବା ପରେ ମୃତ୍ୟୁ
ରାଞ୍ଚି,୨୧।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହୋଇଛି। ସେହିପରି ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି। ତେବେ ଟିକା ନେବା ପରେ କେତେକ ଲୋକଙ୍କର ମୃତ୍ୟୁ ଘଟୁଥିବାରୁ ଆତଙ୍କ ବୃଦ୍ଧି ପାଉଛି। ଝାଡ଼ଖଣ୍ଡର ସିମଡେଗା ଜିଲାର କେଶରପୁର ପଞ୍ଚୟତର…
ତୃଣମୂଳ କଂଗ୍ରେସ ଦୁର୍ନୀତିରେ ରେକର୍ଡ କରିଛି: ମୋଦି
ନୂଆଦିଲ୍ଲୀ,୨୧।୩: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ହାତେଇବା ପାଇଁ ଯୋଜନା କରାଯାଉଛି। ଏହି ମର୍ମରେ ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର…
୩ ଥର ଲ୍ୟାଣ୍ଡିଂ ଫେଲ୍: ମଝି ଆକାଶରେ ଭୟରେ କାନ୍ଦିଲେ ଯାତ୍ରୀ
ଜୈସଲମେର,୨୧।୩: ଅହମଦାବାଦାରୁ ଜୈସଲମେର ଆସିଥିବା ସ୍ପାଇସ୍ ଜେଟ୍ର ଏସ୍ଜି-୩୦୧୨ ବିମାନରେ ଲ୍ୟାଣ୍ଡିଂ ନ କରିପାରି ଦୀର୍ଘ ଘଣ୍ଟାଏ କାଳ ଆକାଶରେ ଘୂରି ବୁଲିିଛି। ଶନିବାର ମଧ୍ୟାହ୍ନରେ ଅହମଦାବାଦରୁ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଥିବା ବିମାନ ପ୍ରାୟ ଏକ ଘଣ୍ଟା ପରେ ଜୈସଲମେରରେ…
କରୋନା ଗ୍ରାଫ୍ ଟପିଲା ୪୩ ହଜାର: ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୯୭
ନୂଆଦିଲ୍ଲୀ,୨୧।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ୮୪୬ରେ ପହଞ୍ଚିଛି। ସେହିପରି ଏହି ସମୟ…
Archives


