ବାୟୁସେନା ଯୁଦ୍ଧ ବିମାନ ମିଗ -୨୧ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ମୃତ
ଚଣ୍ଡିଗଡ଼,୨୧।୫: ପଞ୍ଜାବର ମୋଗା ନିକଟରେ ଭାରତୀୟ ବାୟୁସେନା ଏକ ଯୁଦ୍ଧ ବିମାନ ମିଗ -୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଶିକ୍ଷଣ ସମୟରେ ପ୍ରାପ୍ତ ସୂଚନା ଅନୁଯାୟୀ, ପାଇଲଟ ଅଭିନାଭ ରାଜସ୍ଥାନର ସୁରତଗଡରୁ ମିଗ -୨୧ର ଉଡାଣ କରିଥିଲେ। ଏହି ସମୟରେ ବାଘପୁରାନା ନିକଟରେ…
ମୃତକଙ୍କୁ ବଞ୍ଚାଇବା ପାଇଁ ଗୋବର ଖାତରେ ପୋତିଲେ
ଅମ୍ବିକାପୁର(ଛତିଶଗଡ଼), ୨୧।୫:ବଜ୍ରପାତରେ ପ୍ରାଣ ହରାଇଥିବା ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ତାଙ୍କ ମୃତଦେହକୁ ଗୋବର ଭର୍ତ୍ତି ଖାତରେ ପୋତିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଛତିଶଗଡ଼ର ସୁରଗୁଜା ଜିଲାରେ ଏଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି। ମୃତବ୍ୟକ୍ତି ହେଲେ ଲଖନପୁର…
ଯୋଗୀ: ସତ ବନାମ ମିଛ
ନୂଆଦିଲ୍ଲୀ/ଲକ୍ଷ୍ନୌ,୨୧ା୫: କରୋନା ଭୂତାଣୁ ବୁଧବାର ୨.୭୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି। ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨.୫୭ କୋଟି ଅତିକ୍ରମ କରିଥିବା ଗୁରୁବାର ପୂର୍ବାହ୍ନ ୧୦ଟାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ…
ଆଇଟିଆର୍ ଫାଇଲିଂ ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି
ନୂଆଦିଲ୍ଲୀ,୨୧ା୫: ଆର୍ଥତ୍କ ବର୍ଷ ୨୦୨୦-୨୧ର ଆୟକର ରିଟର୍ନ (ଆଇଟିଆର୍) ଫାଇଲିଂ ଅବଧିକୁ କେନ୍ଦ୍ର ସରକାର ଗୁରୁବାର ଚଳିତ ବର୍ଷ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ କୋଭିଡ୍ ସ୍ଥିତିକୁ ଧ୍ୟାନରେ ରଖି ବ୍ୟକ୍ତିବିଶେଷଙ୍କ ସୁବିଧା ଲାଗି ଏଭଳି ପଦକ୍ଷେପ ଗ୍ରହଣ…
ସାନିଟାଇଜରରୁ ପ୍ରସ୍ତୁତ କରୁଥିଲେ ମଦ
ଚେନ୍ନାଇ, ୨୦।୫: ପ୍ରାୟ ସମସ୍ତ ରାଜ୍ୟରେ ଲକ୍ଡାଉନ ଜାରି ହୋଇଥିବାରୁ ଖୋଲୁ ନାହିଁ ମଦ ଦୋକାନ। ଏହାର ଫାଇଦା ଉଠାଇବା ପାଇଁ ତାମିଲନାଡୁର କୁଡାଲୋର ଜିଲା ରାମନାଥନ କୁପମ୍ ଅଞ୍ଚଳରେ ସାନିଟାଇଜରରୁ ମଦ ପ୍ରସ୍ତୁତ କରିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ…
ଅନାଥ ଶିଶୁଙ୍କୁ ନବୋଦୟ ବିଦ୍ୟାଳୟରେ ମାଗଣା ଶିକ୍ଷା ଦିଅ
ନୂଆଦିଲ୍ଲୀ,୨୦ା୫: କୋଭିଡ୍-୧୯ ମହାମାରୀରେ ମା’ବାପାଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ନବୋଦୟ ବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦାବି କରିଛନ୍ତି। ମୋଦିଙ୍କୁ ପଠାଇଥିବା ପତ୍ରରେ ସୋନିଆ ଲେଖିଛନ୍ତି, ମା’ବାପାଙ୍କୁ ହରାଇ…
ନଡ୍ଡା, ସମ୍ବିତଙ୍କ ଟୁଇଟର ଆକାଉଣ୍ଟକୁ ସସ୍ପେଣ୍ଡ ପାଇଁ ଦାବି
ନୂଆଦିଲ୍ଲୀ, ୨୦।୫ : ଟୁଲକିଟ୍ ମାମଲାରେ ଭାଜପା ମିଥ୍ୟା ତଥ୍ୟ ପ୍ରଚାର କରୁଛି। ଏଥି ଲାଗି ଭାଜପା ସଭାପତି ଜେ ପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ସମ୍ବିତ ପାତ୍ର ଓ ବିଏଲ ସନ୍ତୋଷଙ୍କ ଟୁଇଟର ଆକାଉଣ୍ଟକୁ ସସ୍ପେଣ୍ଡ କରିବାକୁ…
ହ୍ବାଇଟ୍ ଫଙ୍ଗସ୍ ଅଧିକ ବିପଜ୍ଜନକ
ପାଟନା,୨୦।୫: ବ୍ଲାକ୍ ଫଙ୍ଗସ୍ ପରେ ବିହାର ରାଜଧାନୀ ପାଟନାରେ ଗୁରୁବାର ୪ ହ୍ବାଇଟ୍ ଫଙ୍ଗସ୍ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ରୋଗୀଙ୍କ ଚର୍ମକୁ ନଷ୍ଟ କରିବା ସହ ଫୁସ୍ଫୁସ୍କୁ ସଂକ୍ରମଣ କରୁଛି। ଅବହେଳା କଲେ ଜୀବନ ନେଇପାରେ ବୋଲି ବିଶେଷଜ୍ଞମାନେ…
‘ ଏବେ ବି ୫୦ ପ୍ରତିଶତ ଲୋକ ପିନ୍ଧୁ ନାହାନ୍ତି ମାସ୍କ ’
ନୂଆଦିଲ୍ଲୀ, ୨୦।୫ : ଏବେ ମଧ୍ୟ ୫୦ ପ୍ରତିଶତ ଲୋକେ ପିନ୍ଧୁ ନାହାନ୍ତି ମାସ୍କ। ଆଉ ବାକି ୫୦ ପ୍ରତିଶତରୁ ୬୪ ପ୍ରତିଶତ ଲୋକେ କେବଳ ନା’କୁ ମାତ୍ର ମାସ୍କ ପିନ୍ଧୁଛନ୍ତି ଅର୍ଥାତ ନାକକୁ ଘୋଡ଼ାଉ ନାହାନ୍ତି। ଏକ ଅନୁଧ୍ୟାନରୁ ଏହା…
ବାପାଙ୍କୁ ହରାଇଲେ ଟିମ୍ ଇଣ୍ଡିଆର ଆଉ ଜଣେ କ୍ରିକେଟର
ମୁମ୍ବାଇ, ୨୦।୫ : ମିରଟର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭାରତୀୟ ପେସର ଭୁବନେଶ୍ୱର କୁମାରଙ୍କ ବାପା କିରନ ପାଲ ସିଂଙ୍କର ଗୁରୁବାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ସେ କିଛି ମାସ ହେଲା କର୍କଟ…
ବିବାହ ଭୋଜିରେ ସାମିଲ ହୋଇଥିଲେ ୩୦୦ ଅତିଥି, ବେଙ୍ଗଡିଆଁ ମାରି ଫେରିଲେ
ଭିଣ୍ଡ, ୨୦।୫ : କୋଭିଡ୍ କଟକଣା ଖାତିର ନ କରି ବିବାହ ଭୋଜିରେ ଯୋଗଦେଇଥିଲେ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ ଅତିଥିମାନେ। ଖବର ପାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଲକ୍ଡାଉନ ଗାଇଡ୍ଲାଇନ ପାଳନ କରୁ ନ ଥିବାରୁ ଦଣ୍ଡ ସ୍ବରୂପ ଅତିଥିଙ୍କୁ…
ଦ୍ୱିତୀୟଥର କେରଳର ମୁଖ୍ୟମନ୍ତ୍ରୀ ହେଲେ ପିନାରାଇ ବିଜୟନ
ଥିରୁଭାନନ୍ତପୁରମ୍,୨୦।୫: ଦ୍ୱିତୀୟଥର କେରଳର ମୁଖ୍ୟମନ୍ତ୍ରୀ ଭାବରେ ପିନାରାଇ ବିଜୟନ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଥିରୁଭାନନ୍ତପୁରମ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ଶପଥ ପାଠ କରାଇଥିଲେ। ୭୫ ବର୍ଷୀୟ ପିନାରାଇଙ୍କ ସହ ୨୧ ଜଣ…
Archives


