କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ
ମୁମ୍ବାଇ: ଟେଲି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ କଂଗ୍ରେସରେ ଯୋଗ ଦେଇଛନ୍ତି । ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାଜନୀତିରେ…
ଡ୍ରଗ୍ସ୍ ଆଇନରେ ପରିବର୍ତ୍ତନ ପାଇଁ ମନ୍ତ୍ରୀଙ୍କ ଦାବି, ଯୁବବର୍ଗଙ୍କୁ ଜେଲ୍ ବଦଳରେ ସୁଧାର ଗୃହ ପଠାଯାଉ…
ଲକ୍ଷ୍ନୌ,୨୮।୧୦: ଦେଶରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ ଗଣମାଧ୍ୟମ ସମ୍ମିଳନୀରେ ରାମଦାସ କହିଛନ୍ତି ଦେଶରେ ପ୍ରଚଳିତ…
ମାଗଣା ଯାତ୍ରା ସୁବିଧା ବନ୍ଦ କଲା ଏୟାର ଇଣ୍ଡିଆ, ସରକାରୀ ବାବୁ ଏବେ କିଣିବେ ଟିକଟ…
ନୂଆଦିଲ୍ଲୀ,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ତୁରନ୍ତ ଏୟାର ଇଣ୍ଡିଆର ବକେୟା ଦେୟ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ବର୍ତ୍ତମାନ ଟିକେଟ କେବଳ ନଗଦ ଆକାରରେ କିଣିବାକୁ କୁହାଯାଇଛି। ଟାଟା ଗ୍ରୁପର ଏକ…
ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଦ୍ରୁତଗତିରେ ମାଡ଼ିଗଲା ଟ୍ରକ୍, ୩ ମୃତ…
ଚଣ୍ଡିଗଡ଼,୨୮।୧୦: ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଦ୍ରୁତଗତିରେ ଏକ ଟ୍ରକ ମାଡ଼ିଯାଇଛି। ଏଥିରେ ୩ ମହିଳା ଚାଷୀଙ୍କ ମୃତ୍ୟୁ ଘଟିଛି। ହରିୟାଣା ବାହାଦୂରଗଡ଼ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳା ଚାଷୀ ମାନେ ରୋଡ୍ ଡିଭାଇଡରରେ ବସି ଘରକୁ ଫେରିବା…
୭ ଶହ ଟପିଲା ଦୈନିକ ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୨୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୬ ହଜାର ୧୫୬ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ…
ସତ ପଦାକୁ ଆସିବା ଜରୁରୀ
ନୂଆଦିଲ୍ଲୀ,୨୮।୧୦: ନିଜ ନାଗରିକଙ୍କ ବିରୋଧରେ ଗୁପ୍ତଚରଗିରି କରାଇବା ଲାଗି ଇସ୍ରାଏଲର ଟେକ୍ନୋଲୋଜି ଫାର୍ମ ଏନ୍ଏସ୍ଓ ଗ୍ରୁପ୍ଠାରୁ ପେଗାସସ୍ ସ୍ପାଏଓ୍ବେର ଆଣି କେନ୍ଦ୍ର ସରକାର ତାକୁ ବ୍ୟବହାର କରିଥିବା ବିଷୟକୁ ଖଣ୍ଡନ କରିନାହାନ୍ତି। ତେଣୁ ଏହାର ସତ ସାମ୍ନାକୁ ଆସିବା ଜରୁରୀ ବୋଲି…
୫ ହଜାର କିମି ଦୂରରେ ଥିବା ଶତ୍ରୁକୁ ଧ୍ୱଂସ କରିବ ଅଗ୍ନି-୫
ବାଲେଶ୍ୱର ଅଫିସ, ୨୭ା୧୦- ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ। ବ୍ରହ୍ମାସ୍ତ୍ର କୁହାଯାଉଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ବୁଧବାର ରାତି ପ୍ରାୟ ୭ଟା ୫୦ ମିନିଟ୍ରେ ଡିଆରଡିଓ ପକ୍ଷରୁ ଅବଦୁଲ କଲାମ ଦ୍ୱୀପରୁ ଉତ୍କ୍ଷେପଣ…
ଜେଲକୁ ଫେରିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା
ଲଖିମପୁର ଖେରି, ୨୭ା୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ହସ୍ପିଟାଲରୁ ଜେଲକୁ ଫେରିଛନ୍ତି। ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଶିଷଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର…
ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଜାରି ରଖିବେ ଓ୍ବାଙ୍ଖଡେ
ନୂଆଦିଲ୍ଲୀ,୨୭।୧୦: ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ଜୋନାଲ ଅଫିସର ସମୀର ଓ୍ବାଙ୍ଖଡେଙ୍କୁ ଲାଞ୍ଚ କାରବାର ମାମଲାରେ ବୁଧବାର ପଚରାଉଚରା କରାଯାଇଛି। ଏହାସତ୍ତ୍ୱେ ଓ୍ବାଙ୍ଖଡେ ମୁମ୍ବାଇର କ୍ରୁଜ ଡ୍ରଗ୍ସ ମାମଲାରେ ତଦନ୍ତ ଜାରି ରଖିବେ, ଯେଉଁ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି…
ଦିନେ ଶାହରୁଖଙ୍କୁ ଅଟକାଇଥିଲେ
ମୁମ୍ବାଇ,୨୭।୧୦: ଡ୍ରାଗ୍ସ ମାମଲାରେ ଛନ୍ଦି ହୋଇଥିବା ଆର୍ଯ୍ୟନ ଖାନଙ୍କୁ ବୁଧବାର ମଧ୍ୟ ଜାମିନ ମିଳିନାହିଁ। ତାଙ୍କ ନିକଟରୁ କୌଣସି ଡ୍ରାଗ୍ସ ମିଳି ନ ଥିଲା। ଏହାସତ୍ତ୍ୱେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) କୋର୍ଟରେ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରୁଛି। କୌତୁହଳର କଥା…
ପ୍ରଧାନମନ୍ତ୍ରୀ ଦେଶଠାରୁ ଊର୍ଦ୍ଧ୍ୱରେ ନୁହନ୍ତି
ନୂଆଦିଲ୍ଲୀ,୨୭।୧୦: “କିଏ ପେଗାସସ୍କୁ ଆଣିଛି ? ଏହାଦ୍ୱାରା କେଉଁ ମାନଙ୍କୁ ଟାର୍ଗେଟ କରାଯାଇଛି ? ଅନ୍ୟ କୌଣସି ଦେଶ ପାଖରେ ଆମ ଲୋକଙ୍କ ତଥ୍ୟ ଅଛି କି ? ତାଙ୍କ ପାଖରେ କେଉଁ ସବୁ ତଥ୍ୟ ଅଛି ? ଏସବୁ ଗୁରୁତ୍ୱପୂର୍ଣ୍ଣ…
ଆଜି ବି ମିଳିଲାନି ଆର୍ୟନଙ୍କୁ ଜାମିନ, କାଲି ହେବ ଶୁଣାଣି
ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଆର୍ୟନଙ୍କ ଜାମିନକୁ ବିରୋଧ କରି ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ ସହ…
Archives


