Posted inଜାତୀୟ

ନୂଆ ୪ ଚକିଆ ଯାନ ପାଇଁ ସରକାର ଜାରି କଲେ ନିୟମ

ନୂଆଦିଲ୍ଲୀ,୬।୩ : ଏଣିକି ନୂଆ ୪ ଚକିଆ ଯାନରେ ଡୁଆଲ ଏୟାରବ୍ୟାଗ ରଖିବା ବାଧ୍ୟତାମୂଳକ। ଏ ନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଏହି ନିୟମ ଆସନ୍ତା ଏପ୍ରିଲ ୧ ତାରିଖଠାରୁ କାର୍ଯ୍ୟକାରୀ ହେବ। ନୂଆ ୪ ଚକିଆ ଯାନରେ ପାସେଞ୍ଜର ସିଟ୍‌ ପାଇଁ ଆବଶ୍ୟକୀୟ ସ୍ତରର ଏୟାରବ୍ୟାଗ ରଖାଯିବା। ତେବେ ୪ ଚକିଆ ଯାନରେ ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା କରିବା ପାଇଁ ସୁପାରିସ ଦେଇଥିଲେ ସୁପ୍ରିମକୋର୍ଟ କମିଟି।


Enter your email to get our daily news in your inbox.

All Right Reserved By Dharitri.Com

ଗାଙ୍ଗୁଲିଙ୍କ ଉପରେ ରାଜନୈତିକ ପ୍ରତିଶୋଧ ନେଉଛି ଭାଜପା, ଶାହାଙ୍କୁ ଘେରିଲା ଟିଏମସି…

କୋଲକାତା,୧୨।୧୦ : ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ତଥା ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ଗାଙ୍ଗୁଲି...

ଚାଷୀଙ୍କ ଆନ୍ଦୋଳନକୁ ଶରଦ ପାୱାରଙ୍କ ସମର୍ଥନ

ମୁମ୍ବାଇ,୨୨।୧: ଚାଷୀଙ୍କ ଆନ୍ଦୋଳନ ସମର୍ଥରେ ମୁମ୍ବାଇରେ ହେବାକୁ ଥିବା ବିକ୍ଷୋଭରେ ଭାଗ ନେବେ ଏନ୍‌ସିପି ସଭାପତି ଶରଦ ପାୱାର। ଏନେଇ ଶୁକ୍ରବାର କୋଲହାପୁରରେ ଖବରଦାତାଙ୍କ ସହ...

ବଡ ଧରଣର ବସ୍‌ ଦୁର୍ଘଟଣା: ୧୫ ମୃତ, ୪୦ ଗୁରୁତର

ଭୋପାଳ,୨୨।୧୦: ମଧ୍ୟପ୍ରଦେଶର ୩୦ ନଂ ଜାତୀୟ ରାଜପଥ ରେୱାଠାରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ ଧରଣର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ...

ଭାରତର ୨୯ ରାଜ୍ୟରେ ୧,୬୫୭ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟାବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ପ୍ରତିିଦିନ ବୃଦ୍ଧି ପାଉଛି। ଇତିମଧ୍ୟରେ ଦେଶର ୨୯ଟି ରାଜ୍ୟରେ କରୋନା...

କଂଗ୍ରେସର ଭାରତକୁ ବିଭାଜନ କରିବା ଅଭ୍ୟାସ ରହିଛି, ଭାଜପାର କଡ଼ା ସମାଲୋଚନା…

ପଣଜୀ,୧୩।୯ : ଭାରତ ଯୋଡ ଯାତ୍ରାକୁ ନେଇ କଂଗ୍ରେସ ଏବଂ ଭାଜପା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଏହି ମର୍ମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ...

ହିମାଚଳ ପ୍ରଦେଶରେ ଭୂସ୍ଖଳନ

ଶିମଲା,୨୫।୬: ହିମାଚଳ ପ୍ରଦେଶ କିନୌର ଜିଲାର କଶଙ୍ଗ ନାଳ ନିକଟରେ ଭୂସ୍ଖଳନ ଯୋଗୁ ପାହାଡ଼ର ଏକ ଅଂଶ ଧସି ଯାଇଥିଲା। ଫଳରେ ନ୍ୟାସନାଲ ହାଇଓ୍ବେ-୫ରେ ରାସ୍ତା...

ଟେରର ଫଣ୍ଡିଂ ରୋକିବାକୁ ଆଜିଠାରୁ ‘ନୋ ମନି ଫର ଟେରର’ ସମ୍ମିଳନୀ , ଗୋଟିଏ ମଞ୍ଚରେ ଏକାଠି ହେବେ ୭୫ ଦେଶର ପ୍ରତିନିଧି

ନୂଆଦିଲ୍ଲୀ,୧୮ ।୧୧: ଆତଙ୍କବାଦ ପାଣ୍ଠିର ମୁକାବିଲା କରିବାର ପ୍ରକ୍ରିୟାକୁ ନେଇ ଆଲୋଚନା କରିବା ପାଇଁ ଶୁକ୍ରବାର ଅର୍ଥାତ୍ ୧୮ ନଭେମ୍ବରରେ ଦିଲ୍ଲୀରେ ଦୁଇ ଦିନିଆ ଅନ୍ତର୍ଜାତୀୟ...

ନେତାଙ୍କୁ ଚିଠିରେ ଭୂତାଣୁ ପଠାଯାଇପାରେ

ନୂଆଦିଲ୍ଲୀ,୨୧ା୧୧: ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରି ବିପର୍ଯ୍ୟୟ ଆଣିଥିବାବେଳେ ଶୁକ୍ରବାର ଏହି ଘାତକ ଭାଇରସ୍‌ ସମ୍ପର୍କିତ ଆଉ ଏକ ଆସନ୍ନ ବିପଦକୁ ନେଇ...

Advertisement
Archives

Model This Week