ଲୋକ ସଭାରେ କାଗଜ ପିଙ୍ଗା, ୧୦ କଂଗ୍ରେସ ଏମ୍ପି ହୋଇପାରନ୍ତି ନିଲମ୍ବିତ…
ନୂଆଦିଲ୍ଲୀ,୨୮।୭: ଲୋକ ସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବା ଯୋଗୁ ବୁଧବାର ଗୃହର ସାଧାରଣ କାର୍ଯ୍ୟ ବ୍ୟାହତ ହୋଇଥିଲା। କଂଗ୍ରେସର କେତେକ ସଦସ୍ୟ ଗୃହରେ କାଗଜ ଫିଙ୍ଗିବାର ଦେଖିବାକୁ ମିଳିଥିଲା। ଏସମସ୍ତ ସଦସ୍ୟଙ୍କୁ ନିଲମ୍ବିତ…
ରାଜଙ୍କୁ ମିଳିଲାନି ଜାମିନ
ମୁମ୍ବାଇ,୨୮।୭: ବଲିଉଡ୍ ଅଭିନେତ୍ରୀ ଶିଳ୍ବା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ବୁଧବାର ମୁମ୍ବାଇ ଏସ୍ପ୍ଲାନେଡ କୋର୍ଟର ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସୁଧୀର…
୧୩ ମାସରେ ୩ଥର ଆକ୍ରାନ୍ତ ହେଲେଣି ଏହି ମହିଳା ଡାକ୍ତର
ମୁମ୍ବାଇ,୨୮।୭: ମହାରାଷ୍ଟ୍ରର ମୁମ୍ବାଇରେ କରୋନା ପ୍ରକୋପ ଜାରି ରହିଛି। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟରେ ମୁମ୍ବାଇରେ ରହୁଥିବା ୨୬ବର୍ଷୀୟ ଡାକ୍ତର ଗତ ୧୩ ମାସ ମଧ୍ୟରେ ୩ଥର କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଆଉ…
ପେଗାସସ୍ ଗୁପ୍ତଚରୀ ରାଷ୍ଟ୍ରବିରୋଧୀ…
ନୂଆଦିଲ୍ଲୀ,୨୮।୭: ପେଗାସସ୍ ଗୁପ୍ତଚରୀ ନେଇ ବିରୋଧି ଦଳଙ୍କ ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ହରଡ଼ଘଣାରେ ପଡ଼ିଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କହିଛନ୍ତି ଯେ, ପେଗାସସ୍ ଦ୍ୱାରା ଗୁପ୍ତଚରୀ ରାଷ୍ଟ୍ରବିରୋଧୀ। ସରକାର ଏହି…
ଧୋଲାଭିରା ୟୁନେସ୍କୋ ଐତିହ୍ୟ ତାଲିକାରେ…
ନୂଆଦିଲ୍ଲୀ,୨୮।୭: ଗୁଜରାଟର କଚ୍ଛଠାରେ ଥିବା ହରପ୍ପାନ୍ ସଭ୍ୟତା ସମୟର ପୁରାତନ ସହର ଧୋଲାଭିରାକୁ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନୀତ କରାଯାଇଛି। ଏନେଇ ବୁଧବାର ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଦେଶବାସୀଙ୍କୁ…
ଅଯୋଧ୍ୟାରେ ମର୍ମନ୍ତୁଦ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ଲକ୍ଷ୍ନୌ,୨୮।୭: ଉତ୍ତରପ୍ରଦେଶ ବାରାବଙ୍କି ଜିଲାର ରାମ ସନେହି ଘାଟ କୋତଓ୍ବାଲି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…
କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ୧୪ ବିରୋଧୀ ଏକଜୁଟ…
ନୂଆଦିଲ୍ଲୀ,୨୮।୭: ପେଗାସସ୍ ମାମଲାକୁ ନେଇ କେନ୍ଦ୍ର ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଲୋକ ସଭା ଏବଂ ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଲାଗି କଂଗ୍ରେସ ନେତୃତ୍ୱରେ ୧୪ଟି ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଏହି ମାମଲାରେ କୌଣସି ବୁଝାମଣା…
ହଜିଗଲା ୫୦ ଲକ୍ଷ ଟଙ୍କାର ‘କେଶ’
ଇନ୍ଦୋର,୨୮।୭: ମଧ୍ୟପ୍ରଦେଶର ଇନ୍ଦୋର ରେଳ ଷ୍ଟେଶନର ପାର୍ଶଲ କାର୍ଯ୍ୟାଳୟରେ କିଛି ଲୋକ ବୁଧବାର ହଙ୍ଗାମା ସୃଷ୍ଟି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ୫୦ ଲକ୍ଷ ଟଙ୍କା ମୂଲ୍ୟର ୧୯ଟି କେଶ ପାର୍ଶଲ ଚୋରି ହୋଇଯାଇଛି। ଅଭିଯୋଗକାରୀ ରାକେଶ କରିଛନ୍ତି ଯେ,…
ଭାରତରେ ପହଞ୍ଚିଲେ କ୍ଲିଣ୍ଟନ
ନୂଆଦିଲ୍ଲୀ,୨୮।୭: ଆମେରିକାର ବେଅଦେଶିକ ମନ୍ତ୍ରୀ ଆଣ୍ଟୋନୀ କ୍ଲିଣ୍ଟନ ଦୁଇ ଦିବସୀୟ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବୁଧବାର ସେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆଫଗାନିସ୍ଥାନରେ ବିଗୁଡୁଥିବା…
ଜମ୍ମୁ-କଶ୍ମୀରରେ ବାଦଲଫଟା ବର୍ଷା: ୫ ଜୀବନ ଗଲା, ୪୦ରୁ ଅଧିକ ନିଖୋଜ
ଶ୍ରୀନଗର,୨୮।୭: ଜମ୍ମୁ-କଶ୍ମୀରରେ ପକୃତି ଦାଉ ସାଜିଛି। ବୁଧବାର ବାଦଲଫଟା ବର୍ଷା ଯୋଗୁ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଜଣ ନିଖୋଜ ଅଛନ୍ତି। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ବାଦଲ ଫଟା ବର୍ଷା ଯୋଗୁ କିସ୍ତଓ୍ବାଡ…
ଶପଥ ନେଲେ ବୋମାଇ…
ବେଙ୍ଗାଲୁରୁ,୨୮।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇ ବୁଧବାର ପୂର୍ବାହ୍ନ ୧୧ଟାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳଥାଓ୍ବାର ଚାନ୍ଦ ଗେହଲଟ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ପରେ କରାଯିବ ବୋଲି କୁହାଯାଉଛି। ରାଜ୍ୟର…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୨୮।୭: ଦଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୪ ଦିନ ଧରି ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିବା ପରେ ପୁଣି…
Archives


