ରାହୁଲଙ୍କ ଘରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ବୈଠକ
ନୂଆଦିଲ୍ଲୀ,୨୪ ।୯: ପଞ୍ଜାବ ରାଜନୀତିରେ ଲାଗି ରହିଛି ଟାଣା ଭିଡା । ଗୁରୁବାର ରାତିରେ ପଞ୍ଜାବର କଂଗ୍ରେସ ନେତା, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ବୈଠକରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବି ଉପସ୍ଥିତ ଥିଲେ…
ସ୍ତ୍ରୀଙ୍କ ଆତ୍ମହତ୍ୟାର ଭିଡିଓ ରେକର୍ଡ କଲେ ସ୍ବାମୀ
ନେଲୋର, ୨୪ା୯: ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଆତ୍ମହତ୍ୟା କରୁଥିବାବେଳର ଦୃଶ୍ୟକୁ ତାଙ୍କ ସ୍ବାମୀ ଭିଡିଓ ଶୁଟିଂ କରିଛନ୍ତି। ଏହି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଉକ୍ତ ଭିଡିଓକୁ ଅଭିଯୁକ୍ତ ସ୍ବାମୀ…
ଦିବ୍ୟାଙ୍ଗ, ଚାଲିବାକୁ ଅକ୍ଷମ ଥିବା ଲୋକଙ୍କୁ ଘରେ ଦିଆଯିବ କରୋନା ଟିକା
ନୂଆଦିଲ୍ଲୀ,୨୪ ।୯: କରୋନା ମହାମାରୀକୁ ହରାଇବା ପାଇଁ ସାରା ବିଶ୍ୱରେ ଚାଲିଛି ଟିକାକରଣ ଅଭିଯାନ । ହେଲେ ଦିବ୍ୟାଙ୍ଗ ଓ ଚାଲି ପାରୁ ନ ଥିବା ଲୋକେ କରୋନା ଟିକା ନେବାରେ ସାମନ୍ୟ ଅସୁବିଧା ପରିଲକ୍ଷିତ ହେଉଛି । ଏହାକୁ ଦେଖି…
ପିଏମ୍-କେୟାର୍ସର ହିସାବ କେହି ମାଗି ପାରିବେ ନାହିଁ
ନୂଆଦିଲ୍ଲୀ,୨୩ା୯: ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ରିଲିଫ୍ ଫଣ୍ଡ୍ ବା ପିଏମ୍-କେୟାର୍ସ ପାଣ୍ଠି ସରକାରୀ ଅର୍ଥ ନୁହେଁ। ଏହା ଦ୍ୱାରା ସଂଗୃହୀତ ଅର୍ଥ ଭାରତର କନ୍ସୋଲିଡେଟେଡ୍ ଫଣ୍ଡ୍କୁ ଯାଏ ନାହିଁ । ଏ ନେଇ କେନ୍ଦ୍ର ସରକାର ଦିଲ୍ଲୀ…
ଦେଶରେ ହାଇ ଆଲର୍ଟ ଜାରି
ନୂଆଦିଲ୍ଲୀ, ୨୩।୯: ଆଗକୁ ପାର୍ବଣ ଋତୁ ଥିବାରୁ ଜନଗହଳି ସ୍ଥାନରେ ଟିଫିନ୍ ବକ୍ସରେ ଆଇଇଡି ରଖି ବିସ୍ଫୋରଣ କରାଇବାକୁ ଆଇଏସ୍ଆଇ ଯୋଜନା କରିଛି। ଏଥି ଲାଗି ଅଧିକ ସଂଖ୍ୟାରେ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିପାରନ୍ତି। ଦେଶର ଗୋଇନ୍ଦା ବିଭାଗ ପକ୍ଷରୁ ଏଭଳି…
ଆତ୍ମହତ୍ୟା କରିବାକୁ ଯାଉଥିଲେ ସ୍ତ୍ରୀ, ରୋକିବା ବଦଳରେ ଭିଡିଓ କଲେ ସ୍ବାମୀ
ନେଲୋର,୨୩ା୯: ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଆତ୍ମହତ୍ୟା କରୁଥିବା ବେଳର ଦୃଶ୍ୟକୁ ତାଙ୍କ ସ୍ବାମୀ ଭିଡିଓ ଶୁଟିଂ କରିଛନ୍ତି। ଏହି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଉକ୍ତ ଭିଡିଓକୁ ଅଭିଯୁକ୍ତ ସ୍ବାମୀ…
ଜବରଦଖଲ ଉଚ୍ଛେଦ ବେଳେ ଗଲା ୨ ଜୀବନ
ଗୁଆହାଟୀ, ୨୩।୯: ଆସାମର ଢୋଲପୁର ଗୋରୁଖୁଟି ଅଞ୍ଚଳରେ ଗୁରୁବାର ବେଆଇନ ଜବରଦଖଲ ଉଚ୍ଛେଦ ଉଦ୍ୟମ ବେଳେ ସଂଘର୍ଷ ଘଟଛି। ପୋଲିସ ଗୁଳିରେ ୨ ଜଣ ସ୍ଥାନୀୟ ବାସିନ୍ଦାଙ୍କ ମୃତ୍ୟୁ ହୋଇଥିବା ବେଳେ ଟେକାମାଡ଼ରେ ୯ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଖବର…
ଅଯୋଧ୍ୟା ମନ୍ଦିରରୁ ୮ ମୂର୍ତ୍ତି ଚୋରି
ଅଯୋଧ୍ୟା, ୨୩।୯: ଅଯୋଧ୍ୟାର ଶହେ ବର୍ଷର ଏକ ମନ୍ଦିରରୁ ୮ ପୁରାତନ ମୂର୍ତ୍ତି ଚୋରି ହୋଇଛି। ଏନେଇ ହାଇଦରଗଡ଼ ପୋଲିସ ସର୍କଲରେ ଏକ ଚୋରି ମାମଲା ରୁଜୁ କରାଯାଇଛି। ଏକ ରାଜ ପରିବାର ଉକ୍ତ ମନ୍ଦିର ନିର୍ମାଣ କରିଥିଲେ। ବୁଧବାର ମନ୍ଦିରର…
ଆତ୍ମହତ୍ୟା କରିଥିବା ଆକ୍ରାନ୍ତଙ୍କ ପରିବାରକୁ ମିଳିବ ସହାୟତା
ନୂଆଦିଲ୍ଲୀ,୨୩ା୯: କରୋନାରେ ଆକ୍ରାନ୍ତ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ପରିବାରକୁ ମଧ୍ୟ ଆର୍ଥତ୍କ ସହାୟତା ଦିଆଯିବ। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଆଇସିଏମ୍ଆର…
ରାସ୍ତା ଉପରେ କଲେଜ ଛାତ୍ରୀଙ୍କୁ ଛୁରା ମାଡ଼ କଲେ ପ୍ରେମିକ
ଚେନ୍ନାଇ,୨୩।୯: କଲେଜ ଯାଉଥିବା ବେଳେ ଜଣେ ୨୧ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଛୁରି ଭୁଷି ହତ୍ୟା କରିଛନ୍ତି। ଚେନ୍ନାଇର ତାମ୍ବାରାମ ରେଲଓ୍ବେ ଷ୍ଟେଶନ ବାହାରେ ଘଟିଛି ଏଭଳି ଘଟଣା। ପ୍ରେମିକାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ…
ଦେଢ଼ବର୍ଷ ପରେ କେରଳରେ ଖୋଲିବ ସିନେମା ହଲ୍
ଥିରୁଭାନନ୍ତପୁରମ୍,୨୩ା୯: କରୋନା ମହାମାରୀ ଯୋଗୁ କେରଳରେ ଦେଢ଼ ବର୍ଷରୁ ଅଧିକ ସମୟ ହେବ ସିନେମା ହଲ୍ ବନ୍ଦ ରହିଥିଲା। ସ୍କୁଲ ପରେ ଏବେ କେରଳ ସରକାର ଦକ୍ଷିଣ ରାଜ୍ୟରେ ସିନେମା ହଲ୍ ଖୋଲିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ହଲ୍ ବନ୍ଦ ଥିବାରୁ…
୯ ମାସ ଧରି ନାବାଳିକାଙ୍କୁ ବଳାତ୍କାର କରୁଥିଲେ ୨୯ ଜଣ
ନୂଆଦିଲ୍ଲୀ,୨୩।୯: ଗତ ୯ ମାସ ଧରି ୧୫ ବର୍ଷୀୟା ନାବାଳିକାଙ୍କୁ ୨୯ ଜଣ ଗଣବଳାତ୍କାର କରିଥିଲେ। ପୀଡ଼ିତା ବୁଧବାର ରାତିରେ ଅଭିଯୋଗ କରିବା ପରେ ମୁମ୍ବାଇରୁ ସାମ୍ନାକୁ ଆସିଛି ଏଭଳି ଜଘନ୍ୟ ଅପରାଧ। ଚଳିତ ବର୍ଷ ଜାନୁୟାରୀରେ ନାବାଳିକାଙ୍କୁ ତାଙ୍କ ବୟଫ୍ରେଣ୍ଡ…
Archives


