ରାଷ୍ଟ୍ରପତି ଉନ୍ମୋଚିତ କରିଥିବା ଛବିଟି ନେତାଜୀଙ୍କ ନୁହେଁ
ନୂଆଦିଲ୍ଲୀ,୨୫ା୧- ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ଛବିକୁ ନେଇ ଦେଖାଦେଇଛି ବିବାଦ। ଫଟୋଟି ନେତାଜୀ ସୁଭାଷଙ୍କର ନୁହେଁ, ବରଂ ବେଙ୍ଗଲ ଆକ୍ଟର ପ୍ରସନଜିତ୍ ଚାଟାର୍ଜୀଙ୍କ ଛବି ବୋଲି ପଶ୍ଚିମବଙ୍ଗର...
ବିସ୍ତାରବାଦୀ ଉଦ୍ୟମକୁ ପଣ୍ଡ କରିଛନ୍ତି ଆମ ବୀର ଯବାନ- ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୫।୧: ଭାରତ ସବୁବେଳେ ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ରହିଆସିଛି। ଏହା ସତ୍ତ୍ୱେ ବିସ୍ତାରବାଦୀ ଶକ୍ତି ସୀମାନ୍ତ ଅଞ୍ଚଳ କବ୍ଜା କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ସେମାନଙ୍କର ଏହି ଉଦ୍ୟମକୁ ଆମ ବୀର ଯବାନମାନେ ପଣ୍ଡ କରିଦେଇଛନ୍ତି। ଗତବର୍ଷ ଲଦାଖରେ ଚାଇନାର...
ଘରେ ମଦ ରଖିବା ପାଇଁ ଦରକାର ଲାଇସେନ୍ସ
ଲକ୍ଷ୍ନୌ,୨୫ା୧- ଘରେ ଧାର୍ଯ୍ୟ ପରିିମାଣ ଠାରୁ ଆଉ ଅଧିକ ମଦ ରଖିପାରିବେ ନାହିଁ। ନିଜ ବାସଭବନରେ ଅଧିକ ମଦ ଷ୍ଟୋର କରିବା ପାଇଁ ଏବେ ଲାଇସେନ୍ସ ରଖିବା ବାଧ୍ୟତାମୂଳକ। ଏ ନେଇ ସୋମବାର ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଘୋଷଣା...
‘କଙ୍ଗନାଙ୍କୁ ଭେଟିବାକୁ ଗଭର୍ନରଙ୍କ ପାଖରେ ସମୟ ଅଛି, କୃଷକଙ୍କ ପାଇଁ ନାହିଁ’
ମୁମ୍ବାଇ,୨୫।୧: ଆମେ ଗଭର୍ନରଙ୍କ ନିକଟକୁ ଯାଉଛେ। କିନ୍ତୁ ମହାରାଷ୍ଟ୍ର ଏଭଳି ଗଭର୍ନର ପୂର୍ବରୁ କେବେ ଦେଖିନାହାନ୍ତି। କଙ୍ଗନା ରାଣାଓ୍ବତ୍ଙ୍କୁ ଭେଟିବା ପାଇଁ ତାଙ୍କ ପାଖରେ ସମୟ ଅଛି। କିନ୍ତୁ କୃଷକଙ୍କ ଲାଗି ସମୟ ନାହିଁ ବୋଲି ଆଜାଦ ହିନ୍ଦ ମଇଦାନଠାରେ...
ଓଡ଼ିଶାର ନବମ ଶ୍ରେଣୀ ଛାତ୍ରଙ୍କୁ ପୁରସ୍କୃତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୫।୧: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଛନ୍ତି ଓଡ଼ିଶାର ନବମ ଶ୍ରେଣୀ ଛାତ୍ର ଅନ୍ବେଷ ଶୁଭମ ପ୍ରଧାନ। ମେଧାବୀ ଛାତ୍ର ଭାବେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ବେଷଙ୍କ ଘର ଢେଙ୍କାନାଳ ଜିଲାରେ। କିଛି ବର୍ଷ...
ମମତାଙ୍କ ନୂଆ ସ୍ଲୋଗାନ: ହରେ କୃଷ୍ଣ ହରେ ରାମ,ବିଦା ହୁଅନ୍ତୁ ଭାଜପା-ବାମ
କୋଲକାତା, ୨୫।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନୂଆ ସ୍ଲୋଗାନ ଆରମ୍ଭ କରିଛନ୍ତି। ଭାଜପା ପକ୍ଷରୁ ଜୟ ଶ୍ରୀରାମ ସ୍ଲୋଗାନ ଦିଆ ଯାଉଥିବାବେଳେ ମମତା ସୋମବାର ହୁବଲିର ଏକ ସଭାରେ ଯୋଗଦେଇ ନୂଆ ସ୍ଲୋଗାନ ଦେଇଛନ୍ତି। ସେ କହିଛନ୍ତି...
ହାଇକୋର୍ଟଙ୍କ ବିବାଦୀୟ ରାୟ: ପୋଷାକ ଉପରେ ହସ୍ତଚାଳନା ନୁହେଁ ଅଶ୍ଳୀଳ ଆଚରଣ
ମୁମ୍ବାଇ, ୨୫।୧: ବମ୍ବେ ହାଇକୋର୍ଟଙ୍କ ଏକ ବିବାଦୀୟ ରାୟକୁ ନେଇ ଏବେ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ପକ୍ଷରୁ ଯୌନ ନିର୍ଯାତନାର ନୂଆ ପରିଭାଷା ପ୍ରକାଶ ପାଇଛି। ହାଇକୋର୍ଟର ନାଗପୁର ବେଞ୍ଚ୍ ପକ୍ଷରୁ ଏକ ମାମଲାରେ ରାୟ ପ୍ରକାଶ...
ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଜେଲ ଟୁରିଜିମ: ସାଧାରଣ ଜନତା ବିନା ଅପରାଧରେ ପାଇବେ ଜେଲ୍ର ଅନୁଭୁତି!
ମୁମ୍ବାଇ,୨୫ ।୧: ଜେଲ୍ ଯିବାକୁ ସମସ୍ତେ ସାଧରଣତଃ ନିଚ୍ଚ ଦୃଷ୍ଟିରେ ଦେଖିଥାଆନ୍ତି । ଆଉ ଯେଉଁମାନେ ଜେଲ୍ ଯାଆନ୍ତି ସେମାନଙ୍କୁ ସମାଜରେ ବଦନାମ ହେବାକୁ ପଡିଥାଏ । ହେଲେ ଏବେ ଜେଲ ଯିବାକୁ ନେଇ ଲୋକଙ୍କର ଚିନ୍ତାଧାରା ବଦଳିବାକୁ ଯାଉଛି...
କଳିଯୁଗ ଶେଷ-ସତ୍ୟଯୁଗ ଆରମ୍ଭ କହି ୨ ଝିଅଙ୍କୁ ହତ୍ୟା କଲେ ମାତାପିତା
ଚିତୋର, ୨୫।୧: ଅନ୍ଧବିଶ୍ୱାସ ଯୋଗୁ ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପ୍ରିନ୍ସପଲ ଦମ୍ପତିି ସେମାନଙ୍କର ୨ ଝିଅଙ୍କୁ ଡମ୍ବେଲ୍ରେ ପିଟି ହତ୍ୟା କରିଛନ୍ତି। ଏଠାକାର ମଦନାପଲ୍ଲେ ଅଞ୍ଚଳରେ ରବିବାର ରାତ୍ରରେ ମାତା ପଦ୍ମଜା ଏବଂ...
ଆଜାଦ ମଇଦାନରେ କୃଷକ ରାଲିକୁ ସମ୍ବୋଧନ କରିବେ ଶରଦ ପାୱାର, ଆଦିତ୍ୟ ଠାକରେ
ମୁମ୍ବାଇ,୨୫ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ଏବେ ସାରା ଦେଶରେ ରାଜନୀତି ହୋଇଛି ସରଗରମ । ଏବେ ଏହି ଆନ୍ଦୋଳନକୁ ସମର୍ଥନ...
ଲକ୍ଡାଉନ୍ରେ ଭାରତୀୟ ଧନକୁବେର ହୋଇଛନ୍ତି ଅଧିକ ଧନୀ
ନୂଆଦିଲ୍ଲୀ, ୨୫।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି ହୋଇଥିଲା। ଗରିବଙ୍କ ପାଖରେ ଟଙ୍କାର ଅଭାବ ସହିତ ଖାଇବାକୁ ଖାଦ୍ୟ ନ...
୬୩ ବର୍ଷ ମଧ୍ୟରେ ପ୍ରଥମଥର ସାଧାଣତନ୍ତ୍ର ଦିବସ ପରେଡରେ ସାମିଲ ହେବେ ନାହିଁ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା
ନୂଆଦିଲ୍ଲୀ,୨୫ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚଳିତବର୍ଷର ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ କଥାହେବେ । ଭିଡିଓ କନଫରେନ୍ସିଂ ଜରିଆରେ ଦିନ ପ୍ରାୟ ୧୨ଟାରେ ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରାଯିବ । ତେବେ ଚଳିତ ବର୍ଷ ୬୩...
Archives


