ସମ୍ପର୍କୀୟଙ୍କ ମୃତଦେହ ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା: ଲାଉଡସ୍ପିକର୍ରେ ଡକାଯାଉଛି ନାଁ
ଅହମଦାବାଦ,୧୬।୪: ଦେଶରେ କରୋନା ମାମଲା ବଢିବାରେ ଲାଗିଛି। ଗୁଜରାଟରେ କରୋନା ସମସ୍ତ ରେକର୍ଡ ଭାଙ୍ଗିଛି। ବଢୁଥିବା ମାମଲା ଯୋଗୁ ଏଠାରେ ଡାକ୍ତରଖାନା ଏବଂ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗିପଡିଛି। ବିଭିନ୍ନ ଡାକ୍ତରଖାନାରେ ଗଦା ଗଦା ମୃତଦେହ ପଡିଛି। ମୃତକଙ୍କ ପରିବାର ଲୋକେ…
ଏହି ରାଜ୍ୟରେ ରବିବାର ସମ୍ପୂର୍ଣ୍ଣ ଲକ୍ଡାଉନ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା
ଲକ୍ଷ୍ନୌ,୧୬।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର…
ବଡ଼ ଭାଇ ଚାଲିଗଲେ, ସାନ ଭାଇ ଏବେ ବେଡ୍ରେ: ହସ୍ପିଟାଲ ବାହାରର କରୁଣ ଦୃଶ୍ୟ
ଲକ୍ଷ୍ନୌ,୧୬।୪: ଦେଶରେ କରୋନା ଘାତକ ରୂପ ଧାରଣ କରିଛି। ଏହି ମହାମାରୀ କାହା ଜୀବନ ନେଇଯାଉଛି ତ ଆଉ କେହି ଚିକିତ୍ସା ପାଇଁ ହସ୍ପିଟାଲ ବାହାରେ ଦିନ ଦିନ ଅପେକ୍ଷା କରିବାକୁ ପଡୁଛି। ଏହି ସମୟରେ ଉତ୍ତର ପ୍ରଦେଶର ବିଭିନ୍ନ ହସ୍ପିଟାଲରେ…
ଆକ୍ସନ ମୁଡରେ କେନ୍ଦ୍ର ସରକାର: ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ଦେଶରେ ବେଲଗାମ ହେବାରେ ଲାଗିଛି। ଗତ ବର୍ଷ ତୁଳନାରେ ଏହି ବର୍ଷ ସମସ୍ତ ରେକର୍ଡ ଭାଙ୍ଗିଛି। ପ୍ରତିଦିନ କରୋନା ସଂକ୍ରମଣ ୨ଲକ୍ଷରୁ ଊର୍ଦ୍ଧ୍ୱ ରହିଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।…
କରୋନାର ଭୟଙ୍କର ରୂପ: ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ମିଳୁନାହିଁ ସ୍ଥାନ, ପ୍ଲାଟଫର୍ମରେ…
ଲକ୍ଷ୍ନୌ.୧୬।୪: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ସଂକ୍ରମଣକୁ ନେଇ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତ ଲୋକଙ୍କ ସହ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି। କିଛି ଦିନ ପୂର୍ବେ ବୈକୁଣ୍ଠ ନାଥ ଧାମ…
ରୋଟି ବ୍ୟାଙ୍କର ପ୍ରତିଷ୍ଠାତା କିଶୋରଙ୍କ କରୋନାରେ ମୃତ୍ୟୁ
ବାରାଣସୀ,୧୬।୪: ଦେଶରେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ବାରାଣସୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ରୋଟି ବ୍ୟାଙ୍କର…
ଦିଗବିଜୟ ସିଂଙ୍କୁ କରୋନା
ଭୋପାଳ,୧୬।୪: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟୁଇଟ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି। ଏବେ ସେ ତାଙ୍କ ଦିଲ୍ଲୀ ବାସଭବନରେ ରହିଛନ୍ତି। ସେ ଟୁଇଟ୍ ଯୋଗେ ଲେଖିଛନ୍ତି,…
କରୋନାରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ପରଲୋକ
ନୂଆଦିଲ୍ଲୀ,୧୬।୪: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରଣଜିତ୍ ସିହ୍ନାଙ୍କ କରୋନାରେ ପରଲୋକ ଘଟିଛି। ୬୮ ବର୍ଷୀୟ ସିହ୍ନା ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୁରୁବାର ସେ ଏହି ମହାମାରୀର ଶିକାର ହୋଇଥିଲେ। ସେ ୧୯୭୪ ବିହାର କ୍ୟାଡରର ଜଣେ ଆଇପିଏସ ଅଧିକାରୀ…
କରୋନାରୁ କେବେ ମିଳିବ ଆଶ୍ୱସ୍ତି: ବିଶେଷଜ୍ଞ ଦେଲେ ମତ
ନୂଆଦିଲ୍ଲୀ,୧୬।୪: କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢୁଥିବା ବେଳେ ପୁଣି ଏକ ଚକିତ କଲା ଭଳି ଖବର ଆସିଛି। କରୋନା ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହିଛନ୍ତି ଯେ, ଆସନ୍ତା କିଛି ଦିନ ମଧ୍ୟରେ କରୋନା ଶିଖରରେ ରହିବ। ନୀତି…
ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨.୧୬ ଲକ୍ଷରୁ ଅଧିକ ସଂକ୍ରମିତ,୧୧୮୩ ମୃତ
ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ଲକ୍ଷେ ଏବଂ ୨ ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ,…
ନମ୍ବି ଇଫେକ୍ଟ: ପୋଲିସ ଭୂମିକାର ସିବିଆଇ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୬ା୪: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ଏସ୍. ନମ୍ବି ନାରାୟଣନ୍ଙ୍କ ବିରୋଧରେ ଗୁପ୍ତଚରଗିରି ମାମଲାରେ ପୋଲିସ ଭୂମିକାକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ହେବ। ଉଚ୍ଚସ୍ତରୀୟ ତଦନ୍ତ କମିଟି ପକ୍ଷରୁ ଦାଏର ପୋଲିସ ଭୂମିକା…
କାର୍ଯ୍ୟ ବନ୍ଦ ଧମକ ଦେଲେ ବର୍ଷେ ହେଲା ଦରମା ପାଇ ନ ଥିବା ଶବଦାହ କର୍ମୀ
ବେଙ୍ଗାଲୁରୁ,୧୫।୪ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ବର୍ତ୍ତମାନ କରୋନା ବିସ୍ଫୋରଣ ଭଳି ସ୍ଥିତି। ସାଧାରଣ ଠାରୁ ଢ଼େର ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଫଳରେ ଶବଦାହ କେନ୍ଦ୍ରର କର୍ମୀଙ୍କ ଉପରେ ବଢ଼ି ଚାଲିଛି ଚାପ। କିନ୍ତୁ ସେମାନଙ୍କୁ ଦୀର୍ଘ ମାସ ହେଲା…
Archives


