୬ଷ୍ଠ ଥର ବିବାହ କରିବାକୁ ଯାଉଥିଲେ ପୂର୍ବତନ ମନ୍ତ୍ରୀ…
ଲକ୍ଷ୍ନୌ,୨।୮: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଚୌଧୁରୀ ବଶୀରଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ନଗମା ଏକ ମାମଲା ଦାୟର କରିଛନ୍ତି। ବଶୀର ଷଷ୍ଠ ଥର ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଆଗ୍ରାସ୍ଥିତ ମଣ୍ଟୋଲା ପୋଲିସ ଷ୍ଟେଶନରେ ଏନେଇ ଏକ…
ପଶ୍ଚିମବଙ୍ଗ ସରକାରଙ୍କୁ ଝଟ୍କା
କୋଲକାତା,୨ ।୮: କୋଲକାତା ହାଇକୋର୍ଟ ସୋମବାର ପଶ୍ଚିମବଙ୍ଗ ସରକାରଙ୍କୁ ଝଟ୍କା ଦେଇଛନ୍ତି । ମିଛ ସରକାରୀ ଚାକିରି ଘୋଟାଲା ମାମଲାରେ ଗିରଫ ହୋଇଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମ୍ପର୍କୀୟ ରାଖଲ ବେରାଙ୍କୁ ତୁରନ୍ତ ମୁକ୍ତ କରିବାକୁ କୋର୍ଟ…
କରୋନା ଆକ୍ରାନ୍ତଙ୍କ ଲୁହରୁ ହେବ ସଂକ୍ରମଣ
ନୂଆଦିଲ୍ଲୀ,୨।୮: କରୋନା ଭାଇରସ୍ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ବର୍ତ୍ତମାନ ବିଭିନ୍ନ ଗବେଷଣା କରାଯାଉଛି। ଇତିମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, କରୋନା ଭାଇରସ୍ ସଂକ୍ରମଣ ପଜିଟିଭ୍ ଆକ୍ରାନ୍ତଙ୍କ ଲୁହରୁ ମଧ୍ୟ ବ୍ୟାପିପାରେ। ଏହି ଅଧ୍ୟୟନ ପଞ୍ଜାବ ଅମୃତସରର ଏକ…
ଆସାମ-ମିଜୋରାମ ବିବାଦ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାଜପା ଏମ୍ପି
ନୂଆଦିଲ୍ଲୀ,୨।୮: ଆସାମ-ମିଜୋରାମ ସୀମାରେ ଜାରି ରହିଥିବା ହିଂସା ସ୍ଥିତି ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଉତ୍ତର-ପୂର୍ବ ରାଜ୍ୟର ଭାଜପା ଏମ୍ପିମାନେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧିମଣ୍ଡଳରେ ଉତ୍ତର-ପୂର୍ବ ରାଜ୍ୟର ୧୬ଜଣ ଏମ୍ପିଙ୍କ ସମେତ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ…
ବଳାତ୍କାରୀଙ୍କୁ ବିବାହ ପାଇଁ ପୀଡ଼ିତାଙ୍କ ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ…
ନୂଆଦିଲ୍ଲୀ,୨।୮: ବଳାତ୍କାର କରିଥିବା ପୂର୍ବ ପାଦ୍ରୀଙ୍କୁ ବିବାହ ପାଇଁ ପୀଡ଼ିତାଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ହୋଇଥିବା ଏକ ଆବେଦନ ଖାରଜ ହୋଇଯାଇଛି। କେରଳର କୋଟିୟୁରରେ ବାସ କରୁଥିବା ପୀଡିତା ତାଙ୍କୁ ବଳାତ୍କାର କରିଥିବା ପୂର୍ବତନ ପାଦ୍ରୀଙ୍କୁ ବିବାହ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଥିଲେ।…
ଡେଲ୍ଟା ପ୍ଲସ ଭାରିଏଣ୍ଟ ଉପରେ ପ୍ରଭାବଶାଳୀ ରହିବ କୋଭାକ୍ସିନ: ଆଇସିଏମ୍ଆର୍
ନୂଆଦିଲ୍ଲୀ,୨ ।୮: ଦେଶରେ କରୋନା ସଂକମ୍ରଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏହାଠାରୁ ଦୂରେଇ ରହିବାକୁ ଯେପରି ଗାଇଡ୍ ଲାଇନ୍ ପସ୍ତୁତ କରାଯାଉଛି ଠିକ୍ ସେହିପରି କରୋନା ଭ୍ୟାକ୍ସିନକୁ ନେଇ ମଧ୍ୟ ଅନବରତ ଗବେଷଣା ବା ଅଧ୍ୟୟନ କରାଯାଉଛି ।…
ଜମି ପାଇଁ ଅଟକି ରହିଛି ୧୭ ଜବାହର ନବୋଦୟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ…
ନୂଆଦିଲ୍ଲୀ, ୨।୮: ଆବଶ୍ୟକ ଜମି ନ ମିଳିବାରୁ ୧୭ ଜବାହର ନବୋଦୟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଲୋକ ସଭାରେ ସୋମବାର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକ ସଭାରେ ରତନ ସିଂ ମାଗନ ସିଂ ରାଠୋରଙ୍କର ଏକ…
ଲାଲୁଙ୍କୁ ଭେଟିଲେ ମୁଲାୟମ୍: ଆରଜେଡି ମୁଖ୍ୟ କହିଲେ, ଦେଶରେ ରହିଛି ସମାଜବାଦର ଆବଶ୍ୟକତା
ନୂଆଦିଲ୍ଲୀ,୨।୮: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏହାପୂର୍ବରୁ ରାଜନୈତିକ ସରଗରମ ଦେଖାଦେଇଛି। ବିଭିନ୍ନ ଦଳ ମେଣ୍ଟ କରୁଥିବା ବେଳେ ଅନେକ ଦଳରେ ମିଶ୍ରଣ ପର୍ବ ଚାଲିଛି। ଇତିମଧ୍ୟରେ ସୋମବାର ଦିଲ୍ଲୀରେ ସମାଜବାଦୀ ପାର୍ଟି(ଏସ୍ପି)ର ବରିଷ୍ଠ ନେତା…
ବିଚାରପତିଙ୍କୁ ହତ୍ୟା ମାମଲାରେ ୫୩ ହୋଟେଲରେ ଚଢ଼ାଉ, ୧୭ ଗିରଫ…
ରାଞ୍ଚି,୨।୮: ଝାଡ଼ଖଣ୍ଡର ଧାନବାଦରେ ଅଟୋ ଧକ୍କା କରି ଅତିରିକ୍ତ ଜିଲା ବିଚାରପତି ଉତ୍ତମ ଆନନ୍ଦଙ୍କ ହତ୍ୟା ଘଟଣାରେ ଏସ୍ଆଇଟି ଟିମ୍ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଇତିମଧ୍ୟରେ ୫୩ ହୋଟେଲରେ ଚଢ଼ାଉ କରାଯିବା ସହିତ ୧୭ ଜଣଙ୍କୁ ଗିରଫ କରାଯାଇଛି। ଏସ୍ଆଇଟି…
ବିରୋଧୀ ଏମ୍ପିଙ୍କୁ ସକାଳ ଜଳଖିଆ ପାଇଁ ନିମନ୍ତ୍ରଣ କଲେ ରାହୁଲ
ନୂଆଦିଲ୍ଲୀ,୨।୮: ସଂସଦରେ ବର୍ତ୍ତମାନ ମୌସୁମୀ ଅଧିବେଶନ ଚାଲିଛି। ଅଧିବେଶନ ଆରମ୍ଭ ହେବା ଦିନରୁ ଗୃହରେ ଲଗାତର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ବିଶେଷ କରି କେବେ ପେଗାସସ୍ ଗୁପ୍ତଚର ବିବାଦ ତ କେବେ କୃଷକଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି।…
ଅଗଷ୍ଟ ୧୬ରୁ ଖୋଲିବ ସ୍କୁଲ
ଲକ୍ଷ୍ନୌ,୨।୮: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ କମିବାରେ ଲାଗିଛି। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଅନେକ ରାଜ୍ୟରେ ଏବେ ସ୍କୁଲ ଓ କଲେଜ ଖୋଲାଯାଉଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ସରକାର ମଧ୍ୟ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ୟୁପିରେ…
୨୦୦ ଫୁଟ ଟାଓ୍ବାର ଉପରେ ୧୩୫ ଦିନ ରହିଲେ ଏହି ଯୁବକ, କାରଣ ଜାଣିଲେ…
ଚଣ୍ଡିଗଡ଼,୨ା୮: ପଞ୍ଜାବର ଗୁରୁଦାସପୁରରେ ଜଣେ ଯୁବକ ୨୦୦ ଫୁଟ ଉଚ୍ଚର ଟାଓ୍ବାର ଉପରେ ଦିନେ କି ଦୁଇଦିନ ନୁହେଁ, ପୂରା ୧୩୫ ଦିନ ବିତାଇଥିଲେ। ପ୍ରବଳ ଖରା, ବର୍ଷାକୁ ଖାତିର ନ କରି ଏହି ଟାଓ୍ବାର ଉପରେ ରହିଥିଲେ ଯୁବକ ଜଣକ।…
Archives


