Posted inଜାତୀୟ

ବଢିବ ଦିଲ୍ଲୀ ବିଧାୟକଙ୍କ ଦରମା!

ନୂଆଦିଲ୍ଲୀ,୩ ।୮: ଦିଲ୍ଲୀ କ୍ୟାବିନେଟରେ ବିଧାୟକଙ୍କ ବେତନ-ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଦିଲ୍ଲୀ କ୍ୟାବିନେଟର ପ୍ରସ୍ତାବ ଅନୁଯାୟୀ ଏବେ ଦିଲ୍ଲୀ ବିଧାୟକଙ୍କୁ ୩୦ ହଜାର ଟଙ୍କା ମାସିକ ବେତନ ମିଳିବ । ଏବେ ସେମାନଙ୍କର ମାସିକ ବେତନ ୧୨ ହଜାର ଟଙ୍କା ରହିଛି । ମଙ୍ଗଳବାର କ୍ୟାବିନେଟ ଦ୍ୱାରା ମଞ୍ଜୁରୀ ପାଇଥିବା ପ୍ରସ୍ତାବରେ ବିଧାୟକଙ୍କ ବେତନ ଓ ଅନ୍ୟାନ୍ୟ ଭତ୍ତା ମିଶାଇ ଏବେ ସେମାନଙ୍କୁ ୯୦ ହଜାର ଟଙ୍କା ପ୍ରତି ମାସରେ ମିଳିବ । ଏବେ ସେମାନଙ୍କର ବେତନ-ଭତ୍ତା ମିଶାଇ ୫୪ ହଜାର ଟଙ୍କା ରହିଛି । ସୂଚନାଯୋଗ୍ୟ, ୨୦୧୫ରେ ଦିଲ୍ଲୀ ସରକାର ବେତନ ବୃଦ୍ଧି ପ୍ରସ୍ତାବକୁ ଦିଲ୍ଲୀ ବିଧାନସଭାରେ ପାସ୍ କରାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ ହେଲେ କେନ୍ଦ୍ର ସରକାର ଏହାକୁ ସ୍ୱୀକାର କରି ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ନେଉଛି ଜଳପ୍ରଳୟ

ନୂଆଦିଲ୍ଲୀ/କାଠମାଣ୍ଡୁ/ଢାକା,୧୫ା୭: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। କିଛିଦିନ ତଳେ ମୌସୁମୀର ଆଗମନ ପୂର୍ବରୁ ପାଣି ପାଇଁ ହାହାକାର ହେଉଥିବା ଲୋକେ...

ଜନ୍ତରମନ୍ତରରେ ବସିଲେ ମେହବୁବା

ନୂଆଦିଲ୍ଲୀ, ୭।୧୨: ଜମ୍ମୁ-କଶ୍ମୀରରେ ନିରୀହ ଜନସାଧାରଣଙ୍କୁ ହତ୍ୟା କରାଯାଉଛି। ତୁରନ୍ତ ଏହାକୁ ବନ୍ଦ କରିବା ଦାବିରେ ସୋମବାରଠୁ ଜନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା...

ଜମ୍ମୁର ୪ ଜିଲାରେ ଆରମ୍ଭ ହେଲା ମୋବାଇଲ ସେବା

ଶ୍ରୀନଗର,୧୭।୮: ପାଖାପାଖି ୨ ସପ୍ତାହ ପରେ ଜମ୍ମୁର ୪ ଜିଲାରେ ଶନିବାର ମୋବାଇଲ ସେବା ଆରମ୍ଭ କରାଯାଇଛି। ଏଥିରେ କେବଳ ୨ଜି ମୋବାଇଲ ଓ ଇଣ୍ଟରନେଟ୍‌...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୬।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୮,୯୪୯ଟି...

ଅଟାରୀ ସୀମାରୁ ପ୍ରାୟ ୭୦୦ କୋଟି ଟଙ୍କାର ୧୦୨ କିଲୋ ହେରୋଇନ ଜବତ

ଚଣ୍ଡିଗଡ଼,୨୫ ।୪: ପଞ୍ଜାବର ଅଟାରୀ ସୀମାରୁ ସୀମା ଶୁଳ୍କ ବିଭାଗ ରବିବାର ଯଷ୍ଠିମଧୁ ଭିତରେ ରଖାଯାଇଥିବା ପ୍ରାୟ ୧୦୨ କିଲୋଗ୍ରାମ ହିରୋଇନ ଜବତ କରିଛି ।...

ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ଯୋଗୀ

ଡେରାଡୁନ,୪।୫: ଦୀର୍ଘ ୨୮ ବର୍ଷ ପରେ ନିଜ ପୈତୃକ ଘରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଛନ୍ତି ସେ।...

୩୫ ବର୍ଷରେ ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ଏବେ ବି ମିଳିନି ମୃତକଙ୍କୁ ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୫ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି...

ୟୁପିରେ ପ୍ରଚାର ଶେଷ, ସୋମବାର ସପ୍ତମ ପର୍ଯ୍ୟାୟ ମତଦାନ

ଲକ୍ଷ୍ନୌ,୫।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଲାଗି ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହାସହିତ ଦୀର୍ଘ ୨ ମାସ...

Advertisement
Archives

Model This Week