ବଳାତ୍କାର ମାମଲାରେ ଏଲଜେପିର ପ୍ରିନ୍ସ ପାଶ୍ୱାନ
ନୂଆଦିଲ୍ଲୀ,୧୪।୯: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଏମ୍ପି ଚିରାଗ ପାଶ୍ୱାନଙ୍କ ସମ୍ପର୍କୀୟ ଭାଇଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଏହି ମାମଲାରେ ଚିରାଗଙ୍କ ନାମ ମଧ୍ୟ ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମହିଳା ଜଣକ ଏଲଜେପିିର ଜଣେ ପୂର୍ବତନ…
କଂଗ୍ରେସ ଛାଡି ଟିଏମ୍ସିରେ ଯୋଗ ଦେଇଥିବା ସୁସ୍ମିତା ଦେବଙ୍କୁ ରାଜ୍ୟ ସଭା ପଠାଇବେ ମମତା
କୋଲକାତା,୧୪ ।୯: ଗତ ମାସରେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସ(ଟିଏମ୍ସି)ରେ ଯୋଗ ଦେଇଥିବା ସୁସ୍ମିତା ଦେବଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସଭା ପ୍ରାର୍ଥୀ କରିଛନ୍ତି । ତୃଣମୂଳ କଂଗ୍ରେସର ଟୁଇଟରରେ ଉଲ୍ଲେଖ କରାଯାଇଛି କି ମହିଳାଙ୍କୁ…
ପିଲାଦିନ କଥା ମନେପକାଇଲେ ମୋଦି
ଆଲିଗଡ.୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରପ୍ରଦେଶର ଆଲିଗଡରେ ପହଞ୍ଚି ରାଜ ମହେନ୍ଦ୍ର ପ୍ରତାପ ସିଂ ଯୁନିଭରସିଟିର ଶିଳାନ୍ୟାସ କରିଛନ୍ତି। ଏଠାରେ ସେ ତାଙ୍କ ଭାଷଣ ସମୟରେ ୟୁପିର ନିର୍ବାଚନୀ ବିଗୁଲକୁ ବଜାଇଛନ୍ତି। ବିରୋଧୀଙ୍କୁ ଟାର୍ଗେଟ କରି ମୋଦି ସେମାନଙ୍କୁ ବିକାଶ…
ଦିଦିଙ୍କ ଉପରେ ସଙ୍କଟ, ପ୍ରାର୍ଥୀପତ୍ର ନାକଚ ହେବା ଆଶଙ୍କା…
କୋଲକାତା,୧୪।୯: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଆସନରେ ସେପ୍ଟେମ୍ବର ୩୦ରେ ଉପ ନିର୍ବାଚନ ହେବ। ଏହି ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ଏବେ ଦିଦିଙ୍କ ଉପରେ ସଙ୍କଟ ଦେଖାଦେଇଛି। ତାଙ୍କ ପ୍ରାର୍ଥୀପତ୍ର ନାକଚ ହେବାର ସ୍ଥିତି…
ଅମରାବତିରେ ଡଙ୍ଗାବୁଡି: ୧୧ ମୃତ, ୮ ନିଖୋଜ
ୱାର୍ଧା,୧୪ ।୯: ମହାରାଷ୍ଟ୍ରର ଅମରାବତିରେ ଡଙ୍ଗା ଓଲଟି ଯିବାରୁ ୧୧ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୮ ଜଣ ନିଖୋଜ ଥିବା ଜଣାପଡିଛି । ୱାର୍ଧା ନଦୀରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି…
କଳାକୋଟ ପିନ୍ଧିଛନ୍ତି ବୋଲି ଆପଣଙ୍କ ଜୀବନ ନୁହେଁ ଅଧିକ ମୂଲ୍ୟବାନ, ଏସ୍ସି…
ନୂଆଦିଲ୍ଲୀ,୧୪।୯: ଆଇନଜୀବୀଙ୍କ ଉଦ୍ଦେଶ୍ୟରେ ସୁପ୍ରିମ୍କୋର୍ଟ (ଏସ୍ସି) କଠୋର ମନ୍ତବ୍ୟ ପ୍ରୟୋଗ କରିଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ଯେ, କଳାକୋଟ ପିନ୍ଧିଛନ୍ତି ବୋଲି ଆପଣଙ୍କ ଜୀବନ ଅଧିକ ମୂଲ୍ୟବାନ ନୁହେଁ। ସାଧାରଣ ଲୋକଙ୍କ ପାଇଁ ଜାରି ହୋଇଥିବା ନିୟମ ଆଇନଜୀବୀଙ୍କ ଲାଗି ବି ଲାଗୁ…
କୃଷକ ଆନ୍ଦୋଳନ ଯୋଗୁ ୯,୦୦୦ କମ୍ପାନୀଙ୍କ କ୍ଷତି, କେନ୍ଦ୍ର ସହିତ ୪ ରାଜ୍ୟକୁ ଏନ୍ଏଚ୍ଆର୍ସି ନୋଟିସ୍…
ନୂଆଦିଲ୍ଲୀ,୧୪।୯: କୃଷକଙ୍କ ଆନ୍ଦୋଳନ ଦ୍ୱାରା ୯,୦୦୦ରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ କମ୍ପାନୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ସମେତ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନ ଆଦି ୪ ରାଜ୍ୟକୁ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି ) ପକ୍ଷରୁ…
ରାଜା ମହେନ୍ଦ୍ର ପ୍ରତାପ ସିଂ ୟୁନିଭର୍ସିଟିର ଶିଳାନ୍ୟାସ କଲେ ମୋଦି
ଆଲିଗଡ଼,୧୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂ ୟୁନିଭର୍ସିଟିର ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ବି ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ…
ଗସ୍ତ ଏକ, ଲକ୍ଷ୍ୟ ଅନେକ…
ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୪ରେ ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଜୋ ବାଇଡେନ୍ କ୍ଷମତାକୁ ଆସିବା ପରେ ଏହା ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ। ମୋଦିଙ୍କର ଗସ୍ତ ଏକ ଥିଲେ ମଧ୍ୟ ଲକ୍ଷ୍ୟ ଅନେକ ରହିଥିବା…
ଗର୍ଲଫ୍ରେଣ୍ଡ ଖୋଜିବାରେ ବିଧାୟକଙ୍କ ସାହାଯ୍ୟ ଲୋଡିଲେ ଯୁବକ: ଆଉ ତା’ପରେ
ମୁମ୍ବାଇ,୧୪।୯: ଅଞ୍ଚଳର ସମସ୍ୟା ସମ୍ପର୍କରେ ଲୋକେ ବିଧାୟକ ଏବଂ ଏମ୍ପିଙ୍କୁ ଚିଠି ଲେଖିବା ଏକ ସାଧାରଣ କଥା। ଅନେକ ଲୋକ ସୁଖ କିମ୍ବା ଦୁଃଖ ସମୟରେ ମଧ୍ୟ ଅଞ୍ଚଳର ପ୍ରତିନିଧୀଙ୍କୁ ମନେ ପକାନ୍ତି। କିନ୍ତୁ ମହାରାଷ୍ଟ୍ରରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ…
ବାପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ନେଇ ଝିଅ କହିଲେ…
ଗାନ୍ଧିନଗର,୧୪।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଝିଅ ରାଧିକା ତାଙ୍କ ଫେସବୁକ ପୃଷ୍ଠାରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ତାଙ୍କ ବାପାଙ୍କ ସଂଘର୍ଷ ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁମାନେ ତାଙ୍କ ବାପାଙ୍କ କୋମଳ କଥିତ ଭାବମୂର୍ତ୍ତିକୁ ତାଙ୍କ ବିଫଳତାର କାରଣ ବୋଲି…
କିଭଳି ହାରିବ କରୋନା,ଟିକା ନେବାର ୨ ମାସ ମଧ୍ୟରେ କମୁଛି ଆଣ୍ଟିବଡ଼ି…
ନୂଆଦିଲ୍ଲୀ/ଭୁବନେଶ୍ୱର,୧୪।୯: କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ପ୍ରକାଶ ପାଇଥିବା ଏକ ରିପୋର୍ଟ ନେଇ ସରକାରଙ୍କ ଚିନ୍ତା ପୁଣି ବଢ଼ିବାରେ ଲାଗିଛି। ଓଡ଼ିଶାର ଭୁବନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର…

