ମାର୍ଚ୍ଚ ପ୍ରଥମ ସପ୍ତାହରେ ୫୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଲାଗିପାରେ ଲକଡାଉନ୍
ମୁମ୍ବାଇ,୬ ।୩: କରୋନାର ଲେଉଟାଣି ପୁଣିଥରେ ମହାରାଷ୍ଟ୍ରବାସୀଙ୍କ ଉପରେ ଦାଉ ସାଧିଲାଣି । ଫେବୃୟାରୀ ମଧ୍ୟ ଭାଗରୁ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ପ୍ରତିଦିନ ସେଠାରେ ପାଖାପାଖି ୭ ହଜାର ନୂଆ ସଂକ୍ରମିତଙ୍କୁ...
ବିନା ଦୋଷରେ ୨୦ ବର୍ଷ ଜେଲରେ ବିତିଲା
ଲଳିତପୁର,୬।୩: ବିନା ଦୋଷରେ ଜଣେ ଲୋକଙ୍କୁ ୨୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲଳିତପୁରରେ ଘଟିଛି। ୧୬ ବର୍ଷ ବୟସରେ ୨୦୦୦ରେ ବିଷ୍ଣୁ ତିଓ୍ବାରି ନାମକ ଅଭିଯୁକ୍ତଙ୍କୁ ଶେଶନ କୋର୍ଟ ବଳାତ୍କାର ଅଭିଯୋଗରେ...
ଟିକାକରଣ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ: ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ,୬।୩: କରୋନା ଟିକାକରର ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇବା ପାଇଁ ଭାରତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି। ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି...
କରୋନା ପୁଣି ବେକାବୁ
ନୂଆଦିଲ୍ଲୀ,୬।୩: ଭାରତରେ ପୁଣି କରୋନା ମହାମାରୀ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୩୨୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୦୮ ଜଣଙ୍କର କରୋନାରେ ମୃତ୍ୟୁ...
କେନ୍ଦ୍ରର ଓଟିଟି ଗାଇଡ୍ଲାଇନ୍ ଦନ୍ତହୀନ
ନୂଆଦିଲ୍ଲୀ,୬ା୩: ସୋସିଆଲ ମିଡିଆ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡ୍ଲାଇନର ଦାନ୍ତ ନାହିଁ। ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଅନୁପଯୁକ୍ତ କଣ୍ଟେଣ୍ଟ ଦେଖାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବ୍ୟବସ୍ଥା ଏହି ନିର୍ଦ୍ଦେଶାବଳୀରେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ସ୍ପଷ୍ଟ...
ମିଶନ ନନ୍ଦିଗ୍ରାମ
କୋଲକାତା/ନୂଆଦିଲ୍ଲୀ,୬ା୩: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ହଳଦିଆ ସବ୍ସିଡିଭିଜନ୍ ଅଧୀନ ଏକ ଛୋଟ ସହର ନନ୍ଦିଗ୍ରାମ। ୨୦୦୭ରେ ପଶ୍ଚିମବଙ୍ଗର ତତ୍କାଳୀନ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସରକାର ସଲିମ ଗ୍ରୁପ୍କୁ ଏଠାରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍ଇଜେଡ୍) ଅଧୀନରେ ଏକ କେମିକାଲ ହବ୍...
ନୂଆ ୪ ଚକିଆ ଯାନ ପାଇଁ ସରକାର ଜାରି କଲେ ନିୟମ
ନୂଆଦିଲ୍ଲୀ,୬।୩ : ଏଣିକି ନୂଆ ୪ ଚକିଆ ଯାନରେ ଡୁଆଲ ଏୟାରବ୍ୟାଗ ରଖିବା ବାଧ୍ୟତାମୂଳକ। ଏ ନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଏହି ନିୟମ ଆସନ୍ତା ଏପ୍ରିଲ ୧ ତାରିଖଠାରୁ କାର୍ଯ୍ୟକାରୀ ହେବ। ନୂଆ...
‘ ସେତେବେଳେ ପ୍ରଶ୍ନ ଉଠୁ ନ ଥିଲା, ଆମ ବେଳେ କାହିଁକି ’
ନୂୂଆଦିଲ୍ଲୀ,୫।୩ : ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଉପରେ ଆୟକର ବିଭାଗ (ଆଇଟି) ଚଢ଼ାଉ ସମ୍ପର୍କରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ। ” ପ୍ରଥମତଃ ମୁଁ କୌଣସି ବ୍ୟକ୍ତି ବିଶେଷଙ୍କ...
ସୁଶାନ୍ତଙ୍କ ମୃତ୍ୟୁ ମାମଲା : ଚାର୍ଜଶିଟ୍ରେ ଦୀପିକା, ଶ୍ରଦ୍ଧା, ସାରା
ନୂୂଆଦିଲ୍ଲୀ,୫।୩ : ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ କାରବାର ମାମଲାରେ ଶୁକ୍ରବାର ଚାର୍ଜ ଶିଟ୍ ଦାଖଲ କରିଛି ନାର୍କୋଟିକ୍ ସେଣ୍ଟ୍ରାଲ ବ୍ୟୁରୋ (ଏନ୍ସିବି)। ଏଥିରେ ବଲିଉଡ୍ ଷ୍ଟାର ଦୀପିକା ପାଦୁକୋଣ, ଶ୍ରଦ୍ଧା କପୁର...
‘ଦଳ ଯେଉଁଠି କହିବ, ସେଠାରେ ନିର୍ବାଚନ ପ୍ରଚାର କରିବି’
ନୂଆଦିଲ୍ଲୀ,୫।୩: ଦଳ ଯେଉଁଠାରେ କହିବ ସେଇଠି ପ୍ରଚାର କରିବି ବୋଲି ଶୁକ୍ରବାର ଭେଟେରାନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି। ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ର୍ନିବାଚନକୁ ଦୃଷ୍ଟିରେ ରଖି ସେ ଏହା ପ୍ରକାଶ କରିଛନ୍ତି। କଂଗ୍ରସର...
ଏକାଥରେ ୯ ଜଣଙ୍କୁ ଫାଶୀ
ନୂୂଆଦିଲ୍ଲୀ,୫।୩ : ବିହାରର ଗୋପାଳଗଞ୍ଜ ଜିଲାରେ ୨୦୧୬ରେ ଘଟିଥିବା ମଦ ମୃତ୍ୟୁ ମାମଲାରେ ସ୍ବତନ୍ତ୍ର ଅବକାରୀ କୋର୍ଟ ୯ ଜଣଙ୍କୁ ଫାଶି ଦଣ୍ଡ ଦେଇଛନ୍ତି। ସମାନ ମାମଲାରେ ୪ ଜଣ ମହିଳାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇ ଥିବାବେଳେ ପ୍ରତ୍ୟେକଙ୍କୁ ୧୦...
ଜଣେ ଯାତ୍ରୀ ଏମିତି କ’ଣ କହିଲେ ବାତିଲ ହୋଇଗଲା ଉଡ଼ାଣ
ନୂଆଦିଲ୍ଲୀ,୫।୩: ଶୁକ୍ରବାର ଇଣ୍ଡିଗୋ ବିମାନ ୬ଇ-୨୮୬ ଦିଲ୍ଲୀରୁ ଯାତ୍ରୀଙ୍କୁ ଧରି ପୁଣେ ଅଭିମୁଖେ ବାହାରିଥିଲା। ଠିକ୍ ବିମାନ ଉଡାଣ ବେଳେ ଯାତ୍ରୀ ଜଣକ କୋଭିଡ୍-୧୯ ପଜିଟିଭ ଥିବା ଘୋଷଣା କରି କର୍ମଚାରୀଙ୍କୁ ରିପୋର୍ଟ ଦେଖାଇଥିଲେ। ଏନେଇ ବିମାନରେ କିଛି ସମୟ...
Archives


