ଜାତୀୟ

ଅଣାୟତ୍ତ ମୁହାଁ କରୋନା: ୨୪ ଘଣ୍ଟାରେ ୪୬ ହଜାରରୁ ଅଧିକ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ,୨୨।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୯୫୧ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ…

ମହାରାଷ୍ଟ୍ର ସ୍ଥିତି ଅସମ୍ଭାଳ: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଲା

ମୁମ୍ବାଇ,୨୨।୩: କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦ ହଜାର ୫୩୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯ଜଣଙ୍କ…

ଚିଠିରୁ ହଟଚମଟ

ମୁମ୍ବାଇ,୨୨ା୩: ଫେବୃୟାରୀ ୨୫ରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ବାହାରେ ଏକ ଏସ୍‌ୟୁଭିରୁ ୨୦ ଜିଲାଟିନ୍‌ ଷ୍ଟିକ୍‌ ଜବତ ହୋଇଥିଲା। କିଛି ଦିନ ପରେ ଉକ୍ତ କାର୍‌ର ମାଲିକ ତଥା ଠାଣେର ବ୍ୟବସାୟୀ ମନ୍‌ସୁଖ୍‌ ହିରେନ୍‌ଙ୍କୁ ହତ୍ୟା…

ଟଳି ପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୨୨।୩: ଜମ୍ମୁ କଶ୍ମୀରରେ ସୋମବାର ଏକ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୋପିଆନ୍‌ ମନିହାଲରେ ହୋଇଥିବା ଏହି ଏନକାଉଣ୍ଟରରେ ନିହତ ନିହତ ଆତଙ୍କବାଦୀମାନେ ଲଶ୍କର-ଏ-ତାଇବା ସହିତ ଜଡିତ ଥିଲେ। ଏଥିସହ ଆଉ ଦୁଇଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଘେରି ରହିଛନ୍ତି।…

ଦ୍ୱିତୀୟ ଡୋଜ୍‌ ଟିକା ନେବାର ୨୮ ଦିନ ପର୍ଯ୍ୟନ୍ତ କରିପାରିବେନି ରକ୍ତଦାନ

ନୂଆଦିଲ୍ଲୀ,୨୨।୩: କୋଭିଡ୍‌ ଟିକାର ଦ୍ୱିତୀୟ ଡୋଜ୍‌ ନେବାର ପରବର୍ତ୍ତୀ ୨୮ ଦିନ ମଧ୍ୟରେ ଜଣେ ରକ୍ତଦାନ କରିପାରିବେ ନାହିଁ। ନ୍ୟାଶନାଲ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ କାଉନସିଲ(ଏନ୍‌ବିଟିସି) ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଏହା କୁହାଯାଇଛି। ଏନ୍‌ବିଟିସି ଗଭର୍ନିଂ ବଡ଼ି ବୈଠକରେ କୋଭିଡ୍‌ ଟିକା…

ଇସ୍ତଫା ଦେବେ ନାହିଁ ମହାରାଷ୍ଟ୍ର ରାଜ୍ୟ ଗୃହ ମନ୍ତ୍ରୀ ଦେଶମୁଖ

ନୂଆଦିଲ୍ଲୀ,୨୧।୩ : ମୁମ୍ବାଇର ପୂର୍ବତନ କମିଶନର ପରମ ବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଜରିଆରେ ରାଜ୍ୟର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାମରେ ଆଣିଛନ୍ତି ଦୁର୍ନୀତି ଅଭିଯୋଗ। ଏହାପରେ ଏନ୍‌ସିପିର ବରିଷ୍ଠ ନେତା ମନ୍ତ୍ରୀ ପଦରୁ ଇସ୍ତଫା…

ପୂର୍ବତନ ମୁମ୍ବାଇ କମିଶନରଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ଼

ମୁମ୍ବାଇ,୨୧।୩ : ନିକଟରେ ମୁମ୍ବାଇ କମିଶନର ପଦରୁ ବିଦା ହୋଇଥିଲା ପରମ ବୀର ସିଂଙ୍କ ବୟାନକୁ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟର ବରିଷ୍ଠ ନେତା ତଥା ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଦୁର୍ନୀତିରେ ଲିପ୍ତ ଥିବା ସେ ଗୁରୁତର…

ଭାଜପାର ଘୋଷଣା ପତ୍ରରେ ରହିଛି ଏହି ସବୁ ପ୍ରତିଶ୍ରୁତି

କୋଲକାତା,୨୧।୩: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରବିବାର ଭାଜପା ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣାପତ୍ରକୁ ଉନ୍ମୋଚନ କରିଛନ୍ତି। ଭାଜପା ଘୋଷଣାପତ୍ରକୁ ‘ସଂକଳ୍ପ ପତ୍ର’ ବୋଲି ନାମକରଣ କରିଛି। ଘୋଷଣା…

ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଯୋଗୁ କାୟା ମେଲାଉଛି କରୋନା

କୋଲକାତା,୨୧।୩ : ଦେଶରେ କୋଭିଡ୍‌-୧୯ ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୩, ୮୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ରୋକିବା ପାଇଁ ଲୋକଙ୍କୁ ଉଚିତ ମାନସିକତା ଆପଣେଇବା ସହ ଶୀଘ୍ର ଭାକ୍ସିନ…

ରାଜସ୍ଥାନ ଯିବାକୁ ହେଲେ ଦରକାର ନେଗେଟିଭ ରିପୋର୍ଟ

ଜୟପୁର,୨୧।୩: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ରାଜସ୍ଥାନ ସରକାର ୮ଟି ସହରରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜମେର, ଭିଲାୱାଡା, ଜୟପୁର, ଯୋଧପୁର, କୋଟା, ଉଦୟପୁର,…

ହତ୍ୟା ମାମଲରେ ଗିରଫ ହେଲେ ପଶ୍ଚିମବଙ୍ଗର ଭାଜପା ନେତା

ବର୍ଦ୍ଧମାନ,୨୧।୩ : ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ୭୪ ବର୍ଷୀୟ ବୃଦ୍ଧଙ୍କ ହତ୍ୟା ମାମଲାରେ ଭାଜପା ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ତିନି ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରାଯିବା ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ…

ପୁଣି ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ,୨୧।୩: ଉତ୍ତରାଖଣ୍ଡ ସିଏମ ତିରଥ ସିଂ ରାୱତଙ୍କ ଆଉ ଏକ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ରବିବାର ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପାଇଁ ରାମନଗରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଏଠାରେ ସେ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ବଣ୍ଟା ଯାଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri