ଘର ଉତ୍ତରପ୍ରଦେଶ, ଦିଲ୍ଲୀରୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା, ଅନ୍ୟ ରାଜ୍ୟରେ ଫୋପାଡ଼ି ଦେଲେ ପ୍ରେମୀ ଯୁଗଳଙ୍କ ମୃତଦେହ
ନୂଆଦିଲ୍ଲୀ,୧୭।୯: ଉତ୍ତରପ୍ରଦେଶରୁ ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କୁ ପ୍ରଥମେ ଦିଲ୍ଲୀରୁ ଅପହରଣ କରାଯାଇଥିଲା। ସେମାନଙ୍କୁ ମଧ୍ୟପ୍ରଦେଶରେ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଫୋପାଡ଼ି ଦିଆଯାଇଥିଲା ଅନ୍ୟ ରାଜ୍ୟରେ। ଯୁବକଙ୍କ ମୃତଦେହ ମଧ୍ୟପ୍ରଦେଶରୁ ମିଳିଥିବା ବେଳେ ରାଜସ୍ଥାନରୁ ଯୁବତୀଙ୍କ ମୃତଦେହ ମିଳିଥିବା…
ରାଖୀ ସାଓ୍ବନ୍ତଙ୍କୁ ସିଦ୍ଧୁଙ୍କ ସହ ତୁଳନା
ନୂଆଦିଲ୍ଲୀ,୧୭।୯: ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ବଲିଉଡର ବିବାଦୀୟ ଅଭିନେତ୍ରୀ ରାଖୀ ସାଓ୍ବନ୍ତଙ୍କ ସହ ତୁଳନା କରିଛନ୍ତି ଆମ ଆଦମି ପାର୍ଟି (ଏଏପି)ର ରାଘବ ଚଢ଼ା। ନିକଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କ୍ରିକେଟର ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
‘ୟୁଟ୍ୟୁବ ମୋତେ ମାସିକ ୪ ଲକ୍ଷ ଟଙ୍କା ଦିଏ’
ମୁମ୍ବାଇ,୧୭।୯: କୋଭିଡ୍ ମହାମାରୀ ସମୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ନିଜ ସମୟକୁ ଉପଯୋଗ କରିବା ପାଇଁ ଅନଲାଇନ ଲେକଚର ଦେଇଥିଲେ। ଏଥି ଯୋଗୁ ତାଙ୍କୁ ମାସିକ ୪ ଲକ୍ଷ ଟଙ୍କା ଦେଉଥିଲା ୟୁଟ୍ୟୁବ। ଏ ନେଇ ହରିୟାଣାର ଏକ ଇଭେଣ୍ଟରେ…
ସିବିଆଇ ମୁଖ୍ୟ କାର୍ଯ୍ୟାଳୟର ବେସମେଣ୍ଟରେ ନିଆଁ: ସମସ୍ତ କର୍ମଚାରୀ ସୁରକ୍ଷିତ
ନୂଆଦିଲ୍ଲୀ,୧୭ ।୯: ରାଜଧାନୀ ଦିଲ୍ଲୀର ଲୋଧିରୋଡ ଅଞ୍ଚଳର ସିଜିଓ କମ୍ପେ୍ଲକ୍ସରେ ଥିବା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେଶନ(ସିବିଆଇ)ବିଲଡିଂରେ ଶୁକ୍ରବାର ନିଆଁ ଲାଗିଯାଇଥିଲା । ବିଲଡିଂର ବେସମେଣ୍ଟରେ ଏହି ନିଆଁ ଲାଗିବା ପରେ ଦିନ ପ୍ରାୟ ୧ଟାରେ ଦମକଳ ବାହିନି ଖବର ପାଇ…
ପୁଅ ପିଲାଙ୍କ ଡ୍ରେସ୍ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ ଛାତ୍ରୀ, ଆଉ ତା’ ପରେ…
ଗୁଆହାଟୀ,୧୭ା୯: ଆସାମରେ ଜଣେ ଛାତ୍ରୀ ପୁଅ ପିଲାଙ୍କ ଡ୍ରେସ୍ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିବାରୁ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମିତି ମିଳି ନ ଥିଲା। ଫଳରେ ଛାତ୍ରୀ ଜଣକ ଦେହରେ ପରଦା ଢାଙ୍କି ପରୀକ୍ଷା ଦେଇଥିଲେ। ସୋନିତପୁର ଜିଲା ତେଜପୁରର…
ଭାଜପାର ସେବା, ସମର୍ପଣ ଅଭିଯାନ, ଗୋଟିଏ ଦିନରେ ଦ୍ୱିପ୍ରହର ସୁଦ୍ଧା ଦିଆ ସରିଲାଣି ୧ କୋଟିରୁ ଊର୍ଦ୍ଧ୍ୱ କରୋନା ଟିକା
ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ଗୋଟିଏ ଦିନ ମଧ୍ୟରେ ଅର୍ଥାତ୍ ଶୁକ୍ରବାର ଦ୍ୱିପ୍ରହର ସୁଦ୍ଧା ୧ କୋଟିରୁ…
ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଏସସିଓ ପାଇଁ ଏକ ଚ୍ୟାଲେଞ୍ଜ: ମୋଦି
ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ବୈଠକରେ ଯୋଗ ଦେଇଛନ୍ତି। ତାଙ୍କ ଅଭିଭାଷଣରେ ସେ ତାଜିକିସ୍ତାନର ଲୋକଙ୍କୁ ତ୍ରୟୋଦଶ ସ୍ବାଧୀନତାର ତୃତୀୟ ବାର୍ଷିକୀରେ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ,…
୩ ଦିନ ହେବ ବଢୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୧୭।୯: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୪,୪୦୩ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩୨୦ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ…
‘ପ୍ରଭୁ ଶ୍ରୀରାମ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ’
ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଦେଶ ତଥା ବିଶ୍ୱରୁ ଅଭିନନ୍ଦନର ସୁଅ ଛୁଟୁଛି। ବିଭିନ୍ନ ରାଜନୈତିକ ଦଳଠାରୁ ଆରମ୍ଭ କରି ସାମାଜିକ ସଂଗଠନ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ପଠାଯାଉଛି।…
ସନ୍ନ୍ୟାସୀ ଜୀବନରୁ ପ୍ରଧାନମନ୍ତ୍ରୀ ହେବାର ଯାତ୍ରା: ଜାଣନ୍ତୁ ମୋଦିଙ୍କ ବିଷୟରେ କିଛି ରୋଚକ ତଥ୍ୟ
ନୂଆଦିଲ୍ଲୀ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ। ସାରା ଦେଶରେ ଭାଜପା ପକ୍ଷରୁ ବିଭିନ୍ନ କାର୍ଯ୍ୟମାନ ଆୟୋଜନ କରାଯାଉଛି। ତାଙ୍କ ବିଷୟରେ ଅନେକ ଜିନିଷ ଅଛି, ଯାହା ତାଙ୍କୁ ଦେଶର ଅନ୍ୟ ପ୍ରଧାନମନ୍ତ୍ରୀଙ୍କଠାରୁ ଭିନ୍ନ କରିଥାଏ। ଏଥି ସହିତ,…
ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କ ଉପହାର
ନୂଆଦିଲ୍ଲୀ,୧୭ ।୯: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାରା ବିଶ୍ୱରେ ଯେତେପ୍ରକାର ଉପହାର ମିଳିଛି ତା’ର ନିଲାମି କରାଯିବ ବୋଲି କହିଛି । ଏହାର ଇ-ନିଲାମି କରାଯିବ । ଏଥିରୁ ଯେଉଁ ଅର୍ଥ ମିଳିବ ତାହା ନମାମି…
ବିହାରରେ ‘ମେଗା ଭ୍ୟାକ୍ସିନେଶନ ଡ୍ରାଇଭ’
ପାଟନା,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ଶୁକ୍ରବାର ବିହାରର ରାଜଧାନୀ ପାଟନାରେ ବି କେତେ ଗୁଡିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିହାର ମୁଖ୍ୟମନ୍ତ୍ରୀ…
Archives


