ଜାତୀୟ

ସାଇକେଲରେ ପାର୍ଲାମେଣ୍ଟ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ,୩।୮: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନରୁ ପେଗାସସ୍‌ ଗୁପ୍ତଚର ବିବାଦ, କୃଷି ଆଇନ ଓ ମହଙ୍ଗା ଦର ପ୍ରସଙ୍ଗକୁ ନେଇ ଉତ୍ତେଜନା ଜାରି ରହିଛି। ପ୍ରତିଦିନ ବିରୋଧୀଙ୍କ ହୋହାଲ୍ଲା ଯୋଗୁ ସଦନ ଠିକ୍‌ ସେ ଚାଲିପାରୁନି। ଏହି ପ୍ରସଙ୍ଗକୁ…

୧୨ଟାରେ ଆସିବ ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ,୩।୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ)ର ଦଶମ ପରୀକ୍ଷାର୍ଥୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ସିବିଏସ୍‌ଇ ଦଶମ ପରୀକ୍ଷା ଫଳାଫଳ ପ୍ରକାଶିତ ହେବ। ସିବିଏସ୍‌ଇ ବୋର୍ଡ ପକ୍ଷରୁ ଫଳାଫଳ ଘୋଷଣା କରାଯିବା ପରେ ଓ୍ବେବସାଇଟ୍‌ରେ ଏହା ପ୍ରକାଶ ପାଇବ।…

ଅନାଥଙ୍କୁ ମିଳିବ ମାସକୁ ଅଢ଼େଇ ହଜାର, ମୁଖ୍ୟମନ୍ତ୍ରୀ କଲେ ଘୋଷଣା…

ଲକ୍ଷ୍ନୌ,୩।୮: ଏଣିକି ଅନାଥଙ୍କୁ ମାସକୁ ଅଢ଼େଇ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ଏନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପକ୍ଷରୁ ଏଭଳି ଘୋଷଣା କରାଯାଇଛି। କୋଭିଡ-୧୯ କାରଣରୁ ଅନାଥ ହୋଇଥିବା ଅନାଥ ପିଲାମାନଙ୍କୁ…

ରାହୁଲଙ୍କ ଜଳଖିଆ ଚର୍ଚ୍ଚାରୁ ଏଏପି-ବିଏସ୍‌ପି ବାହାର…

ନୂଆଦିଲ୍ଲୀ,୩।୮: ଉତ୍ତରପ୍ରଦେଶ ନିର୍ବାଚନ ଏବଂ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଦୃଷ୍ଟିରେ ରଖି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ କଂଗ୍ରେସ ପୁଣି ଥରେ ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆ ରଣନୀତି ଆପଣେଇବା…

ଫୁଟ୍‌ବଲ୍‌ ଖେଳିଲେ ଦିଦି

କୋଲକତା,୩।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଇନଡୋର ଷ୍ଟାଡିୟମରେ ‘ଖେଲାଶ୍ରୀ ଯୋଜନା’ ଆରମ୍ଭ କରିଛନ୍ତି। ଏହି ଅବସରରେ ତାଙ୍କ ମଞ୍ଚ ଉପରେ ଫୁଟବଲ ଖେଳୁଥିବାର ନଜର ଆସିଥିଲେ। ଏହି ସମୟରେ ସେ କହିଛନ୍ତି ଯେ, ଖେଲା ହୋବେ ଦିବସ ପ୍ରତିବର୍ଷ…

ପୁରୁଷ ହକି ଦଳର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କହିଲେ ଖେଳାଳିଙ୍କ ପ୍ରଦର୍ଶନ ନେଇ ଗର୍ବିତ…

ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଦଳ ଫାଇନାଲରୁ ବାହାର ହେବା ସହିତ ଗୋଲ୍ଡ ଏବଂ ସିଲିଭର୍‌ ପଦକ ଆଶା ଧୁଳିସାତ୍‌ ହୋଇଛି। ହକିରେ ଟିମ ଇଣ୍ଡିଆର ପରାଜୟ ପରେ କୋଟି କୋଟି…

୧୬ କୋଟି ଟଙ୍କା ଇଞ୍ଜେକସନ୍‌ ନେଇ ବି ଜୀବନ ଯୁଦ୍ଧରେ ହାରିଗଲେ ବେଦିକା

ପୁଣେ,୩।୮: ସବୁ ଚେଷ୍ଟା ପରେ ବି ଆଖିବୁଜିଛନ୍ତି କୁନି ଝିଅ ବେଦିକା। ପୁଣେ ଜିଲାର ଏକ ଡାକ୍ତରଖାନାରେ ୧୧ ମାସର ଶିଶୁ ବେଦିକା ସିନ୍ଦେଙ୍କୁ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି। ଏକ ବିରଳ ରୋଗର ଚିକିତ୍ସା ପାଇଁ ବେଦିକାଙ୍କୁ ୧୬…

ଦୈନିକ ସଂକ୍ରମଣ ୪୦ ହଜାରରୁ କମ୍‌, ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୬ ଦିନ ଧରି ଦୈନିକ ସଂକ୍ରମଣ ୪୦ରୁ ଅଧିକ ରହିବା ପରେ ଏହା ପୁଣି…

ଏୟାରପୋର୍ଟ ତଳେ ଅତ୍ୟାଧୁନିକ ନିର୍ମାଣ

ନୂଆଦିଲ୍ଳୀ, ୩ା୮: ଜିନଜିଆଙ୍ଗ ପ୍ରାନ୍ତ ନିକଟ ତାଶକୁରଗାନ୍‌ଠାରେ ଚାଇନା ନିର୍ମାଣ କରୁଥିବା ବିମାନବନ୍ଦରକୁ ମଧ୍ୟ ଏସିଆରେ ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯୋଜନା କରିଛି। ନିର୍ମାଣାଧୀନ ଏହି ବିମାନବନ୍ଦର ତଳେ ଚାଇନା ସୁରକ୍ଷିତ ଅତ୍ୟାଧୁନିକ ଅଣ୍ଡରଗ୍ରାଉଣ୍ଡ ବ୍ୟବସ୍ଥା…

ସେନା ପ୍ରତ୍ୟାହାର ଲାଗି ରାଜି ହେଲେ ଭାରତ-ଚାଇନା

ନୂଆଦିଲ୍ଲୀ,୨।୮: ପୂର୍ବ ଲଦାଖର ବିଭିନ୍ନ ସ୍ଥାନରୁ ସେନା ପ୍ରତ୍ୟାହାର ଲାଗି ଭାରତ ଓ ଚାଇନା ରାଜି ହୋଇଛନ୍ତି। ଶନିବାର ଚୁଶୁଲ-ମୋଲ୍‌ଡୋ ସୀମାରେ ଦୁଇଦେଶ ମଧ୍ୟରେ ଅନୁଷ୍ଠିତ ସେନା କମାଣ୍ଡର ସ୍ତରୀୟ ଦ୍ୱାଦଶ ପର୍ଯ୍ୟାୟ ଆଲୋଚନା ଫଳପ୍ରଦ ହୋଇଥିବା କୁହାଯାଇଛି। ବୈଠକରେ ଗୋଗ୍ରା…

ଭାରତରେ ଏପର୍ଯ୍ୟନ୍ତ ୪୭କୋଟିରୁ ଊର୍ଦ୍ଧ୍ୱଙ୍କୁ ଦିଆଗଲାଣି ଟିକା: ୧୧କୋଟି ନେଇଛନ୍ତି ଉଭୟ ଡୋଜ

ନୂଆଦିଲ୍ଲୀ,୨।୮: କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ସବୁଠାରୁ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି ଟିକା। ତେଣୁ କରୋନାକୁ ହରାଇବା ପାଇଁ ସାରା ବିଶ୍ୱରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଇତିମଧ୍ୟରେ ଭାରତରେ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା…

ଇ-ରୁପି ଲଞ୍ଚ୍‌ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୮: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଇ-ରୁପି ଲଞ୍ଚ୍‌ କରିଛନ୍ତି। ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇ-ରୁପି ଶୁଭାରମ୍ଭ କରିଛନ୍ତି। ୟୁପିଆଇ ପ୍ଲାଟଫର୍ମରେ ଆର୍ଥିକ ସେବା ବିଭାଗ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri