ଉପଗ୍ରହରୁ ସୀମା ନିର୍ଦ୍ଧାରଣ
ନୂଆଦିଲ୍ଲୀ,୨ା୮:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଲାଗିରହିଥିବା ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଉପଗ୍ରହର ସହାୟତା ନେବାକୁ ଯାଉଛନ୍ତି। ସାଟେଲାଇଟ୍ ଇମେଜିଂ ଜରିଆରେ ଏହି ସବୁ ରାଜ୍ୟର ସୀମା ନିର୍ଦ୍ଧାରଣ କରାଯିବ। ଜୁଲାଇ ୨୬ରେ ଆସାମ ଓ ମିଜୋରାମ ମଧ୍ୟରେ ସୀମା ସଂଘର୍ଷରେ…
ପ୍ରେମ ପାଇଁ ଜୀବନ ହାରିଛନ୍ତି ୩ ହଜାରରୁ ଊର୍ଦ୍ଧ୍ୱ
ନୂଆଦିଲ୍ଲୀ, ୧।୮: ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ପ୍ରେମ ବ୍ୟାପାରକୁ ନେଇ ୩,୩୧୫ ଜଣ ଆତ୍ମହତ୍ୟା କରିଛନ୍ତି। ପାର୍ଲାମେଣ୍ଟରେ ଉପରୋକ୍ତ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ୨୦୧୭-୧୯ ମଧ୍ୟରେ ୨୪,୫୬୮ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିବା ଦର୍ଶାଇଛି ଜାତୀୟ ଅପରାଧ ରେକର୍ଡ…
ଚାକିରି ପାଇଁ ସ୍ବାମୀ ମନା କରିବାରୁ …
ପାଟନା, ୧।୮: ଆଇଟିଆଇ କରିଛି। ନିଜ ଗୋଡ଼ରେ ଛିଡ଼ା ହେବା ସହ ଉଚ୍ଚ ଶୀକ୍ଷିତ ହେବାକୁ ଚାହୁଁଛି। କିନ୍ତୁ ପରିବାର ଲୋକେ ଜୋର ଜବରଦସ୍ତ ମୋ ବାହାଘର କରେଇ ଦେଲେ। ଏବେ ସ୍ବାମୀ ଚାହୁଁ ନାହାନ୍ତି ମୁଁ ଚାକିରି କରେ। ଏଥି…
ସୋସିଆଲ ମିଡିଆରେ ବିକୁଥିଲେ ବନ୍ଧୁକ
କୋଲକାତା,୧।୮: ହ୍ବାଟ୍ସଆପ୍ ଓ ଫେସ୍ବୁକରେ ଗ୍ରୁପ କ୍ରିଏଟ୍ କରି ବନ୍ଧୁକ ବିକ୍ରି କରିବାକୁ ଉଦ୍ୟମ କରାଯାଉଥିଲା। ଏ ଘଟଣାରେ ସମ୍ପୃକ୍ତ ୨୪ ବର୍ଷୀୟ କିଷନ ଜୈଶ୍ୱାଲଙ୍କୁ ଉତ୍ତର କୋଲକାତାର ମାଣିକତାଲା ଅଞ୍ଚଳରୁ ରବିବାର ଗିରଫ କରିଛି କୋଲକାତା ପୋଲିସ। ତାଙ୍କ ପାଖରୁ…
ପାର୍କିଂ ଫି ନ ଦେବାରୁ ପୋଲିସକୁ ମାଡ଼
ଭୋପାଳ,୧।୮: ପାର୍କିଂ ଫି ନ ଦେବାରୁ ଦୁଇ ପୋଲିସ ଅଧିକାରୀଙ୍କୁ ମାଡ଼ ମାରିଛନ୍ତି ପାର୍କିଂ କଣ୍ଟ୍ରାକ୍ଟର ଓ ତାଙ୍କ ସହଯୋଗୀମାନେ। ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ରାତଲାମ ରେଲଓ୍ବେ ଷ୍ଟେଶନ ବାହାରେ। ଆତଙ୍କବାଦୀ ନିରୋଧି ସ୍କ୍ବାଡର ଦୁଇ ସଦସ୍ୟଙ୍କୁ ଆକ୍ରମଣର ସମ୍ପୂର୍ଣ୍ଣ…
ଦିଲ୍ଲୀ ଉପରେ ବନ୍ୟା ସଙ୍କଟ
ନୂଆଦିଲ୍ଲୀ,୧।୮: ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଯମୁନାରେ ବିପଦ ସଂକେତ ୨୦୫.୩୩ ମିଟର ଥିବା ବେଳେ ରବିବାର ପୂର୍ବାହ୍ନ ସୁଦ୍ଧା ଜଳସ୍ତର ୨୦୫.୩୨ ମିଟର ରେକର୍ଡ କରାଯାଇଛି।…
ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପିଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱ ଚାମ୍ପିଅନ ଷଷ୍ଠ ସିଡ୍ ପିଭି ସିନ୍ଧୁ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଟୋକିଓରେ ଚାଇନାର ଅଷ୍ଟମ ସିଡ୍ ହେ ବିଙ୍ଗ…
ଜୁଲାଇରେ ୧୩ କୋଟିରୁ ଅଧିକ ଲୋକଙ୍କୁ ଦିଆଯାଇଛି ଟିକା: ସ୍ବାସ୍ଥ୍ୟ ମନ୍ତ୍ରୀ
ନୂଆଦିଲ୍ଲୀ,୧।୮: ଜୁଲାଇ ମାସରେ ଦେଶରେ ୧୩ କୋଟିରୁ ଅଧିକ ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏକ ଟୁଇଟ ଯୋଗେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଏକ ଟୁଇଟର ଉତ୍ତରରେ ସେ ଏହି ଟୁଇଟ କରିଛନ୍ତି।…
୨୦୨୨ ନିର୍ବାଚନ ପାଇଁ ବିଗୁଲ ବଜାଇଲେ ଅମିତ ଶାହା
ଲକ୍ଷ୍ନୌ,୧।୮: ଉତ୍ତରପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ରବିବାର ନିର୍ବାଚନୀ ବିଗୁଲ ବଜାଇଛନ୍ତି। ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ଅମିତ ଶାହା ମିର୍ଜାପୁରରେ କରିଡରର ଶିଳାନ୍ୟାସ କରିଛନ୍ତି। ଏହା ପରେ ଅମିତ ଶାହା…
ବନ୍ଧୁତ୍ୱ ଦିବସରେ ମୋଦିଙ୍କ ପାଇଁ ଏମିତି ପୋଷ୍ଟ କଲେ ରାହୁଲ
ନୂଆଦିଲ୍ଲୀ,୧।୮: ବନ୍ଧୁତ୍ୱ ଦିବସ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଅପ୍ଲୋଡ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓରେ ରାହୁଲ ମୋଦି ସରକାରଙ୍କ ବ୍ୟବସାୟୀ ସମ୍ପର୍କକୁ ଟାର୍ଗେଟ କରିଛନ୍ତି। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ବ୍ୟବସାୟୀ…
ନୀତିଶ କୁମାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସମସ୍ତ ଦକ୍ଷତା ରହିଛି: କୁଶଓ୍ବାହା
ପାଟନା,୧।୮: ନୀତିଶ କୁମାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ରହିଛି ବୋଲି ଜେଡିୟୁ ସଂସଦୀୟ ଦଳର ନେତା ଉପେନ୍ଦ୍ର କୁଶଓ୍ବାହା ରବିବାର କହିଛନ୍ତି। ନୀତୀଶ କୁମାର ପ୍ରକୃତରେ ଜଣେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ ସାମର୍ଥ୍ୟ…
ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି କୋଇଲା ଖଣିରେ ଫିଙ୍ଗିଦେଲେ ସ୍ତ୍ରୀ
ମୁମ୍ବାଇ,୧ା୮: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସ୍ବାମୀଙ୍କ ଚାକିରି ହଡ଼ପ କରିବା ପାଇଁ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି ଦେଇଛନ୍ତି। ଏହି ଘଟଣାରେ ତାଙ୍କ ମା’ ବି ସାମିଲ ଥିଲେ। ସ୍ବାମୀଙ୍କୁ ହତ୍ୟା କରିବା…
Archives


