ଟୁଇଟରର ନୂଆ ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୧୧: ଆଇଆଇଟି ବମ୍ବେରୁ ଗ୍ରାଜୁଏଶନ କରିଥିବା ପରାଗ ଅଗ୍ରଓ୍ବାଲ ଏବେ ଟୁଇଟରର ସିଇଓ ଜ୍ୟାକ ଡୋରସିଙ୍କ ପଦ ସମ୍ଭାଳିବାକୁ ଯାଉଛନ୍ତି। ଟୁଇଟରର ସହପ୍ରତିଷ୍ଠାତା ଡୋରସି ସୋମବାର ସନ୍ଧ୍ୟାରେ ଟୁଇଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ କମ୍ପାନୀର ପରବର୍ତ୍ତୀ ସିଇଓ ଭାବେ ଘୋଷଣା କରିଛନ୍ତି ପରାଗଙ୍କ ନାମ।

ଭାରତୀୟ ବଂଶୋଦ୍ଭବ ଆଇଆଇଟି-ବମ୍ବେରେ ଗ୍ରାଜୁଏଶନ ଶେଷ କରିବା ପରେ ଷ୍ଟାନଫର୍ଡ ୟୁନିଭର୍ସିଟିରୁ କମ୍ପ୍ୟୁଟର ସାଇନ୍ସରେ ପିଏଚ୍‌ଡି ହାସଲ କରିଥିଲେ। ୨୦୧୧ରେ ଆଡ୍ସ ଇଞ୍ଜିନିୟର ଭାବେ ଟୁଇଟରରେ ନିଯୁକ୍ତି ପାଇଥିଲେ ପରାଗ। କିଛି ଦିନ ମଧ୍ୟରେ ସେ ହାତେଇଥିଲେ କମ୍ପାନୀର ‘ବିଖ୍ୟାତ ସଫ୍ଟଓ୍ବେର ଇଞ୍ଜିନିୟର’ ଟାଇଟଲ। ୨୦୧୮ରେ ତାଙ୍କୁ ମୁଖ୍ୟ ଟେକ୍‌ନୋଲୋଜି ଅଫିସର ଭାବେ ନିଯୁକ୍ତ କରିଥିଲା ଟୁଇଟର।

ନୂଆ ନିଯୁକ୍ତି ସହ ପରାଗ ଭାରତୀୟ ବଂଶୋଦ୍ଭବ ସିଲିକନ ଭାଲି ସିଇଓଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଏହି ତାଲିକାରେ ଅଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ ଓ ମାଇକ୍ରୋସଫ୍ଟ ମୁଖ୍ୟ ସତ୍ୟ ନାଡେଲା।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ଘରୁ ଏକେ-୪୭, ଗୁଳି ଜବତ…

ଇସଲାମାବାଦ,୧୮।୩ : ପାକିସ୍ତାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜମାନ ସ୍ଥିତ ବାସଭବନରୁ ଏେsକ-୪୭ ସହିତ ବହୁ ଗୁଳ,ି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ...

ମମତାଙ୍କ ଖୋଲା ଚ୍ୟାଲେଞ୍ଜ: ସାହସ ଅଛି ତ ଗିରଫ କରାଉ ଭାଜପା

କୋଲକାତା,୨୫।୧୧: ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ସ୍ଥିତିରେ ଶାସକ ଦଳ ଟିଏମ୍‌ସି ଓ ବିରୋଧୀ ଦଳ ରାଜ୍ୟରେ ନିର୍ବାଚନ ପ୍ରଚାର ଜୋରଦାର...

ବାତ୍ୟା ବାୟୁର ପ୍ରଭାବ: ସୋମନାଥ ମନ୍ଦିରର ୧୧୫ ଫୁଟ ଉଚ୍ଚ ଶିଖରକୁ ଛୁଇଁଲା ଅଶାନ୍ତ ଜୁଆର

ଅହମ୍ମଦାବାଦ୍‌, ୧୩।୬: ବାତ୍ୟା ବାୟୁ ଗୁଜରାଟ ଉପକୂଳ ସୌରାଷ୍ଟ୍ରରେ ତାଣ୍ଡବ ରଚିଛି। ବାୟୁର ପ୍ରଭାବରେ ଏଠାରେ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଫଳରେ ଜୁଆର ସ୍ଥାନୀୟ...

ଜୁମ୍‌ ମିଟିଂରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପରେ ଛୁଟିରେ ଗଲେ ସିଇଓ

ନ୍ୟୁୟର୍କ,୧୨।୧୨: ଆମେରିକାର ବେଟର୍‌ ଡଟ କମର ସିଇଓ ବିଶାଲ ଗର୍ଗ ଛୁଟିରେ ଯାଇଛନ୍ତି। ଜୁମ କଲ ସମୟରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିବା ବିଶାଲ...

ଭାରତ ବନ୍ଧୁତାକୁ ସମ୍ମାନ ଦେବା ସହିତ ଆଖିରେ ଆଖି ମିଶାଇ ଜବାବ ବି ଦେଇପାରେ: ମୋଦି

ନୂଆଦିଲ୍ଲୀ, ୨୮।୬: ଭାରତ ବନ୍ଧୁତାକୁ ସମ୍ମାନ ଦେଇଥାଏ। ସେହିପରି ଆବଶ୍ୟକ ପଡ଼ିଲେ ଆଖିରେ ଆଖି ମିଶାଇ ଜବାବ ଦେବାକୁ ବି ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆଇଏମଏଫର ଅନୁମାନ: ୨୦୨୩ରେ ଭାରତର ଜିଡିପି ରହିବ ୬.୧ ପ୍ରତିଶତ

ଓ୍ବାଶିଂଟନ୍‌,୩୧।୧: ବିଶ୍ୱ ଏବଂ ଭାରତୀୟ ଅର୍ଥନୀତି ସମ୍ପର୍କରେ ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛି। ଆଇଏମଏଫ ଅନୁଯାୟୀ,୨୦୨୩ରେ ବିଶ୍ୱର ଅଭିବୃଦ୍ଧି ପୂର୍ବ...

‘କେବଳ ହିଜାବ୍‌ ଉପରେ କଟକଣା; ଓଢ଼ଣି, ପଗଡ଼ି କାହିଁକି ନୁହେଁ’

ବାଙ୍ଗାଲୁରୁ,୧୬।୨: ଶିକ୍ଷାନୁଷ୍ଠାନରେ ହିଜାବ କଟକଣା ପ୍ରସଙ୍ଗର ଶୁଣାଣି କରୁଥିବା କର୍ନାଟକ ହାଇକୋର୍ଟ ବୁଧବାର ମୁସଲିମ ଛାତ୍ରୀଙ୍କ ପକ୍ଷର ଉପସ୍ଥାପନା ଶୁଣିଛନ୍ତି। ମୁଖ୍ୟ ବିଚାରପତି ରିତୁ ରାଜ...

ଭାଜପା ଫୋକସରେ ସୀମାନ୍ତବର୍ତ୍ତୀ ୪୬ ଆସନ

ନୂଆଦିଲ୍ଲୀ,୧୭।୧୦: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ କ୍ଷମତାରେ ଥିବା ଭାଜପା ଏଥର ତ୍ରିମୁଖୀ ଲଢ଼େଇର ସମ୍ମୁଖୀନ ହେବାକୁ...

Advertisement
Archives

Model This Week