ଜାତୀୟ

ଅଜୟ ଦେବଗନଙ୍କ ଗାଡ଼ିକୁ ମୁମ୍ବାଇରେ ଅଟକାଇଲେ ଆନ୍ଦୋଳନକାରୀ

ମୁମ୍ବାଇ,୩।୩ : ବଲିଉଡ ଅଭିନେତା ଅଜୟ ଦେବଗନଙ୍କ କାରକୁ ମୁମ୍ବାଇରେ ଜଣେ ବ୍ୟକ୍ତି ୧୫ ମିନିଟ୍‌ ପାଇଁ ଅଟକାଇ ଦେଇଥିଲେ। ଗତ ମାସରେ ଆମେରିକାନ ପପ୍‌ ଷ୍ଟାର ରିହାନ୍ନା କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ବାହାରିଥିବା…

ବେସରକାରୀ ଚାକିରୀରେ ସ୍ଥାନୀୟ ଯୁବକଙ୍କ ପାଇଁ ୭୫ ପ୍ରତିଶତ ପଦବୀ ସଂରକ୍ଷିତ

ଚଣ୍ଡିଗଡ଼,୩।୩ : ହରିୟାଣାରେ ଯୁବକଙ୍କ ପାଇଁ ବେସରକାରୀ କାକିରୀରେ ୭୫ ପ୍ରତିଶତ ପଦବୀ ସଂରକ୍ଷିତ ରହିବ। ତେବେ ମାସିକ ୫୦ ହଜାରରୁ କମ୍‌ ଦରମା ମିଳୁଥିବା ପଦବୀ କ୍ଷେତ୍ରରେ ଏହି ଆଇନ କାର୍ଯ୍ୟକାରୀ ହେବ। ହରିୟାଣା ଗଭର୍ନରଙ୍କ ମୋହର ବାଜିବା ପରେ…

ଥରେ ନୁହେଁ ଦୁଇ ଥର ଟିଏମ୍‌ସି ଛାଡ଼ିଲେ ବିଧାୟକ

କୋଲକାତା,୨।୩ : ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ ନେଇ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ଭାଜପା ମଧ୍ୟରେ ଟଣାଓଟରା ଜାରି ରହିଛି। ପଣ୍ଡେଶ୍ୱର ବିଧାୟକ ଜିତେନ୍ଦର ତିଓ୍ବାରୀ ମାତ୍ର ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ମମତା…

ପାଞ୍ଚ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନରେ କାହିଁକି ପ୍ରବାସୀ ଭାରତୀୟମାନେ ଦେଇପାରିବେନି ଭୋଟ

ନୂଆଦିଲ୍ଲୀ,୨ ।୩: ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମାର୍ଚ୍ଚ ଓ ଏପ୍ରିଲରେ ୫ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ସୁଯୋଗ ମିଳିବ ନାହିଁ । ଭାରତୀୟ ମତଦାତାଙ୍କୁ ଇଲୋକ୍ଟ୍ରନିକ ଟ୍ରାନ୍ସମିଟେଡ ପୋଷ୍ଟାଲ ବାଲାଟ ସିଷ୍ଟମର ସୁବିଧା ପଶ୍ଚିମବଙ୍ଗ, ତାମିଲନାଡୁ,…

ଗାନ୍ଧୀ ପରିବାର- ଜି ୨୩ କନ୍ଦଳ ସଡ଼କରେ ପହଞ୍ଚିଲା

ଶ୍ରୀନଗର ୨।୩: କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ ସଦସ୍ୟ ଜମ୍ମୁ-କଶ୍ମୀରରେ ଶାନ୍ତି ସମ୍ମିଳନୀ କରିଥିଲେ। ଏଥିରେ ଗୁଲାମନବୀ ଆଜାଦ୍‌ଙ୍କ ସମେତ ଅନ୍ୟ ସଦସ୍ୟମାନେ ଗାନ୍ଧୀ ପରିବାରକୁ ଟାଗେର୍ଟ କରି କଂଗ୍ରେସ ବିରୋଧରେ ନିଜ ନିଜର ମତ ରଖିଥିଲେ। ଏବେ ଗାନ୍ଧୀ ପରିବାର ଏବଂ…

ନୀତୀଶଙ୍କ ପରେ ଏବେ ଭାଜପା ଟାର୍ଗେଟରେ ଚିରାଗ

ପାଟନା,୨ ।୩: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ବିହାର ବିଧାନସଭା ନିର୍ବାଚନରେ ହାରିବା ପରେ ଦଳର ଅଧ୍ୟକ୍ଷ ଚିରାଗ ପାଶୱାନ ଅସୁବିଧାରେ ପଡି ଯାଇଛନ୍ତି । କାରଣ ଏହି ନିର୍ବାଚନ ପରେ ଏଲ୍‌ଜେପିର କେତେଜଣ କର୍ମୀ ଓ ନେତା ଏନ୍‌ଡିଏରେ ସାମିଲ ହୋଇଯାଇଛନ୍ତି…

କପେ ଚା’ ଦାମ ୧୦୦୦ ଟଙ୍କା

କୋଲକାତା,୨।୩: କପେ ଚା’ର ଦାମ ୧୦୦୦ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମୁକୁନ୍ଦପୁରରେ ଥିବା ପ୍ରତିମ ଗାଙ୍ଗୁଲୀଙ୍କର ଚା’ ଦୋକାନରେ ୧୨ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ଦାମର ଚା’…

ପଶ୍ଚିମବଙ୍ଗ-ଆସାମ ବିଜୟ ଲକ୍ଷ୍ୟ: ମୋଦି କରିବେ ୨୬ ରାଲି, ଶାହା-ନଡ୍ଡା ୫୦-୫୦

କୋଲକାତା,୨।୩: ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଟ ୨୬ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ୨୦ଟି ରାଲି ହେବ। ଅପରପକ୍ଷରେ ଆସାମରେ ୬ଟି ରାଲି କରାଯିବା। ପଶ୍ଚିମବଙ୍ଗ ଭାଜପା ୟୁନିଟ୍‌ ପକ୍ଷରୁ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କର ୨୫ରୁ…

ମତୁଆ ସମ୍ପ୍ରଦାୟଙ୍କ ୭୦ ବିଧାନସଭା ଆସନ ହାତେଇବା ଲକ୍ଷ୍ୟରେ ଭାଜପା-ତୃଣମୂଳ

କୋଲକାତା,୨।୩: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଜୋର୍‌ଦାର ଉଦ୍ୟମ କରାଯାଉଛି। ଭାଜପା ପକ୍ଷରୁ ରାଜ୍ୟର ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ମତୁଆ…

ରାଜ୍ୟ ସରକାର ଚାହିଁଲେ ଦେଇ ପାରିବେ ମାଗଣା କରୋନା ଟିକା!

ନୂଆଦିଲ୍ଲୀ,୨ ।୩: କରୋନା ମହାମାରୀକୁ ଦୂରେଇ ଦେବାକୂ ଏବେ ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଛି । ହେଲେ ଏହା ସରକାରୀ ହସ୍ପିଟାଲରେ ମାଗଣାରେ ମିଳୁଥିବା ବେଳେ ବେସରକାୀ ହସ୍ପିଟାଲରେ ଗୋଟିଏ ଡୋଜକୁ ପ୍ରାୟ ୨୫୦ ଟଙ୍କା ଦେବାକୁ…

ଆସାମରେ ଚା’ପତ୍ର ତୋଳିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨।୩: ଆଗକୁ ଆସାମରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା, କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର ଅଭିଯାନ ଜାରି ରହିଛି। ପ୍ରତି ରାଜନୈତିକ ଦଳ ନିର୍ବାଚନୀ ରାଜନୀତି ଆରମ୍ଭ କରିଛନ୍ତି। କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା…

ପାକିସ୍ତାନରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ,୨ ।୩: ଶରଜାହାରୁ ଲକ୍ଷ୍ନୌ ଆସୁଥିବା ଏକ ଇଣ୍ଡିଗୋ ବିମାନ ମଙ୍ଗଳବାର ପାକିସ୍ତାନର କରାଚି ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏଥିରେ ଥିବା ଜଣେ ଯାତ୍ରୀ ଅସୁସ୍ଥ ହୋଇପଡିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା । ହେଲେ ଅବତରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri