ଜାତୀୟ

ବେଙ୍ଗାଲୁରୁରେ ବିସ୍ଫୋରଣ

ବେଙ୍ଗାଲୁରୁ,୨୩।୯: କର୍ନାଟକର ନୂଆ ତାରାଗୁପେଟ ଅଞ୍ଚଳରେ ଥିବା ଏକ ଷ୍ଟୋରେଜରେ ବୁଧବାର ରାତିରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ବାଙ୍ଗାଲୁରର ଦକ୍ଷିଣ ଡେପୁଟି କମିଶନର ହରିଶ ପାଣ୍ଡେ…

ଭାଙ୍ଗ୍‌ଡା ନାଚିଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୩।୯: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନିଙ୍କୁ ଗୁରୁବାର କପୁରଥାଲାର ଇନ୍ଦ୍ର କୁମାର ଗୁଜରାଲ ପଞ୍ଜାବ ବୈଷୟିକ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଥିଲା। ସେ ଏକ କାର୍ଯ୍ୟକ୍ରମ ପାଇଁ ସେଠାରେ ପହଞ୍ଚିଥିଲେ। ଏଠାରେ ସେ ଜବରଦସ୍ତ ଭାଙ୍ଗ୍‌ଡା ନୃତ୍ୟ କରିଥିଲେ। ସୁରକ୍ଷାକୁ ଭାଙ୍ଗି…

ଭୋଟରଙ୍କୁ ମମତାଙ୍କ ନିବେଦନ: ମୁଁ ନ ଜିତିଲେ, ଆଉ କେହି ହୋଇଯିବେ ମୁଖ୍ୟମନ୍ତ୍ରୀ

କୋଲକାତା,୨୩।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ପ୍ରଚାର ବେବେଳେ ଲୋକଙ୍କୁ ସେ ବିଭିନ୍ନ ପ୍ରତିଶ୍ରୁତିମାନ ଦେଉଛନ୍ତି। ପ୍ରଚାର ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଏକ ଜନ ସମାବେଶରେ…

ସ୍କୁଲ ଛାତ ଭୁଷୁଡି ୨୭ ଛାତ୍ରୀଛାତ୍ର ଆହତ

ଗନ୍ନୌର,୨୩ ।୯: ହରିୟାଣାର ସୋନିପତର ଗନ୍ନୌରରେ ଗୁରୁବାର ଏକ ସ୍କୁଲ ଛାତ ଭୁଷୁଡି ଅତିକମରେ ୨୭ ଛାତ୍ରୀଛାତ୍ର ଓ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏଥିରେ ୧୨ରୁ…

ଅଡୁଆରେ ଅମରିନ୍ଦର

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ କଂଗ୍ରେସର କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନିକଟରେ ଦଳ ମଧ୍ୟରେ ଥିବା ଏହି କଳହ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିଲେ । ଏହାପରେ ବୁଧବାର ଅମରିନ୍ଦର କଂଗ୍ରେସର…

ପଜିଟିଭ୍‌ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥିବା କରୋନା ଆକ୍ରାନ୍ତଙ୍କ ପରିବାରକୁ କ୍ଷତି ପୂରଣ…

ନୂଆଦିଲ୍ଲୀ,୨୩।୯: କରୋନା ପଜିଟିଭ୍‌ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥିବା ଆକ୍ରାନ୍ତଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ କୁହାଯାଇଛି। ପୂର୍ବରୁ ଶୀର୍ଷକୋର୍ଟ ଏହି କ୍ଷତି ପୂରଣ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେନ୍ଦ୍ର…

ବିଚାରପତିଙ୍କୁ ହତ୍ୟା ମାମଲା, ଜାଣି ଅଟୋ ଦେଇଥିଲା ଧକ୍କା, ସିବିଆଇ ରିପୋର୍ଟ..

ରାଞ୍ଚି,୨୩।୯: ଝାଡ଼ଖଣ୍ଡର ବିଚାରପତି ଉତ୍ତମ ଆନନ୍ଦଙ୍କୁ ଜୁଲାଇରେ ହତ୍ୟା କରାଯାଇଥିଲା। ସେ ମର୍ନିଂ ଓ୍ବାର୍କ କରୁଥିବା ସମୟରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ଏହାର ଯାଞ୍ଚ୍‌ କରି ସିବିଆଇ ଟିମ୍‌ ପକ୍ଷରୁ ଗୁରୁବାର ହାଇକୋର୍ଟରେ ରିପୋର୍ଟ…

ପଞ୍ଜାବ ପୋଲିସକୁ ବଡ ସଫଳତା: ତରନତାରନରୁ ଗିରଫ ହେଲେ ୩ ଆତଙ୍କବାଦୀ

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ ପୋଲିସ ତରନତାରନ ଜିଲାରେ ୩ ଜଣ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସହ ଗିରଫ କରିଥିବା ସୂଚନା ମିଳିଛି । ପଞ୍ଜାବକୁ ଦୋହଲାଇବା ଭଳି ଯୋଜନା କରୁଥିଲେ ଏହି ଆତଙ୍କବାଦୀ । ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ…

ଭାରତରେ ଆଫଗାନୀ ଆତଙ୍କବାଦୀ, ସତର୍କ ସୂଚନା ଜାରି..

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରର ଉରି ସେକ୍ଟର ଦେଇ ଆଫଗାନୀ ଆତଙ୍କବାଦୀ ଦେଶରେ ଅନୁପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀମାନେ ସେନା ଶିବିର, ବଡ଼ ସରକାରୀ କାର୍ଯ୍ୟାଳୟ ଉପରେ ଆତ୍ମଘାତୀ ଆକ୍ରମଣ କରିବା ଲାଗି ଷଡ଼ଯନ୍ତ୍ର କରିଥିବା…

ହିନ୍ଦୁଙ୍କ ତୁଳନାରେ କମ ସନ୍ତାନ ପ୍ରସବ କରନ୍ତି ମୁସଲମାନ, ୨୦୨୮ ସୁଦ୍ଧା ଜନ୍ମହାର ହୋଇଯିବ ସମାନ: ଦିଗ୍‌ବିଜୟ

ନୂଆଦିଲ୍ଲୀ,୨୩ ।୯: କଂଗ୍ରେସ ନେତା ଦିଗବିଜୟ ସିଂ ହିନ୍ଦୁୁ ମୁସଲମାନ ପ୍ରଜନନ ହାରକୁ ନେଇ ଗୁରୁବାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଏକ ଅଧ୍ୟୟନରୁ ଜଣାପଡିଛି କି ୧୯୫୧ ପରେ ମୁସଲମାନଙ୍କ ପ୍ରଜନନ ହାର କମ୍ ହୋଇ ଯାଇଛି…

ପେଗାସସ୍‌ ମାମଲାର ଯାଞ୍ଚ୍‌ ପାଇଁ ବିଶେଷଜ୍ଞ କମିଟି ଗଠନ କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୯: ପେଗାସସ୍‌ ମାମଲାର ଯାଞ୍ଚ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ବିଶେଷଜ୍ଞ କମିଟି ଗଠନ କରାଯିବ। ଏନେଇ ଶୀର୍ଷ କୋର୍ଟଙ୍କ ପକ୍ଷରୁ ସଙ୍କେତ ଦିଆଯାଇଛି। କମିଟିର ଗଠନ ସମ୍ପର୍କିତ ଆଦେଶ ଆସନ୍ତା ସପ୍ତାହରେ ଆସିବାର ସମ୍ଭାବନା ରହିଛି। କେତେକ ବିଶେଷଜ୍ଞ ବ୍ୟକ୍ତିଗତ କାରଣରୁ…

ଆଫଗାନିସ୍ତାନ ନୁହେଁ ପାକିସ୍ତାନ ଏୟାର ସ୍ପେସ ଦେଇ ଆମେରିକା ଗଲେ ମୋଦି

ନୂଆଦିଲ୍ଲୀ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଓ ଜାତିସଂଘର ୭୬ତମ ମହାସଭାରେ ଉଦ୍‌ବୋଧନ ଦେବାକୁ ଆମେରିକା ପହଞ୍ଚି ସାରିଛନ୍ତି । ବୁଧବାର ସେ ଦିଲ୍ଲୀରୁ ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri