Posted inଜାତୀୟ

ମମତାଙ୍କ ନୂଆ ସ୍ଲୋଗାନ: ହରେ କୃଷ୍ଣ ହରେ ରାମ,ବିଦା ହୁଅନ୍ତୁ ଭାଜପା-ବାମ

କୋଲକାତା, ୨୫।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନୂଆ ସ୍ଲୋଗାନ ଆରମ୍ଭ କରିଛନ୍ତି। ଭାଜପା ପକ୍ଷରୁ ଜୟ ଶ୍ରୀରାମ ସ୍ଲୋଗାନ ଦିଆ ଯାଉଥିବାବେଳେ ମମତା ସୋମବାର ହୁବଲିର ଏକ ସଭାରେ ଯୋଗଦେଇ ନୂଆ ସ୍ଲୋଗାନ ଦେଇଛନ୍ତି। ସେ କହିଛନ୍ତି ଯେ, ହରେ କୃଷ୍ଣ ହରେ ରାମ,ବିଦା ହୁଅନ୍ତୁ ଭାଜପା-ବାମ। ମମତା ରାଜ୍ୟରୁ ଭାଜପା ଏବଂ ବାମ ଦଳକୁ ହଟେଇବା ପାଇଁ ଏପରି କହିଛନ୍ତି। ତେବେ ମମତାଙ୍କ ଏଭଳି ସ୍ଲୋଗାନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଣ୍ଡ ହେଲା ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା: ମୋଦି

ନୂଆଦିଲ୍ଲୀ,୨୦ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ନଗରୋଟାରେ ଗୁରୁବାର ଭାରତୀୟ ସେନାଙ୍କ ଦ୍ୱାରା ୪ ଆତଙ୍କବାଦୀ ନିହତ ହେବା ଘଟଣାକୁ ପ୍ରଶଂସା କରିଛନ୍ତି ।...

ଜୈବିକ ଯୁଦ୍ଧାସ୍ତ୍ରରୁ ‘କରୋନା’

ନୂଆଦିଲ୍ଲୀ,୪ା୨(ଆଇଏଏନ୍‌ଏସ୍‌): ପ୍ରାଣୀଠାରୁ ସୃଷ୍ଟ ବୋଲି କୁହାଯାଉଥିବା ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହାର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ...

@ମୋଦିଆର୍କାଇଭ୍‌ରେ ପ୍ରଧାନମନ୍ତ୍ରୀଙ୍କ ଜନସମ୍ପର୍କ ଅଭିଯାନ

ନୂଆଦିଲ୍ଲୀ,୨୫ା୧: ଗତ ସପ୍ତାହରେ ନୂଆଦିଲ୍ଲୀରେ ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକ ଚାଲିଥିବାବେଳେ @ମୋଦିଆର୍କାଇଭ୍‌ ନାମକ ଟୁଇଟର ହ୍ୟାଣ୍ଡେଲ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେତେକ ପୁରୁଣା ଫଟୋ...

ସରକାରୀ ସ୍କୁଲ-କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ସରକାରୀ ସ୍କୁଲ ଓ କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷରକୁ ଉଦ୍ଧବ ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନ୍‌ସିପିର ରାଷ୍ଟ୍ରୀୟ...

୩୦ ହଜାର ଯାତ୍ରୀଙ୍କୁ ଜାତୀୟ ପତାକା ବାଣ୍ଟିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଏୟାର ଇଣ୍ଡିଆ ପକ୍ଷରୁ ଦେଶର ସମସ୍ତ ମେଟ୍ରୋ ସହର ସମେତ ଶ୍ରୀନଗର ବିମାନ ବନ୍ଦରରେ ଯାତ୍ରୀଙ୍କୁ ରବିବାର ଜାତୀୟ ପତାକା...

ଗୋଇନ୍ଦା, ସୁରକ୍ଷା ଅଧିକାରୀଙ୍କ ଉପରେ ଅଙ୍କୁଶ

ନୂଆଦିଲ୍ଲୀ, ୩।୬(ଆଇଏଏନ୍‌ଏସ୍‌): ଦେଶର ଗୋଇନ୍ଦା କିମ୍ବା ସୁରକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କର ପ୍ରାକ୍‌ ମଞ୍ଜୁରୀ ବିନା କୌଣସି ବିଷୟ ପ୍ରକାଶ କରିପାରିବେ ନାହିଁ।...

ଏହା ଜନତାଙ୍କ ବିଜୟ, ଦଳ ମୁଖିଆ ସ୍ଥିର କରିବେ ଶପଥ ଗ୍ରହଣ: ମାଣିକ ଶାହା

ଅଗରତାଲା,୨ ।୩: ତ୍ରିପୁରାରେ ପୁଣିଥରେ ଫେରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି(ଭାଜପା) ସରକାର । ତ୍ରିପୁରାର ବିଜୟକୁ ମୁଖ୍ୟମନ୍ତ୍ରୀ ମାଣିକ ଶାହା ଜନତାଙ୍କୁ ସମର୍ପିତ କରିଛନ୍ତି...

ଏଲଏସିରେ ଚାଇନା ସୀମାରେ ଖୋଳା ଯାଉଛି ପୋଖରୀ, ୫୦ ହଜାର ଯବାନଙ୍କ ପାଇଁ ପିଇବା ପାଣି…

ଲଦାଖ,୧୭।୧୧ : ପୂର୍ବ ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ (ଏଲଏସି) ରେ ନିୟୋଜିତ ୫୦ ହଜାର ସୈନିକଙ୍କୁ ମଧୁର ପାନୀୟ ଜଳ ଯୋଗାଇବା ପାଇଁ...

Advertisement
Archives

Model This Week