ଜାତୀୟ

ସ୍ତ୍ରୀଙ୍କ ମୁହଁରେ ଗ୍ୟାସ୍‌ ପାଇପ୍‌ ଭର୍ତ୍ତି କରିଦେଲେ ସ୍ବାମୀ: ଆଉ ତା’ପରେ..

ଭୋପାଳ,୬।୯: ମଧ୍ୟପ୍ରଦେଶର ଇଟାରସିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ଝଗଡା ଲାଗିବାରୁ ରାଗରେ ସ୍ବାମୀ ସ୍ତ୍ରୀଙ୍କ ପାଟିରେ ଗ୍ୟାସ୍‌ ପାଇପ୍‌ ଭର୍ତ୍ତି କରି ହତ୍ୟା କରିଛନ୍ତି। ହତ୍ୟା ଅଭିଯୋଗରେ ପୋଲିସ ରେଳ ଷ୍ଟେଶନରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ମୋବାଇଲ…

୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଲା ଆଂଶିକ ଲକ୍‌ଡାଉନ୍‌…

ଆଇଜଲ୍‌,୬।୯: ମିଜୋରାମ ସରକାର ଆଇଜଲ ମ୍ୟୁନିସିପାଲିଟି କର୍ପୋରେସନ ଅଞ୍ଚଳରେ ଆଂଶିକ ଲକ୍‌ଡାଉନ ଘୋଷଣା କରିବା ସହିତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କୋଭିଡ ସମ୍ବନ୍ଧୀୟ କଟକଣାକୁ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ କଟକଣାକୁ କିଛିା ମାତ୍ରାରେ କୋହଳ କରାଯାଇଛି। ଅଗଷ୍ଟ…

ଝାଡ଼ଖଣ୍ଡ ବିଧାନସଭା ନମାଜ କୋଠରୀରେ ତାଣ୍ଡବ ‘ଭଜନ-କିର୍ତ୍ତନ’ କରିବାକୁ ବସିଲେ ଭାଜପା ବିଧାୟକ

ରାଞ୍ଚି,୬ ।୯: ଝାଡ଼ଖଣ୍ଡ ବିଧାନସଭାରେ ସୋମବାର ତାଣ୍ଡବ ହୋଇଛି । ବିଧାନସଭା ପରିସରରେ ନମାଜ ପାଇଁ ଭିନ୍ନ କୋଠରୀ ଆଲଟମେଣ୍ଟକୁ ନେଇ ଏହା ହୋଇଛି । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକମାନେ ହଙ୍ଗାମା କରିଛନ୍ତି । ନମାଜ ପାଇଁ…

‘ଅନ୍ୟ କାନ୍ଧରେ ବନ୍ଧୁକ ରଖି ଚଲାଇବା ରାହୁଲଙ୍କ ଅଭ୍ୟାସ’

ନୂଆଦିଲ୍ଲୀ,୬।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଟୁଇଟକୁ ନେଇ ରାଜନୀତି ସରଗରମ ହୋଇଛି। ସେ କୃଷକ ଆନ୍ଦୋଳନର ଏକ ପୁରୁଣା ଫଟୋ ଟୁଇଟ୍‌ କରିବା ପରେ ଭାଜପା ତାଙ୍କ ଉପରେ ବର୍ଷିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର ରାହୁଲଙ୍କୁ ଜବାବ…

ଭିଡିଓ କଲ୍‌ରେ ସ୍ତ୍ରୀ ପୁଅର ଚେହେରା ନ ଦେଖାଇବାରୁ ସ୍ବାମୀ ନେଲେ ଚରମ ନିଷ୍ପତ୍ତି, ଜାଣିଲେ…

ଭୋପାଳ,୬ା୯: ମଧ୍ୟପ୍ରଦେଶର ଶିବାନୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାଗି କି ବାପଘର ଚାଲି ଯାଇଥିବା ଜଣେ ମହିଳା ଭିଡିଓ କଲ୍‌ରେ ପୁଅର ମୁହଁ ସ୍ବାମୀଙ୍କୁ ନ ଦେଖାଇବାରୁ ସ୍ବାମୀ ରଶି ଲଗାଇ ଆତ୍ମହତ୍ୟା କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ଶ୍ୱଶୁର ଘରେ ପହଞ୍ଚି ନବବିବାହିତା ସ୍ତ୍ରୀଙ୍କୁ ବେଲ୍ଟରେ ନିର୍ଧୂମ ପିଟିଲେ ସ୍ବାମୀ, ଆଉ ତା’ ପରେ…

ଭୋପାଳ,୬ା୯: ଗ୍ବାଲିଅରରେ ଜଣେ ନବବିବାହିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ଘରୁ ତଡ଼ି ଦେଇଥିଲେ। ଫଳରେ ସେ ତାଙ୍କ ବାପଘରକୁ ଚାଲିଯାଇଥିଲେ। ଏଥିରେ କ୍ରୋଧାନ୍ବିତ ହୋଇ ଜ୍ୱାଇଁ ପହଞ୍ଚିଥିଲେ ଶ୍ୱଶୁର ଘରେ। ପରେ ମାର୍‌ପିଟ୍‌ ଆରମ୍ଭ କରିଥିଲେ।…

କୁଳପତିଙ୍କ ନାଁ ବଦଳାଇବ ଭାଜପା କହିବ ‘କୁଳଗୁରୁ’

ଭୋପାଳ,୬ ।୯: ମେଡିକାଲ ଏଜୁକେଶନରେ ବଡ ପରିବର୍ତ୍ତନ ପରେ ଏବେ ମଧ୍ୟ ପ୍ରଦେଶ ସରକାର ଉଚ୍ଚ ଶିକ୍ଷାରେ ବି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହାର ପ୍ରକ୍ରିୟା ବି ଆରମ୍ଭ ହୋଇଗଲାଣି । ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟ ପ୍ରଦେଶର ଉଚ୍ଚ…

ଡେଙ୍ଗୁ ରୋକିବା ପାଇଁ ପୋଖରୀରେ ଛଡ଼ାଗଲା ୨୫ ହଜାର ମାଛ…

ଫିରୋଜାବାଦ,୬।୯: ଉତ୍ତରପ୍ରଦେଶର ଫିରୋଜାବାଦ ଜିଲାରେ ଡେଙ୍ଗୁ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଶେଷରେ ମାଛର ସହାୟତା ନିଆଯାଇଛି। ଡେଙ୍ଗୁ ରୋକିବା ପାଇଁ ’ଗମ୍ବୁସିଆ’ ମାଛକୁ ଜିଲାର ବିଭିନ୍ନ ପୋଖରୀ ଏବଂ ପାଣି ଜମିଥିବା ସ୍ଥାନରେ ଛଡ଼ା ଯାଇଛି। ଫିରୋଜାବାଦ ନଗର…

୧୨ ସେପ୍ଟେମ୍ବରରେ ନିଟ୍‌ ପରୀକ୍ଷା, ସ୍ଥଗିତ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୬।୯: ନିଟ୍‌ ପରୀକ୍ଷା ସ୍ଥଗିତ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି। ମେଡିକାଲ ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପାଇଁ ହେଉଥିବା ଏହି ପ୍ରବେଶିକା ପରୀକ୍ଷା ପୂର୍ବରୁ ଧାର୍ଯ୍ୟ ହୋଇଥିବା ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହେବ। ପରୀକ୍ଷା ସ୍ଥଗିତ ଆବେଦନ ଉପରେ ଶୁଣାଣି କରିବାକୁ…

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଡ୍ରାଇଭର ମୃତ୍ୟୁକୁ ନେଇ ପରିବାର ଲୋକେ ଆଣିଲେ ସଙ୍ଗିନ ଅଭିଯୋଗ

ଲକ୍ଷ୍ନୌ,୬ ।୯: ଉତ୍ତର ପ୍ରଦେଶ ରାଜ୍ୟ ଅର୍ଥ ବିଭାଗରେ କାମ କରୁଥିବା ଜଣେ ଡ୍ରାଇଭରଙ୍କ ହୃଦଘାତରେ ମୃତ୍ୟୁକୁ ନେଇ ପରିବାର ଲୋକେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ପରିବାର ଲୋକେ ଉକ୍ତ ବିଭାଗର ଅବହେଳା ଯୋଗୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ…

ଟିକାକରଣରେ ହିମାଚଳ ପ୍ରଦେଶ ଚାମ୍ପିୟନ, ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…

ନୂଆଦିଲ୍ଲୀ,୬।୯: କରୋନା ମହାମାରୀ ଲଢ଼େଇରେ ହିମାଚଳ ପ୍ରଦେଶ ନୂଆ ଇତିହାସ ସୃଷ୍ଟି କରିଛି। ଶତ ପ୍ରତିଶତ ଟିକାକରଣ ଅଭିଯାନ ରାଜ୍ୟରେ ସଫଳ ହୋଇଛି। ରାଜ୍ୟର ସମସ୍ତଙ୍କୁ ଟିକାର ପ୍ରଥମ ଡୋଜ୍‌ ପ୍ରଦାନ କରାଯାଇଛି। ଏନେଇ ଆୟୋଜିତ ଏକ ଭର୍ଚ୍ୟୁଆଲ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

ମମତାଙ୍କ ବିପକ୍ଷରେ ପ୍ରାର୍ଥୀ ଦେବନି କଂଗ୍ରେସ,ଚର୍ଚ୍ଚା ଜାରି…

କୋଲକାତା,୬।୯: ଭବାନୀପୁର ବିଧାନସଭା ଆସନ ପାଇଁ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଉପ ନିର୍ବାଚନରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ଦିଆଯିବ ନାହିଁ ବୋଲି କୁହାଯାଉଛି। ଏନେଇ ରାଜ୍ୟରେ ଜୋର ସୋର୍‌ରେ ଚର୍ଚ୍ଚା ଆରମ୍ଭ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri