ଜାତୀୟ

ଗାଜିପୁର ସୀମାରେ ବଢୁଛି ତମ୍ବୁ ସଂଖ୍ୟା: ଟିକାଏତ୍ କହିଲେ ବିଜୟୀ ହୋଇ ଫେରିବୁ

ନୂଆଦିଲ୍ଲୀ,୩୦ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୨ ମାସ ହେବ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆନ୍ଦୋଳନରେ ବସିଛନ୍ତି କୃଷକ । ବୁଧବାର ଘଟିଥିବା ଘଟଣା ପରେ ଏହି ଆନ୍ଦୋଳନ ନୂଆ ମୋଡ ନେଇଛି...

କୁହୁଡ଼ି ନେଲା ୧୦ ଜୀବନ: ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା

ମୋରାଦାବାଦ୍‌,୩୦।୧: ରାସ୍ତାରେ ଘନ କୁହୁଡ଼ି ଯୋଗୁ ଉତ୍ତରପ୍ରଦେଶ ମୋରାଦାବାଦ୍‌ରେ ରାସ୍ତା ନ ଦେଖାଯିବାରୁ ଏକ ଟ୍ରକ୍‌ ଏବଂ ମିନି ବସ୍‌ ମଧ୍ୟରେ ଶନିବାର ସକାଳ ୮ଟା ୧୦ରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କ...

‘ସୁପ୍ରିମକୋର୍ଟ ବିଚାରପତି ବ୍ୟଙ୍ଗ ଊର୍ଦ୍ଧ୍ୱରେ ନୁହନ୍ତି’

ନୂଆଦିଲ୍ଲୀ, ୩୦।୧ : ସୁପ୍ରିମକୋର୍ଟ ବିଚାରପତିମାନେ ଖୁବ୍‌ ପ୍ରଭାବଶାଳୀ କିନ୍ତୁ ସେମାନେ ବ୍ୟଙ୍ଗର ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ହାସ୍ୟାଭିନେତା କୁନାଲ କମ୍ରା କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ସମାଲୋଚନା କରିବା ସହ ଏହାର ବ୍ୟଙ୍ଗଚିତ୍ର କରି ମର୍ଯ୍ୟାଦା ହାନି କରିଥିବା ଅଭିଯୋଗରେ...

୪୪ ଥର ଜେଲ ଯାଇଛନ୍ତି ରାକେଶ ଟିକାଏତ୍‌

ନୂଆଦିଲ୍ଲୀ,୩୦ା୧: କୃଷି ଆଇନ ବିରୋଧୀ ଆନ୍ଦୋଳନର ପୁରୋଧା ସାଜିଥିବା ଭାରତୀୟ କିଷାନ ୟୁନିୟନ (ବିକେୟୁ) ମୁଖପାତ୍ର ରାକେଶ ଟିକାଏତ୍‌ ପୂର୍ବରୁ ଅନେକ ବିକ୍ଷୋଭରେ ସାମିଲ ହୋଇ ୪୪ ଥର ଜେଲ ଯାଇଛନ୍ତି। କୃଷକଙ୍କ ପାଇଁ ଲଢ଼େଇ କରିବା ପୂର୍ବରୁ ସେ...

ୟୁପିଏସ୍‌ସି ଆଶାୟୀଙ୍କୁ ଆଉ ଏକ ସୁଯୋଗ ଦିଆଯାଉ

ନୂଆଦିଲ୍ଲୀ, ୩୦।୧(ଆଇଏଏନ୍‌ଏସ୍‌): କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଆଶାୟୀଙ୍କୁ ପୂର୍ବରୁ ଅନେକ ସୁଯୋଗ ଦିଆଯାଇଥିବାବେଳେ ଆଉ ଗୋଟିଏ ଥର ସୁଯୋଗ ଦେବା ସମ୍ଭବ ନୁହେଁ କାହିଁକି ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଗୋଟିଏ ଥର ସୁଯୋଗ...

ସୀମାରେ ସଂଘର୍ଷ

ନୂଆଦିଲ୍ଲୀ,୩୦ା୧: ପୂର୍ବରୁ ସୀମା କହିଲେ କେବଳ ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା ଓ ଉତ୍ତର ପୂର୍ବକୁ ଲାଗି ରହିଥିବା ଚାଇନା ସୀମାକୁ ବୁଝାଉଥିଲା। ହେଲେ ଦୁଇମାସ ହେବ ଚର୍ଚ୍ଚାରେ ରହିଛି ଭିନ୍ନ ଏକ ସୀମା। ତାହା ହେଉଛି ଦେଶ ଭିତରର ବର୍ଡର।...

ସିଙ୍ଘୁରେ ଖଣ୍ଡା ବୁଲିଲା

ନୂଆଦିଲ୍ଲୀ,୩୦ା୧(ପି.ଟି.): ଦିଲ୍ଲୀ-ହରିୟାଣାର ସିଙ୍ଘୁସୀମାରେ ୨ ମାସ ଧରି ଆନ୍ଦୋଳନରତ ଚାଷୀଙ୍କୁ ଘଉଡ଼ାଇବା ଆରମ୍ଭ କରିଛନ୍ତି ସ୍ଥାନୀୟ ଲୋକେ। ଶୁକ୍ରବାର ଉକ୍ତ ସୀମାର କଲୋନୀଗୁଡ଼ିକରେ ରହୁଥିବା ପ୍ରାୟ ୨୦୦ ଲୋକ ସେମାନଙ୍କୁ ଆନ୍ଦୋଳନ ସ୍ଥଳ ଖାଲି କରିବାକୁ କହିଥିଲେ। ଫଳରେ ସିଙ୍ଘୁବାସୀ...

ୟୁପିରେ ଟିକା ନେଇ ଜଣେ ମୃତ

ପିଲ୍‌ଭିଟ୍‌,  ୩୦।୧: ଉତ୍ତରପ୍ରଦେଶର ପିଲ୍‌ଭିଟ୍‌ ଜିଲା ଅନ୍ତର୍ଗତ ଉମାରିଆ ସହରରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଟିକା ନେବାର କିଛି ଘଣ୍ଟାରେ ପ୍ରାଣ ହରାଇଛନ୍ତି। ତେବେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିବା ସିଏମ୍‌ଓ ପକ୍ଷରୁ କୁହାଯାଇଛି।...

ଅନ୍ନଶନ କରିବେ ନି ଆନ୍ନା ହଜାରେ

ପୁଣେ,୩୦।୧- ଭେଟେରାନ ସାମାଜିକ କର୍ମୀ ଆନ୍ନା ହଜାରେ ୩ ନୂଆ କୃଷି ଆଇନ ବିରୋଧରେ ଅନ୍ନଶନ କରିବା ଯୋଜନାକୁ ବାତିଲ କରି ଦେଇଛନ୍ତି। ସିନିୟର ଭାଜପା ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ନିଜ ନିଷ୍ପତ୍ତି...

ନେତାଙ୍କୁ ଦୁଃଖରେ ଦେଖି ବହୁ ସଂଖ୍ୟାରେ ଏକତ୍ରିତ ହେଲେଣି କୃଷକ

ମୁଜାଫରନଗର,୩୦।୧- ଭାରତୀୟ କିଷାନ ୟୁନିଅନ ନେତା ନରେଶ ଟିକାଏତ୍‌ଙ୍କ ଡାକରାରେ ଦିଲ୍ଲୀ ଗାଜିପୁର ସୀମାଠାରୁ ୧୫୦ କିଲୋମିଟର ଦୂରରେ ପୁଣି ଏକତ୍ରିତ ହେଲେଣି ଚାଷୀ। ଉତ୍ତର ପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗାଜିପୁର ସୀମାରୁ ବଳ ପୂର୍ବକ ଆନ୍ଦୋଳନସ୍ଥଳରୁ କୃଷକଙ୍କୁ...

ହାଇ ଆଲର୍ଟରେ ଦିଲ୍ଲୀ

ନୂଆଦିଲ୍ଲୀ,୨୯।୧: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଆଇଇଡି ବିସ୍ଫୋରଣ ପରେ ଦିଲ୍ଲୀରେ ଜାରି ହୋଇଛି ହାଇ ଆଲର୍ଟ। ଘଟଣା ପରେ ଏପିଜେ ଅବଦୁଲ କାଲାମ ରୋଡ୍‌କୁ ସିଲ୍‌ କରିଦିଆଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଘଟଣାସ୍ଥଳରେ...

ଦିଲ୍ଲୀରେ ବିସ୍ଫୋରଣ

ନୂଆଦିଲ୍ଲୀ,୨୯।୧: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତବାସ ନିକଟରେ ଶୁକ୍ରବାର ଏକ ଆଇଇଡି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ କିଛି କାର କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ବିସ୍ଫୋରଣ ଛୋଟ ଧରଣର ଥିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri