ଜାତୀୟ

ନୂଆ ରାଜନୈତିକ ଦଳ ଗଠନ ସମ୍ପର୍କରେ ଘୋଷଣା କଲେ କ୍ୟାପଟେନ୍‌…

ଚଣ୍ଡିଗଡ଼,୨୭।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ନୂଆ ରାଜନୈତିକ ଦଳ ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି। ତେବେ ଏହାର ନାମ କରଣ ଶୀଘ୍ର ହେବ ବୋଲି କ୍ୟାପଟେନ୍‌ ସୂଚନା ଦେଇଛନ୍ତି। ଅନୁଷ୍ଟିତ ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ସେ…

କୌଣସି ପ୍ରକାର ଗୁପ୍ତଚରୀକୁ ସହ୍ୟ କରାଯିବ ନାହିଁ…

ନୂଆଦିଲ୍ଲୀ,୨୭।୧୦: ଦେଶରେ କୌଣସି ପ୍ରକାରର ଗୁପ୍ତଚରୀକୁ ସହ୍ୟ କରାଯିବ ନାହିଁ ବୋଲି ପେଗାସସ୍‌ ମାମଲାର ଶୁଣାଣି ସମୟରେ ବୁଧବାର ସୁପ୍ରିମ୍‌କୋର୍ଟ ପ୍ରକାଶ କରିଛନ୍ତି। ଏହାର ଯାଞ୍ଚ୍‌ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବା ଆବଶ୍ୟକତା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଗଠନ…

ଧମକ ଦେଲା ଆତଙ୍କବାଦୀ ସଂଗଠନ ୟୁଏଲ୍‌ଏଫ୍‌…

ଶ୍ରୀନଗର,୨୭।୧୦: ଆତଙ୍କବାଦୀ ସଂଗଠନ ୟୁଏଲ୍‌ଏଫ୍‌ ପକ୍ଷରୁ ଜମ୍ମୁ-କଶ୍ମୀରର ବାସିନ୍ଦା ନ ଥିବା ଲୋକଙ୍କୁ ଧମକ ଦିଆଯାଇଛିି। ୟୁଏଲ୍‌ଏଫ୍‌ କହିଛି ଯେ, ଅଣ-କଶ୍ମୀର ବାସିନ୍ଦା ଶୀଘ୍ର ରବିବାର ଦିନ ଘଟଣା ଭାରତ ପାକିସ୍ତାନ ଟି-୨୦ ମ୍ୟାଚ୍‌ ନେଇ କ୍ଷମା ପ୍ରାର୍ଥନା କରନ୍ତୁ ।…

ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୬ ଜୀବନ

ଚେନ୍ନାଇ,୨୭।୧୦: ତାମିଲନାଡୁର କଲ୍ଲାକୁରିଚି ଜିଲାର ଶଙ୍କରପୁରମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଣ ହୋଲସେଲରେ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହାତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ଲାକୁରିଚି ସ୍ଥିତ…

ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ଟପିଲା ୫ ଶହ…

ନୂଆଦିଲ୍ଲୀ,୨୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୩ ହଜାର ୪୫୧ ରେ ପହଞ୍ଚିଛି। ୨୩୯ ଦିନ ପରେ ଦୈନିକ ସଂକ୍ରମଣ…

ଦ୍ୱିତୀୟ ଡୋଜ୍‌ ଟିକା ନେଇନାହାନ୍ତି ୧୧ କୋଟି

ନୂଆଦିଲ୍ଲୀ, ୨୭।୧୦: ଦେଶର ସାବାଳକ ଜନସଂଖ୍ୟାର ୭୬ ପ୍ରତିଶତରୁ ଊର୍ଦ୍ଧ୍ୱ କୋଭିଡ୍‌ ଟିକାର ଅନୂ୍ୟନ ଗୋଟିଏ ଡୋଜ୍‌ ନେଇଥିବାବେଳେ ମାତ୍ର ୩୨ ପ୍ରତିଶତ ଦୁଇଟି ଡୋଜ୍‌ ନେଇଥିବା ଜଣାପଡ଼ିଛି। ଧାର୍ଯ୍ୟ ସମୟ ଅତିକ୍ରମ କରିଥିଲେ ମଧ୍ୟ ୧୧ କୋଟି ଲୋକ ଦ୍ୱିତୀୟ…

ମାର୍ଚ୍ଚ ସୁଦ୍ଧା ୧୩ ବିମାନ ବନ୍ଦର ଘରୋଇକରଣ

ନୂଆଦିଲ୍ଲୀ,୨୭ ।୧୦: ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଦେଶର ୧୩ ବିମାନ ବନ୍ଦର ଘରୋଇକରଣ ପ୍ରକ୍ରିୟା ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବିମାନ ବନ୍ଦରଗୁଡ଼ିକ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ଦ୍ୱାରା ପରିଚାଳିତ ହେଉଛି। ଏଏଆଇ ଅଧ୍ୟକ୍ଷ…

ଆର୍ଯ୍ୟନଙ୍କ ମାମଲାରେ ୨ ଜଣଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୬।୧୦: ମୁମ୍ବାଇର ଡାଗ୍ସ କ୍ରୁଜ ମାମଲାରେ ଗିରଫ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ୨ ଜଣ(ମନୀଷ ରାଜଗାରିଆ ଓ ଅଭିନ ସାହ)ଙ୍କୁ ମଙ୍ଗଳବାର ଏକ ସ୍ପେଶାଲ କୋର୍ଟ ଜାମିନ ଦେଇଛନ୍ତି। ଏହି ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ…

ହଟିଲା ବିଜ୍ଞାପନ

ନୂଆଦିଲ୍ଲୀ,୨୬।୧୦: ବିବାଦୀୟ ‘କରଓ୍ବାଚୌଥ୍‌’ ବିଜ୍ଞାପନକୁ ନେଇ ଟ୍ରୋଲ୍‌ ହେବା ପରେ ପ୍ରାଇଭେଟ୍‌ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ତାହାକୁ ମଙ୍ଗଳବାର ହଟାଇଦେଇଛି। ଏଥିସହ ଏହି ବିଜ୍ଞାପନ ପାଇଁ କମ୍ପାନୀ ନିଃସର୍ତ୍ତ କ୍ଷମା ମାଗିଛି। ସୋସିଆଲ ମିଡିଆରୁ କମ୍ପାନୀର କ୍ୟାମ୍ପେନ୍‌କୁ ହଟାଯାଇଛି। ଲୋକଙ୍କ ଭାବାବେଗକୁ…

ଛୁଆଙ୍କୁ ଗଛରେ ବାନ୍ଧି ନିର୍ଯାତନା

ବେଙ୍ଗାଲୁରୁ,୨୬।୧୦: ବେଙ୍ଗାଲୁରୁର ଏକ ସରକାରୀ ସ୍କୁଲ ପରିସରରେ ପିଲାଙ୍କୁ ନିର୍ଯାତନା ଦିଆଯିବା ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପିଲାଙ୍କୁ ଗଛରେ ବାନ୍ଧି ପିଟିବା ସହ ନାନା ନିର୍ଯାତନା ଦେଉଥିଲେ। ଗିରଫ ୬ ଜଣଙ୍କ ମଧ୍ୟରେ ୫ ନାବାଳକ ଥିବା…

ଆର୍ଯ୍ୟନଙ୍କୁ ଜେଲ ନୁହେଁ ରିହାବ ପଠାଇବା କଥା

ମୁମ୍ବାଇ,୨୬।୧୦: ଆର୍ଯ୍ୟନ ଖାନଙ୍କୁ ଆହୁରି ଗୋଟିଏ ରାତି ଜେଲରେ କାଟିବାକୁ ପଡ଼ିବ। ତାଙ୍କ ଜାମିନ ଆବେଦନର ଶୁଣାଶିକୁ ବମ୍ବେ ହାଇକୋର୍ଟ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ୨୭ ତାରିଖ ଅପରାହ୍ନ ୨ଟା ୩୦ ହେବ। କୋର୍ଟରେ ଆଜି…

ଗିରଫ ହେଲେ ୩ ନୌସେନା ଅଧିକାରୀ

ନୂଆଦିଲ୍ଲୀ,୨୬।୧୦: ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ମଙ୍ଗଳବାର ନୌସେନା ବିଭାଗର ୩ଜଣଙ୍କୁ ଗିରଫ କରିଛି ସିବିଆଇ। ଭାରତର ଏକ ବୁଡ଼ା ଜାହାଜର ଆଧୁନିକୀକରଣର ତଥ୍ୟ ସେମାନେ ଲିକ୍‌ କରିଥିବା ଜଣାପଡ଼ିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri