Posted inଜାତୀୟ

ଘରେ ମଦ ରଖିବା ପାଇଁ ଦରକାର ଲାଇସେନ୍ସ

ଲକ୍ଷ୍ନୌ,୨୫ା୧- ଘରେ ଧାର୍ଯ୍ୟ ପରିିମାଣ ଠାରୁ ଆଉ ଅଧିକ ମଦ ରଖିପାରିବେ ନାହିଁ। ନିଜ ବାସଭବନରେ ଅଧିକ ମଦ ଷ୍ଟୋର କରିବା ପାଇଁ ଏବେ ଲାଇସେନ୍ସ ରଖିବା ବାଧ୍ୟତାମୂଳକ। ଏ ନେଇ ସୋମବାର ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଘୋଷଣା କରିଛନ୍ତି। ରାଜ୍ୟର ଏକ୍ସସାଇଜ ଗାଇଡ୍‌ଲାଇନ୍‌ରେ ନିକଟରେ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିୟମ ଅନୁଯାୟୀ, ଧାର୍ଯ୍ୟ ପରିପାଣଠୁ ଅଧିକ ମଦ କିଣିବା, ରପ୍ତାନୀ ଓ ବ୍ୟକ୍ତିଗତ ଭାବେ ରଖିବା ପାଇଁ ସରକାରଙ୍କ ଠାରୁ ଲାଇସେନ୍ସେ ନେବାକୁ ପଡ଼ିବ।

ବିନା ଲାଇସେନ୍ସରେ ଜଣେ ବ୍ୟକ୍ତି ଘରେ ୬ ଲିଟର ଭାରତରେ ପ୍ରସ୍ତୁତ ବିଦେଶୀ ଲିକର (ଆଇଏମ୍‌ଏଫ୍‌ଏଲ) ଷ୍ଟୋର କରିପାରିବେ। ଏଥିରେ ସଭିଙ୍କ ପସନ୍ଦର ହ୍ବିସ୍କି, ବ୍ରାଣ୍ଡି, ରମ୍‌, ହ୍ବାଇଟ୍‌ ରମ ଓ ଭୋଡ୍‌କା ବ୍ରାଣ୍ଡର ଲିକର ରହିଛି। ବିନା ଲାଇସେନ୍ସରେ ୩ ଲିଟର ଓ୍ବାଇନ ଓ ୭.୮ ଲିଟର ବିୟର ରଖିହେବ। ଲାଇସେନ୍ସ ବାବଦକୁ ବର୍ଷକୁ ଦେବାକୁ ପଡ଼ିବ ୧୨ ହଜାର ଟଙ୍କା। ଏଥି ପାଇଁ ୫୧ ହଜାର ଟଙ୍କାର ସିକୁରୁଟି ଡିପୋଜିଟ କଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାରୁ ଆସୁଥିଲା ଟ୍ରେନ୍‌, ଟ୍ରାକ୍‌ରେ ଶୋଇପଡିଲେ ବ୍ୟକ୍ତି: ଭିଡିଓ ଦେଖିଲେ…

ମୁମ୍ବାଇ,୩।୧:କଥାରେ ଅଛି, ନିମିଷେ ମାତ୍ର ଥିଲେ ପ୍ରାଣ, ନ ନେଇ ଜନ୍ତୁରାଣ। ଏହି ଉକ୍ତିର ସତ୍ୟତା ନିକଟରେ ପ୍ରମାଣିତ ହୋଇଛି। ଜଣେ ବ୍ୟକ୍ତି ଟ୍ରେନ୍‌ ଆସିବା...

ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତିକୁ ସ୍ମୃତି କରି ରଖିବାକୁ ଭାଜପାର ମେଗା ପ୍ଲାନ, ମୋଦି ଆଜମେରରେ କରିବେ କ୍ୟାମ୍ପେନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୬।୫: ନରେନ୍ଦ୍ର ମୋଦି ଆଜିର ଦିନରେ ଅର୍ଥାତ୍‌ ୨୮ ମେ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ୯ ବର୍ଷର ଯାତ୍ରାକୁ ଅଭୁଲା...

ଧୀରେ ଗାଡ଼ି ଚଳାଇବା ବି ଅପରାଧ !…

କୋଚି, ୧୨।୧୨: ଧୀରେ କିନ୍ତୁ ଅସାବଧାନ ହୋଇ ଗାଡ଼ି ଚଳାଇବା ମଧ୍ୟ ଅପରାଧ। ତେଣୁ ଧୀରେ ବେପରୁଆ ଭାବରେ ଗାଡି ଚଳାଇ ରକ୍ଷା ପାଇବା ପାଇଁ...

ସ୍ପାଇସ୍‌ଜେଟ୍‌ ବିମାନରେ ବୋମା ସୂଚନା: ଦିଲ୍ଲୀ ବିମାନବନ୍ଦରରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ

ନୂଆଦିଲ୍ଲୀ,୧୨।୧: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଆଇଜିଆଇ)ରେ ସ୍ପାଇସ୍‌ ଜେଟ୍‌ର ଏକ ବିମାନରେ...

ଥାନାରେ ପ୍ରଥମ ରାତି କାଟିଲେ ବର-କନ୍ୟା

ଅହମ୍ମଦାବାଦ, ୨୫।୫: ରାଜସ୍ଥାନର ଭରତପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ବିବାହ ସମାରୋହରେ ବରଯାତ୍ରୀଙ୍କ ଝଗଡା ଯୋଗୁ ବର-କନ୍ୟାଙ୍କୁ ଥାନାରେ ପ୍ରଥମ ରାତି...

ଆଜି ଆସ୍ଥାଭୋଟ ଲାଗି ସାନି ନିର୍ଦ୍ଦେଶ

ଭୋପାଳ,୧୭।୩: ମଙ୍ଗଳବାର ସୁଦ୍ଧା ବିଧାନସଭାରେ ଆସ୍ଥାଭୋଟର ସମ୍ମୁଖୀନ ହେବା ଲାଗି ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ସୋମବାର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପାଇଁ ସାନି ସମୟସୀମା ଧାର୍ଯ୍ୟ କରିଛନ୍ତି।...

ଭାଜପାରେ ଯୋଗ ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତଙ୍କ ପୁଅ!

ନୂଆଦିଲ୍ଲୀ,୧୯।୮: ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି(ଏଏପି) ବିରୋଧୀ ‘ଇଣ୍ଡିଆ’ ମିଳିତ ମଞ୍ଚର ଏକ ଅଂଶ (I.N.D.I.A)। ଯଦିଓ ’ଏଏପି’ ର କଂଗ୍ରେସ ସହ...

୫ ରାଜ୍ୟରେ ବିଧାନସଭା ନିର୍ବାଚନ, ସେପ୍ଟେମ୍ବର ଶେଷ ସୁଦ୍ଧା ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୩୦ା୮: ରାଜନୈତିକ ଦଳଗୁଡ଼ିକ ସହିତ ମଧ୍ୟପ୍ରଦେଶ, ଛତିଶଗଡ଼ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗ ମଧ୍ୟ ସକ୍ରିୟ ହୋଇଛନ୍ତି। ନିର୍ବାଚନ କମିଶନ...

Advertisement
Archives

Model This Week