ଜାତୀୟ

ଦ୍ୱାରକାଧୀଶ ମନ୍ଦିର ଧ୍ୱଜା ଉପରେ ବଜ୍ରପାତ…

ଅହମଦାବାଦ,୧୪।୭: ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରକାଧୀଶ ମନ୍ଦିରର ଧ୍ୱଜା ଉପରେ ବଜ୍ରପାତ ହୋଇଛି। ମଙ୍ଗଳବାର ପ୍ରଚଣ୍ଡ ବଜ୍ରପାତ ଯୋଗୁ ଏଭଳି ଘଟିଛି। ଅପରାହ୍ନ ୨ଟା ୩୦ରେ ହୋଇଥିବା ବଜ୍ରପାତରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ମନ୍ଦିରର ୫୨ ଗଜ ଲମ୍ବ ଧ୍ୱଜାକୁ…

ତୃତୀୟ ସନ୍ତାନ ଥିବାରୁ ସରକାରୀ ଅଧିକାରୀଙ୍କୁ ଅଯୋଗ୍ୟ ଘୋଷିିତ କଲେ ହାଇକୋର୍ଟ…

ଭୋପାଳ,୧୪।୭: ଚାକିରି କରିବା ପରେ ଜଣେ ସରକାରୀ ଅଧିକାରୀଙ୍କ ତୃତୀୟ ସନ୍ତାନ ହେବାରୁ ହାଇକୋର୍ଟ ତାଙ୍କ ଅଯୋଗ୍ୟ ଘୋଷିତ କରିଛନ୍ତି। ମଧ୍ୟପ୍ରଦେଶର ଗ୍ବାଲିୟର ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟରେ ପ୍ରଣୟନ ହୋଇଥିବା ସଭିଲ୍‌ ସର୍ଭିସ୍‌ ଅଧିନିୟମ ୧୯୬୧ ଅନ୍ତର୍ଗତ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କୁ…

କୋଭାକ୍ସିନକୁ ଖୁବ୍‌ଶୀଘ୍ର ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

କରୋନାର ତୃତୀୟ ଲହରକୁ ରୋକିବା ପାଇଁ ଟିକାକରଣ ଜରୁରୀ ହୋଇପଡ଼ିଥିବାବେଳେ କୋଭାକ୍ସିନକୁ ନେଇ ବଡ଼ ଖବର ଆସିଛି। କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି ଯେ, ଏହି ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ଯଥାଶୀଘ୍ର ସମ୍ଭବ…

ଟୁଇଟ୍‌ ହଟାଇବାକୁ ସାକେତଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୪ା୭: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସ୍ତ୍ରୀ ତଥା ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀଙ୍କ ବିରୋଧରେ କରିଥିବା ଅପମାନଜନକ ଟୁଇଟ୍‌ ହଟାଇବା ପାଇଁ ସାମାଜିକ କର୍ମୀ ସାକେତ ଗୋଖଲେଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ମୀ…

କ୍ୟାବିନେଟ କମିଟି ପୁନର୍ଗଠିତ

ନୂଆଦିଲ୍ଲୀ,୧୪ା୭: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ୬ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ କମିଟିଗୁଡ଼ିକୁ ପୁନର୍ଗଠନ କରିଛନ୍ତି। ମଙ୍ଗଳବାର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ)କୁ ଛୋଟ କରାଯାଇଥିବାବେଳେ ରାଜନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ)ରେ ନୂଆ ମୁହଁଙ୍କୁ…

ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ,୧୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଜୁଲାଇ ୧୨ରେ ନୂଆ…

ପୁଲଓ୍ବାମା ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୧୪।୭: ଜମ୍ମୁ-କଶ୍ମୀରରେ ଅତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ କମାଣ୍ଡର ଏଜାଜ୍‌ ଓରଫ୍‌ ଅବୁ…

ଓଡ଼ିଶାରେ ପଶିଛନ୍ତି ବାଂଲାଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୪ା୭: ବାଂଲାଦେଶର ୧୫ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗ ସୀମା ଦେଇ ଆସିବା ପରେ ସେମାନଙ୍କ ମଧ୍ୟରୁ ୧୦ ଜଣ ଓଡ଼ିଶା, ବିହାର ଓ ଜମ୍ମୁ-କଶ୍ମୀରରେ ରହିଛନ୍ତି। କୋଲକାତା ପୋଲିସ ସ୍ପେଶାଲ ଟାସ୍କଫୋର୍ସର ଜଣେ ଅଧିକାରୀ ସୋମବାର ଏହି…

ଦିଲ୍ଲୀ କୋର୍ଟରେ ଅଭିଯୁକ୍ତଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୩ା୭: ଦିଲ୍ଲୀର ଦ୍ୱାରକା କୋର୍ଟ ପରିସରରେ ସୋମବାର ରାତିରେ ଗୁଳିକାଣ୍ଡ ଘଟିଛି। ଶୁଣାଣି ପାଇଁ ଆସିଥିବା ଅଭିଯୁକ୍ତଙ୍କୁ କିଛି ଓକିଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ହତ୍ୟା କରାଯାଇଛି। ମୃତକଙ୍କ ନାମ ଉପକାର ବୋଲି ଜଣାପଡ଼ିଛି। କୋର୍ଟ ପରିସରରେ ଥିବା ଓକିଲ…

ଥମୁନି ମୁକୁଲ-ଶୁଭେନ୍ଦୁଙ୍କ କଳି

କୋଲକାତା,୧୩।୭: ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରୟ ଭାଜପା ଛାଡ଼ି ତୃଣମୂଳକ କଂଗ୍ରେସରେ ଯୋଗଦେବା ପରଠୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା କଳି ଥମିବାର ନା ନେଉ ନାହିଁ। ରାଜ୍ୟପାଳ ଜଗଦୀପ ଧାନଖରଙ୍କୁ ମଙ୍ଗଳବାର ଭେଟିଛି ଶୁଭେନ୍ଦୁଙ୍କ…

୧ ଲକ୍ଷ ଜରିମାନା ଦେବେ ତାମିଲ ସୁପରଷ୍ଟାର ବିଜୟ

ଚେନ୍ନାଇ,୧୩।୭: ତାମିଲ ଫିଲ୍ମ ସୁପରଷ୍ଟାର ବିଜୟ ୨୦୧୨ରେ ରୟାଲ ରୋଏସ କାର୍‌ ବିଦେଶରୁ ଆଣିଥିଲେ। ଏହା ବାବଦକୁ ସେ ଏପର୍ଯ୍ୟନ୍ତ ଟ୍ୟାକ୍ସ ଦେଇନାହାନ୍ତି। ଏହି ମାମଲାର ଶୁଣାଣି କରି ମାଦ୍ରାସ ହାଇକୋର୍ଟ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଟ୍ୟାକ୍ସ ପୈଠ କରିବାକୁ…

କରୋନାର ତୃତୀୟ ଲହରକୁ ଲୋକେ ମୌସୁମୀ ଅପଡେଟ୍ ଭଳି ନେଉଛନ୍ତି: ଲଭ ଅଗ୍ରୱାଲ

ନୂଆଦିଲ୍ଲୀ,୧୩ ।୭: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ମଙ୍ଗଳବାର କହିଛନ୍ତି ଲୋକେ କରୋନାର ତୃତୀୟ ଲହରୀକୁ ମୌସୁମୀର ଅପଡେଟ୍ ଭଳି ଗ୍ରହଣ କରୁଛନ୍ତି । ଏହାକୁ କେହି ଗମ୍ଭିରତାର ସହ ଗ୍ରହଣ କରୁ ନାହାନ୍ତି । ଏହାପ୍ରତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri