ଜାତୀୟ

ଆଲିଶାଙ୍କୁ ମିଳିଲା ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର

ଗାନ୍ଧିନଗର,୨୫ ।୭: ଗୁଜୁରାଟର ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ଆଲିଶା ପଟେଲଙ୍କୁ ରାଜ୍ୟ ସରକାର ସ୍ୱୀକୃତି ପ୍ରାପ୍ତ ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର ପ୍ରଦାନ କରିଛନ୍ତି । ଆଲିଶା କହିଛନ୍ତି ସେ ଜେଣ୍ଡର ଡିସଫୋରିଆ ରୋଗରେ ଆକ୍ରାନ୍ତ ହେବା ପରେ ପରିବର୍ତ୍ତନ ପ୍ରକ୍ରିୟା…

କର୍ନାଟକ ମୁଖ୍ୟମନ୍ତ୍ରୀ ଦୌଡରେ ପ୍ରହଲ୍ଲାଦ ଯୋଶୀ ଆଗରେ

ବେଙ୍ଗାଲୁରୁ,୨୫ ।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ରବିବାର ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଯଦିଓ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଏନେଇ ଅଫିସିୟାଲି କୌଣସି ଘୋଷଣା କରାଯାଇ ନାହିଁ ତଥାପି ୟେଦୁରପ୍ପାଙ୍କ ବୟାନ ଏହାହିଁ ସୂଚନା ଦେଉଛି…

ପେଗାସସ୍‌ ପାଇଁ ଶାନ୍ତିରେ ଶୋଇପାରୁଛନ୍ତି ଲୋକେ

ଜେରୁଜେଲମ, ୨୫ା୭: ଇସ୍ରାଏଲରେ ପ୍ରସ୍ତୁତ୍‌ ସ୍ପାଏଓ୍ବେର ପେଗାସସ୍‌କୁ ନେଇ ବିବାଦ ଥମୁ ନ ଥିବାବେଳେ ଏହାର ନିର୍ମାତା ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ନିଜ ପକ୍ଷ ରଖିଛି। ପେଗାସସ୍‌ ଟେକ୍ନୋଲୋଜି ଯୋଗୁ ବିଶ୍ୱର କୋଟି କୋଟି ଲୋକ ରାତିରେ ଶାନ୍ତିରେ…

୬ ବର୍ଷର ଆୟ ଉପରେ ଦେଇ ନ ଥିଲା ଟ୍ୟାକ୍ସ

ନୂଆଦିଲ୍ଲୀ,୨୪।୭: ଗତ ୬ ବର୍ଷରେ ଆୟ ହୋଇଥିବା ୭୦୦ କୋଟି ଟଙ୍କା ଉପରେ ଆୟକର ଦେଇ ନ ଥିଲା ଗଣମାଧ୍ୟମ ସଂସ୍ଥା ଦୈନିକ ଭାସ୍କର। ଷ୍ଟକ ମାର୍କେଟ ନିୟମ ମଧ୍ୟ ଭଙ୍ଗାଯାଇଥିଲା। ଦୈନିକ ଭାସ୍କର ଗ୍ରୁପ୍‌ ଉପରେ କରାଯାଇଥିବା ଚଢ଼ାଉରୁ ଆଇଟି…

ଗ୍ୟାସ୍‌ ଲିକ୍‌ ହେଉଥିଲା, ଅନ୍‌ କରିଦେଲେ ଲାଇଟ୍‌….

ଅହମ୍ମଦାବାଦ,୨୪।୭: ଗୁଜରାଟର ଅହମ୍ମଦାବାଦ ସହରରେ ଏକ ବଡ଼ ଧରଣର ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ବସ୍ଫୋରଣ ଘଟିଛି। ଘଟଣାରେ ୪ ଶିଶୁ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଗତ ୨୦ ତାରିଖ ରାତିରେ ଏହି ଘଟଣା ଘଟିଥିଲା।…

ଦିଲ୍ଲୀରେ ଖୋଲିବ ସିନେମା ହଲ୍‌

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀ ସରକାର ଅନ୍‌ଲକ-୮ ନେଇ ଶନିବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଗାଇଡ୍‌ଲାଇନରେ ୩ଟି ବଡ଼ କଟକଣା କୋହଳ କରାଯାଇଛି। ଦିଲ୍ଲୀବାସୀଙ୍କ ଗମନାଗମନର ମାଧ୍ୟମ ସାଜିଥିବା ମେଟ୍ରୋ ଉପରେ ସମ୍ପୂର୍ଣ୍ଣ କଟକଣା କୋହଳ କରାଯାଇଛି। ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ…

ଡ୍ରାଗନକୁ ଦିଆଯିବ କଡା ଜବାବ, ଲଦ୍ଦାଖରେ ମୁତୟନ ହେଲେ ୧୫ ହଜାରରୁ ଊର୍ଦ୍ଧ୍ୱ ଯବାନ

ନୂଆଦିଲ୍ଲୀ,୨୪ ।୭: ପୂର୍ବ ଲଦ୍ଦାଖରେ ଚାଇନାର ଆକ୍ରମଣକୁ ରୋକିବାକୁ ଯାଇ ଭାରତୀୟ ସେନା ଆତଙ୍କବାଦୀ ବିରୋଧି ଅଭିଯାନ ପାଇଁ ଉଦ୍ଦିଷ୍ଟ ନିଜର ୟୁନିଟକୁ ଜମ୍ମୁ-କଶ୍ମୀରରୁ ପୂର୍ବ ଲଦ୍ଦାଖ ସେକ୍ଟରକୁ ଟ୍ରାନ୍ସଫର କରିଦେଇଛି । ଇଣ୍ଡିଆ ଟୁଡେର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ,୨୪ା୭: ଚଳିତ ବର୍ଷର ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ପୂର୍ବ ଘୋଷଣା ଅନୁଯାୟୀ, ଅପରାହ୍ନ ୩ଟାରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରୀଛାତ୍ର results.cisce.org ଓ୍ବେବ୍‌ସାଇଟରେ ନିଜ ଫଳାଫଳ ଦେଖିପାରିବେ। କରୋନା ପାଇଁ ଚଳିତ…

ବଢୁଛି ମହାରାଷ୍ଟ୍ର ବନ୍ୟା ମୃତ୍ୟୁ ସଂଖ୍ୟା, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ ।୭: ମହାରାଷ୍ଟ୍ରରେ ବର୍ଷା ଛାଡି ଯାଇଥିଲେ ବି ବନ୍ୟା ପ୍ରଭାବିତ ଜିଲାର ପରିସ୍ଥିତି ଗମ୍ଭିର ହୋଇ ପଡିଛି । ବନ୍ୟା ପ୍ରଭାବିତ ପ୍ରାୟ ୮୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବେ ଏମାନଙ୍କ ଜୀବନ ଜୀବିକାକୁ…

ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇଲେ ଶିକ୍ଷକ, ପରିବାର ଲୋକେ ଦେଲେ ଏମିତି ଶିକ୍ଷା

ଜୟପୁର,୨୪ା୭: ଆଜି ସମଗ୍ର ଦେଶରେ ପାଳିତ ହେଉଛି ଗୁରୁପୂର୍ଣ୍ଣିମା। ଆଜି ପରି ପବିତ୍ର ଦିନରେ ଜଣେ ଗୁରୁଙ୍କ କୁତ୍ସିତ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜସ୍ଥାନର ସିକର ଜିଲାରୁ ଏପରି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷକ ଦଶମ…

ବଢିପାରେ ରାଜଙ୍କ ଅଡୁଆ

ମୁମ୍ବାଇ,୨୪ ।୭: ଉଦ୍ଦ୍ୟୋଗପତି ରାଜ କୁନ୍ଦ୍ରାଙ୍କ ପର୍ନ ଫିଲ୍ମ ର‌୍ୟାକେଟ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୁବ୍‌ଶୀଘ୍ର ଏଣ୍ଟ୍ରି ମାରିପାରେ ବୋଲି ବିଶେଷ ସୂତରୁ ମିଳିଥିବା ସୂଚନାରୁ ଜଣାପଡିଛି । ରାଜ କୁନ୍ଦ୍ରା ଓ ଲଣ୍ଡନର କମ୍ପାନୀ ମଧ୍ୟରେ ବହୁ ଟଙ୍କା ଲେଣଦେଣ…

ଜାତି ଭିତ୍ତିକ ଜନଗଣନା ଥରେ ହେବା ଆବଶ୍ୟକ: ନୀତୀଶ କୁମାର

ପାଟନା,୨୪ ।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ପୁଣିଥରେ ଜାତି ଭିତ୍ତିକ ଜନଗଣନାକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଜାତି ଆଧାରିତ ଜନ ଗଣନା ସମ୍ପର୍କରେ ଆମେ ପ୍ରଥମରୁ ଫେବୃୟାରୀ ୨୦୨୦ ଓ ୨୦୨୧ରେ ସଂସଦରେ ଆମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri