Posted inଜାତୀୟ

‘ ସେତେବେଳେ ପ୍ରଶ୍ନ ଉଠୁ ନ ଥିଲା, ଆମ ବେଳେ କାହିଁକି ’

ନୂୂଆଦିଲ୍ଲୀ,୫।୩ : ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଉପରେ ଆୟକର ବିଭାଗ (ଆଇଟି) ଚଢ଼ାଉ ସମ୍ପର୍କରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ। ” ପ୍ରଥମତଃ ମୁଁ କୌଣସି ବ୍ୟକ୍ତି ବିଶେଷଙ୍କ ନାମ ନେଉ ନାହିଁ। କିନ୍ତୁ ବର୍ତ୍ତମାନ ଉଠୁଥିବା ନାମ ୨୦୧୩ରେ ମଧ୍ୟ ଶୁଣିବାକୁ ମିଳିଥିଲା। ସେତେବେଳେ ମଧ୍ୟ ସମାନ ବ୍ୟକ୍ତିଙ୍କ ଉପରେ ଚଢ଼ାଉ କରାଯାଇ ଥିଲା। ସେତେବେଳେ ଏହା ଉପରେ କେହି ପ୍ରଶ୍ନ ଉଠାଇ ନ ଥିଲେ। ମାତ୍ର ଏବେ ପ୍ରଶ୍ନ କରାଯାଉଛି “ ବୋଲି ସେ ଆଇଡବ୍ଲ୍ୟୁପିସିଠାରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି। ତେବେ ୨୦୧୩ରେ ବଲିଉଡ୍‌ର ସେଲବ୍ରେଟିଙ୍କ ଉପରେ ଆୟକର ବିଭାଗର ଚଢ଼ାଉର ଫଳାଫଳ ସମ୍ପର୍କରେ କିଛି ଉଲ୍ଲେଖ କରି ନ ଥିଲେ। ଉଲ୍ଲେଖଥାଉ କି, କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ସମାଲୋଚନା କରିଥିବା ତାପସୀ ଓ କଶ୍ୟପଙ୍କ ବାସଭବନ ସମେତ ୩୦ଟି ସ୍ଥାନରେ ଚଳିତ ମାସ ୩ ତାରିଖରେ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ରାଫାଲ ଉଡ଼ାଇବେ ରାଜନାଥ

ନୂଆଦିଲ୍ଲୀ,୪-୧୦(ଆଇଏଏନ୍‌ଏସ୍‌):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୮ ତାରିଖରେ ଫ୍ରାନ୍ସ ଯାଇ ପ୍ରଥମ ରାଫାଲ ଯୁଦ୍ଧବିମାନକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିବେ। ଏହି ଅବସରରେ ସେ ରାଫାଲ...

କରୋନା ବୁଷ୍ଟର ଡୋଜକୁ ନେଇ ବଦଳିପାରେ ନିୟମ

ନୂଆଦିଲ୍ଲୀ,୨୭ ।୧: କରୋନାର ବୁଷ୍ଟର ଡୋଜକୁ ନେଇ ସରକାର ନିୟମରେ କିଛି ପରିବର୍ତ୍ତନ କରିପାରନ୍ତି । ଦେଶରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧିକୁ ଦେଖି ବୁଷ୍ଟର ଡୋଜ...

ନିରାଡମ୍ବର ଭାବେ ବିବାହ କଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଥିରୁଭାନନ୍ତପୁରମ,୧୫।୬: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ବିଣାଙ୍କର ବିବାହ ହୋଇଛି। ସୋମବାର ସକାଳେ ମାକର୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଯୁବଦଳର ନେତା ମହମ୍ମଦ ରିୟାସଙ୍କ ସହ...

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ଜୟପୁର, ୯ା୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଆଉ ଦୁଇଜଣ କେନ୍ଦ୍ରମନ୍ତ୍ରୀ କରୋନା...

ଭାରତରେ ଲକ୍‌ଡାଉନ୍‌ ଜାରି ହେବା ଜରୁରୀ: ଟାସ୍କ୍‌ଫୋର୍ସ

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ମୃତ୍ୟୁ ସଂଖ୍ୟା ସହିତ ସମତାଳରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଦେଶର ବିଭିନ୍ନ ଶ୍ମଶାନରେ...

କମିଲା ପେଟ୍ରୋଲ ୫, ଡିଜେଲ ୧୦ ଟଙ୍କା

ନୂଆଦିଲ୍ଲୀ,୩।୧୧: ଲଗାତାର ୭ ଦିନ ଧରି ତୈଳ ଦର ବୃଦ୍ଧି ଘଟିବା ପରେ ବୁଧବାର ଦେଶବାସୀଙ୍କୁ କିଛିଟା ଆଶ୍ୱସ୍ତୀ ଦେଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଓ...

ହେଲ୍‌ମେଟ ନ ପିନ୍ଧି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୧।୧୦: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀ ଓ ଲେପ୍ଟନାଣ୍ଟ ଗଭର୍ନର କିରଣ ବେଦୀଙ୍କ ମଧ୍ୟରେ ପୁଣିଥରେ ତୁତୁ ମେମେ ଆରମ୍ଭ ହୋଇଯାଇଛି। କିରଣ ବେଦୀ ନୂଆ ମୋଟର...

ମୋଦି ସରକାରଙ୍କ କାର୍ଯ୍ୟକ୍ରମରେ ଆଜାଦ୍‌ଙ୍କ ପୋଷ୍ଟର

ନୂଆଦିଲ୍ଲୀ,୨୧।୨: ଧୀରେ ଧୀରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ପ୍ରତି ଭାଜପାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମନୋଭାବରେ ପରିବର୍ତ୍ତନ ଯୋଗୁ ରାଜନୈତିକ...

Advertisement
Archives

Model This Week