ଜାତୀୟ

ଭୋଟ ପୂର୍ବରୁ ପଶ୍ଚିମବଙ୍ଗରେ ଫୁଟିଲା ବୋମା

କୋଲକାତା,୨୨।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ସୋମବାର ବର୍ଡଓ୍ବାନ୍‌ ସହରର ରସିକପୁରର ସୁଭାସ୍ପାଲି ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣେ ୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୯ବର୍ଷର ନାବାଳକ ଆହତ…

ମହାରାଷ୍ଟ୍ରରେ ରାଷ୍ଟ୍ରପତିଙ୍କ ଶାସନ ଦାବି କଲେ କେନ୍ଦ୍ର ମନ୍ତ୍ରୀ

ମୁମ୍ବାଇ,୨୨।୩: ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଟଓ୍ବାଲେ ମହାରାଷ୍ଟ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଶାସନ ପାଇଁ ଦାବି କରିଛନ୍ତି। ରାମଦାସ କହିଛନ୍ତି, ମହାରାଷ୍ଟ୍ରର ଲୋକମାନେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସରକାରଙ୍କ…

ସୁଶାନ୍ତଙ୍କ ‘ଛିଛୋରେ’କୁ ମିଳିଲା ଶ୍ରେଷ୍ଠ ଫିଲ୍ମ

ନୂଆଦିଲ୍ଲୀ,୨୨।୩ :  ୨୦୧୯ ବର୍ଷ ପାଇଁ ସୋମବାର ଘୋଷଣା କରାଯାଇଛି ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଚୋରେ’କୁ ମିଳିଛି ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର। ଏହା ଥିଏଟରରେ ରିଲିଜ…

ମୁଣ୍ଡରୁ ହେଲା ସୁନା, ଟଙ୍କା ବର୍ଷା: ଜାଣନ୍ତୁ ପୁରା ଘଟଣା…

ନୂଆ ଦିଲ୍ଲୀ, ୨୨।୩: ବିଦେଶରୁ ସୁନା ଚୋରା ଚାଲାଣ ଘଟଣା ପ୍ରାୟ ପ୍ରତିଦିନ ସାମ୍ନାକୁ ଆସୁଛି। ବିମାନ ବନ୍ଦରରେ କଡ଼ା ଯାଞ୍ଚ ଯୋଗୁ ଚୋରା ଚାଲାଣକାରୀମାନେ ବର୍ତ୍ତମାନ ନୂଆ ପଦ୍ଧତି ଆପଣାଉଥିବା ଦେଖିବାକୁ ମିଳୁଛି। ଚେନ୍ନାଇ ବିମାନ ବନ୍ଦରରୁ ଏମିତି ଏକ…

ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରମବୀର: ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ,୨୨।୩: ମହାରାଷ୍ଟ୍ରରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ମାମଲାରେ ରାଜ୍ୟ ରାଜନୀତିରେ ସଙ୍କଟ ସୃଷ୍ଟି ହୋଇଛି। ଏହି ମାମଲାରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଏହାର ସିବିଆଇ ତଦନ୍ତ ଦାବି କରିବା ସହିତ ଦେଶମୁଖଙ୍କ ଘର…

କେନ୍‌-ବେଟଓ୍ବା ଲିଙ୍କ୍‌ ବୁଝାମଣା

ନୂଆଦିଲ୍ଲୀ,୨୨।୩: ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ମଧ୍ୟରେ କେନ୍‌-ବେଟଓ୍ବା ଲିଙ୍କ୍‌ ବୁଝାମଣା ହୋଇଛି। ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦୁଇ ରାଜ୍ୟ ଏହି ମୁଝାମଣାରେ ସ୍ବାକ୍ଷର କରିଛନ୍ତି। ଏହାଦ୍ୱାରା ବୁନ୍ଦେଲଖଣ୍ଡରେ ଜଳ ସଙ୍କଟ ଦୂର ହୋଇପାରିବ। ଏନେଇ…

ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଡେରାଡୁନ୍‌,୨୨।୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରି ସୋମବାର ସୂଚନା ଦେଇଛନ୍ତି। ସେ ନିଜକୁ ଆଇସୋଲେଟ୍‌ କରି ରଖିଥିବା କହିଛନ୍ତି। ତାଙ୍କ ସହିତ…

ପାର୍ଲାମେଣ୍ଟରେ ମହାରାଷ୍ଟ୍ର ତାତି

ନୂଆଦିଲ୍ଲୀ,୨୨।୩: ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟ ଯୋଗୁ ପାର୍ଲାମେଣ୍ଟରେ ସୋମବାର ଅଚଳାବସ୍ଥା ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ତାତିରେ ଉଭୟ ଗୃହର ସାଧାରଣ କାର୍ଯ୍ୟରେ ବାଧା ଦେଖାଦେଇଛି। ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ…

ଲୁଚକାଳି ଖେଳ ସମୟରେ ବନ୍ଦ ହୋଇଗଲା କଣ୍ଟେନର: ଶ୍ୱାସରୁଦ୍ଧ ହୋଇ ୫ ଶିଶୁଙ୍କ ମୃତ୍ୟୁ

ବିକାନେର,୨୨।୩: ଲୁଚକାଳି ଖେଳରୁ ଗୋଟିଏ ପରିବାରର ୫ ଜଣ ଶିଶୁଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ରାଜସ୍ଥାନର ବିକାନେରର ହିମତ୍ତସର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୫ ଭାଇ ଭଉଣୀ ଏକ ଖାଦ୍ୟ ଶସ୍ୟ କଣ୍ଟେନରରେ ଲୁଚକାଳି ଖେଳୁଥିଲେ। ତେବେ…

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାଲିଆତି: ଗୋଟିଏ ରାଶନ କାର୍ଡରେ ୬୮ ହିତାଧିକାରୀ

ପାଟନା,୨୨।୩: ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡ଼ିଏସ୍‌)ରେ ହୋଇଥିବା ଏକ ବଡ଼ ଧରଣର ଜାଲିଆତିର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ବିହାରର ବୈଶାଳି ଜିଲାରେ ଗୋଟିଏ ରାଶନ କାର୍ଡରେ ୬୮ ହିତାଧିକାରୀଙ୍କ ନାମ ରହିଛି। କାର୍ଡଟି ଜୁବେଦା ଖାତୁନଙ୍କ ନାମରେ ରହିଛି। ପରିବାରେ ଉଭୟ ହିନ୍ଦୁ…

ଆତଙ୍କବାଦୀଙ୍କ ପାଖରେ ଚାଇନା ତିଆରି ଷ୍ଟିଲ୍‌ ଗୁଳି: ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ଭେଦ କରିବାକୁ ସକ୍ଷମ

ଶ୍ରୀନଗର,୨୨।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧରେ ଅପରେଶନ୍‌ ଜାରି ରହିଛି। ତେବେ ଆତଙ୍କବାଦୀଙ୍କ ପାଖରେ ରହିଥିବା ଷ୍ଟିଲ୍‌ ଗୁଳି ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏହା ଚାଇନାର ଆତଙ୍କବାଦ୍‌ ଲିଙ୍କ୍‌କୁ ସୂଚିତ କରୁଛି। ଚାଇନାରେ ତିଆରି ହେଉଥିବା ଏହି…

ଏଠାରେ ପିଇବା ପାଣି ଉପରେ ବି ପହରା…

ବିକାନେର୍‌,୨୨।୩: ଖରାଦିନ ଆସିଲେ ରାଜସ୍ଥାନରେ ଜଳସଙ୍କଟ ଅତି ଉତ୍କଟ ହୋଇଥାଏ। ବିକାନେର୍‌ରେ ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ଏଠାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। କେନାଲ ପାଣି ଯେଭଳି କେହି ଚୋରାଇ ନ ନେବେ ସେଥି ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri