ଜାତୀୟ

ଜମି ପାଇଁ ଅଟକି ରହିଛି ୧୭ ଜବାହର ନବୋଦୟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ…

ନୂଆଦିଲ୍ଲୀ, ୨।୮: ଆବଶ୍ୟକ ଜମି ନ ମିଳିବାରୁ ୧୭ ଜବାହର ନବୋଦୟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଲୋକ ସଭାରେ ସୋମବାର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକ ସଭାରେ ରତନ ସିଂ ମାଗନ ସିଂ ରାଠୋରଙ୍କର ଏକ…

ଲାଲୁଙ୍କୁ ଭେଟିଲେ ମୁଲାୟମ୍‌: ଆରଜେଡି ମୁଖ୍ୟ କହିଲେ, ଦେଶରେ ରହିଛି ସମାଜବାଦର ଆବଶ୍ୟକତା

ନୂଆଦିଲ୍ଲୀ,୨।୮: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏହାପୂର୍ବରୁ ରାଜନୈତିକ ସରଗରମ ଦେଖାଦେଇଛି। ବିଭିନ୍ନ ଦଳ ମେଣ୍ଟ କରୁଥିବା ବେଳେ ଅନେକ ଦଳରେ ମିଶ୍ରଣ ପର୍ବ ଚାଲିଛି। ଇତିମଧ୍ୟରେ ସୋମବାର ଦିଲ୍ଲୀରେ ସମାଜବାଦୀ ପାର୍ଟି(ଏସ୍‌ପି)ର ବରିଷ୍ଠ ନେତା…

ବିଚାରପତିଙ୍କୁ ହତ୍ୟା ମାମଲାରେ ୫୩ ହୋଟେଲରେ ଚଢ଼ାଉ, ୧୭ ଗିରଫ…

ରାଞ୍ଚି,୨।୮: ଝାଡ଼ଖଣ୍ଡର ଧାନବାଦରେ ଅଟୋ ଧକ୍କା କରି ଅତିରିକ୍ତ ଜିଲା ବିଚାରପତି ଉତ୍ତମ ଆନନ୍ଦଙ୍କ ହତ୍ୟା ଘଟଣାରେ ଏସ୍‌ଆଇଟି ଟିମ୍‌ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଇତିମଧ୍ୟରେ ୫୩ ହୋଟେଲରେ ଚଢ଼ାଉ କରାଯିବା ସହିତ ୧୭ ଜଣଙ୍କୁ ଗିରଫ କରାଯାଇଛି। ଏସ୍‌ଆଇଟି…

ବିରୋଧୀ ଏମ୍‌ପିଙ୍କୁ ସକାଳ ଜଳଖିଆ ପାଇଁ ନିମନ୍ତ୍ରଣ କଲେ ରାହୁଲ

ନୂଆଦିଲ୍ଲୀ,୨।୮: ସଂସଦରେ ବର୍ତ୍ତମାନ ମୌସୁମୀ ଅଧିବେଶନ ଚାଲିଛି। ଅଧିବେଶନ ଆରମ୍ଭ ହେବା ଦିନରୁ ଗୃହରେ ଲଗାତର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ବିଶେଷ କରି କେବେ ପେଗାସସ୍‌ ଗୁପ୍ତଚର ବିବାଦ ତ କେବେ କୃଷକଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି।…

ଅଗଷ୍ଟ ୧୬ରୁ ଖୋଲିବ ସ୍କୁଲ

ଲକ୍ଷ୍ନୌ,୨।୮: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ କମିବାରେ ଲାଗିଛି। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଅନେକ ରାଜ୍ୟରେ ଏବେ ସ୍କୁଲ ଓ କଲେଜ ଖୋଲାଯାଉଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ସରକାର ମଧ୍ୟ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ୟୁପିରେ…

୨୦୦ ଫୁଟ ଟାଓ୍ବାର ଉପରେ ୧୩୫ ଦିନ ରହିଲେ ଏହି ଯୁବକ, କାରଣ ଜାଣିଲେ…

ଚଣ୍ଡିଗଡ଼,୨ା୮: ପଞ୍ଜାବର ଗୁରୁଦାସପୁରରେ ଜଣେ ଯୁବକ ୨୦୦ ଫୁଟ ଉଚ୍ଚର ଟାଓ୍ବାର ଉପରେ ଦିନେ କି ଦୁଇଦିନ ନୁହେଁ, ପୂରା ୧୩୫ ଦିନ ବିତାଇଥିଲେ। ପ୍ରବଳ ଖରା, ବର୍ଷାକୁ ଖାତିର ନ କରି ଏହି ଟାଓ୍ବାର ଉପରେ ରହିଥିଲେ ଯୁବକ ଜଣକ।…

କରୋନା ଟିକାର ଦ୍ୱିତୀୟ ଡୋଜ ନେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨ ।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଟିକାର ଦ୍ୱିତୀୟ ଡୋଜ ସୋମବାର ନେଇଛନ୍ତି । ଏହାପରେ ସେ ସମସ୍ତଙ୍କୁ କରୋନା ଟିକା ନେବାକୁ ଅପିଲ କରିଛନ୍ତି । ଆଉ କହିଛନ୍ତି କରୋନା ଟିକାର ଦ୍ୱିତୀୟ ଡୋଜ ନେଇ…

ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ୬୧ ପୁରୁଷ, ୨ ମହିଳା କଏଦୀଙ୍କୁ ମୁକ୍ତ କରିବେ ପଶ୍ଚିମବଙ୍ଗ ସରକାର

କୋଲକାତା,୨ ।୮: ପଶ୍ଚିମବଙ୍ଗ ସରକାର ମାନବିକତା ଦୃଷ୍ଟିରୁ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୬୧ ଜଣ ପୁରୁଷ ଓ ୨ ଜଣ ମହିଳା କଏଦୀଙ୍କୁ ମୁକ୍ତ କରିବାକୁ ସ୍ଥିର କରିଛନ୍ତି । ପୁରୁଷ କଏଦୀଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ…

କେନ୍ଦ୍ର ଟାର୍ଗେଟରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ, ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ,୨।୮: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ବିରୋଧି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ…

ଶ୍ରୀନଗର ଗୁଲମର୍ଗ ରାସ୍ତାରେ ମିଳିଲା ୪ ପ୍ରେସର କୁକର

ଜମ୍ମୁ,୨ ।୮: କଶ୍ମୀରରେ ସୋମବାର ଶ୍ରୀନଗର ଗୁଲମର୍ଗ ରାସ୍ତାରେ ଭିନ୍ନ ଭିନ୍ନ ସ୍ଥାନରେ ଏକ ଟିଫିନ୍ ବକ୍ସ ସହ ୪ଟି ପ୍ରେସର କୁକର ପଡିଥିବା ଦେଖାଯାଇଥିଲା । ଏହା ଦେଖିବା ପରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ…

୪ଦିନିଆ ଚେନ୍ନାଇ ଗସ୍ତରେ ରାଷ୍ଟ୍ରପତି

ଚେନ୍ନାଇ,୨।୮: ସୋମବାର ଚେନ୍ନାଇରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୪ଦିନିଆ ତାମିଲନାଡୁରେ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି କୋବିନ୍ଦ। ସୋମବାର ସେ ତାମିଲନାଡୁ ବିଧାନସଭାର ଶତବାର୍ଷିକୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟସୂଚୀ ଅନୁଯାୟୀ ରାମନାଥ କୋବିନ୍ଦ ଦ୍ୱିପ୍ରହର ୧୨.୪୫ରେ ଚେନ୍ନାଇରେ ପହଞ୍ଚି…

ନିକଟରେ ହେବ ଭାଜପାର ଅନ୍ତ: ଶିବସେନା

ମୁମ୍ବାଇ,୨ ।୮: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ପ୍ରସାଦ ଲାଡ ଶିବସେନା ଭବନ ଭାଙ୍ଗିବା କଥା କହିବାକୁ ନେଇ ଏବେ ରାନୈତିକ ଝଡ ସୃଷ୍ଟି ହୋଇଛି । ଭାଜପା ନେତାଙ୍କ ଏହି ବୟାନ ପରେ ଆକ୍ରମଣ ମୁଡରେ ରହିଛି ଶିବସେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?