ଜାତୀୟ

ନେହେରୁଙ୍କୁ କାହିଁକି ଘୃଣା କରୁଛନ୍ତି କେନ୍ଦ୍ର ସରକାର, ସଞ୍ଜୟଙ୍କ ପ୍ରଶ୍ନ…

ମୁମ୍ବାଇ,୫।୯: ଶିବସେନା ଏମ୍‌ପି ସଞ୍ଜୟ ରାଉତ ରବିବାର କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତର ସ୍ବାଧିନତାର ୭୫ ତମ ବାର୍ଷିକୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଅନୁଷ୍ଠାନ ଦ୍ୱାରା ଜାରି ହୋଇଥିବା ପୋଷ୍ଟରରେ…

ଏସବୁ ୪୩ ସ୍ମାର୍ଟଫୋନରେ ଆଉ ଚାଲିବନି ହ୍ବାଟସ୍‌ଆପ୍‌…

ନୂଆଦିଲ୍ଲୀ,୫।୯: ନଭେମ୍ବର ୧ଠାରୁ ୪୩ଟି ସ୍ବାର୍ଟଫୋନ୍‌ରେ ଆଉ ହ୍ବାଟସ୍‌ ଆପ୍‌ ଚାଲିବନି। ହ୍ବାଟସ୍‌ ଆପ୍‌ ଲଗାତାର ପୁରୁଣା ଫୋନ୍‌ରେ ନିଜର ସପୋର୍ଟ ବନ୍ଦ କରିବାରେ ଲାଗିଛି। ଏସବୁ ସ୍ମାର୍ଟଫୋନ୍‌ ମଧ୍ୟରେ ଆଣ୍ଡ୍ରଏଡ୍‌ ଏବଂ ଆପଲ ଆଇଓଏସ୍‌ ସ୍ମାର୍ଟଫୋନ୍‌ ରହିଛି। ଏଣିକି ଆଣ୍ଡ୍ରଏଡ୍‌…

ଗୁରୁଦିବସର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୫।୯: ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତିି। ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଅର୍ପଣ…

ବଢ଼ିବ ନିଯୁକ୍ତି ପ୍ରକ୍ରିୟା

ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ମୁଖ୍ୟ ଅର୍ଥଶାସ୍ତ୍ରୀ ସୌମ୍ୟକାନ୍ତି ଘୋଷ କହିଛନ୍ତି, ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଶ୍ରମ ବଜାରର ସ୍ଥିତିରେ ସୁଧାର ଆସିବ ଏବଂ କମ୍ପାନୀଗୁଡିକ ମହାମାରୀ ହ୍ରାସ ହେବା ସହ ନିଯୁକ୍ତି ପ୍ରକ୍ରିୟାକୁ…

ପୁଣି ଆତଙ୍କ, ଫେରୁଛି କରୋନା…

ନୂଆଦିଲ୍ଲୀ,୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ ଦେଶରେ…

ତାଲିବାନ୍‌ ସଙ୍କଟ ପାଇଁ ତେଲ ଦର ବଢ଼ୁଛି

ବେଙ୍ଗାଲୁରୁ, ୫।୯: ଭାରତରେ ତେଲ ଦର ବୃଦ୍ଧି ପାଇଁ କର୍ନାଟକର ଭାଜପା ବିଧାୟକ ଆଫଗାନିସ୍ତାନରେ ତାଲିବାନ୍‌ ସଙ୍କଟକୁ ଦାୟୀ କରିଛନ୍ତି। ତାଲିବାନ୍‌ ସଙ୍କଟ ଯୋଗୁ ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଇଛି। ସେଥିପାଇଁ ମେ’ ମାସରୁ ଏଲ୍‌ପିଜି, ପେଟ୍ରୋଲ ଓ ଡିଜେଲ…

ଟିଏମ୍‌ସିରେ ଯୋଗଦେଲେ ଭାଜପା ବିଧାୟକ

କୋଲକାତା, ୫।୯: ପଶ୍ଚିମବଙ୍ଗର ୩ ଆସନରେ ଉପନିର୍ବାଚନ ପୂର୍ବରୁ କାଳିଆଗଞ୍ଜର ଭାଜପା ବିଧାୟକ ସୌମେନ ରାୟ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗଦେଇଛନ୍ତି। ପରିସ୍ଥିତିକୁ ନେଇ ତାଙ୍କୁ ଭାଜପା ଟିକେଟରେ ନିର୍ବାଚନ ଲଢ଼ିବାକୁ ପଡ଼ିଥିଲା। ହେଲେ ତାଙ୍କ ଆତ୍ମା ଓ ହୃଦୟ ଟିଏମ୍‌ସିରେ…

ଅଟୋ ଚଳାଇ ପରିବାର ପୋଷୁଛନ୍ତି ୮ ବର୍ଷର ବାଳକ

ବିଜୟଓ୍ବାଡ଼ା, ୫।୯: ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲାରେ ଜଣେ ୮ ବର୍ଷର ବାଳକ ରାଜଗୋପାଳ ରେଡ୍ଡୀ ନିଜ କଅଁଳ କାନ୍ଧରେ ପରିବାରର ବୋଝ ଉଠାଉଛନ୍ତି। ସେ ଏକ ବିଦ୍ୟୁତ୍‌ଚାଳିତ ଅଟୋ ଚଳାଇ ତାଙ୍କ ଅନ୍ଧ ମାତାପିତା ଓ ଦୁଇ ଭାଇଙ୍କୁ ଖାଦ୍ୟ ଯୋଗାଉଛନ୍ତି।…

ଆଇଏସ୍‌ ଆତଙ୍କବାଦୀଙ୍କ ବିରୋଧରେ ଏନ୍‌ଆଇଏ ଚାର୍ଜଶିଟ୍‌

ବେଙ୍ଗାଲୁରୁ, ୫।୯(ଆଇଏଏନ୍‌ଏସ୍‌): ଅଲ୍‌-ହିନ୍ଦ୍‌ ମଡ୍ୟୁଲ୍‌ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଜଣେ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀଙ୍କ ବିରୋଧରେ ସ୍ବତନ୍ତ୍ର କୋର୍ଟରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଛି। ଅଭିଯୁକ୍ତ ଶିହାବୁଦ୍ଦିନଙ୍କ ବିରୋଧରେ ଆଇପିସିର ଧାରା ୧୨୦ବି, ଅସ୍ତ୍ରଶସ୍ତ୍ର…

ଏକ ସନ୍ତାନ ନୀତି ସପକ୍ଷରେ କେନ୍ଦ୍ରମନ୍ତ୍ରୀ

ଅହମଦାବାଦ, ୫।୯: କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠାଓ୍ବାଲେ ଭାରତରେ ଏକ ସନ୍ତାନ ନୀତି ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ବିକାଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଜରୁରୀ। ସେଥିପାଇଁ ତାଙ୍କ ଦଳ ଏକସନ୍ତାନ ନୀତିକୁ ସମର୍ଥନ କରେ ବୋଲି ଆର୍‌ପିଆଇ ଅଧ୍ୟକ୍ଷ…

ଜବତ ହୋଇଥିବା ଚୋରି ସାମଗ୍ରୀ ବିକି ଦେଉଥିଲେ ମହିଳା ପୋଲିସ

ପାଲଘର,୫।୯: ଚୋରି ମାମଲାରେ ଜବତ ହୋଇଥିବା ସାମଗ୍ରୀକୁ ବିକ୍ରି କରିବା ଅଭିଯୋଗରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘର ଜିଲାର ଭସାଇ ଥାନାରେ। ଭସାଇ ପୋଲିସ ଦ୍ୱାରା ଜବତ ହୋଇଥିବା ଚୋରି ସାମଗ୍ରୀକୁ…

ବର୍ଦ୍ଧିତ ପେଟ୍ରୋଲ ଦର ପାଇଁ ତାଲିବାନ୍‌କୁ ଦାୟୀ କଲେ ଭାଜପା ନେତା

ବେଙ୍ଗାଲୁରୁ,୪।୯: ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦର ପାଇଁ ତାଲିବାନ୍‌ ଯୋଗୁ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସଙ୍କଟ ଦାୟୀ। ଅହେତୁକ ବୃଦ୍ଧି ପାଉଥିବା ତୈଳ ଦର ଉପରେ ପ୍ରଶ୍ନ କରାଯିବାରୁ ଏଭଳି ଉତ୍ତର ଦେଇଛନ୍ତି କର୍ନାଟକର ଭାଜପା ବିଧାୟକ ଅରବିନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri