ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଲେ ୨ ବର: ଆଉ ତା’ପରେ
ଉତ୍ତର ପ୍ରଦେଶର କନୌଜରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହ ସମାରୋହରେ ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଛନ୍ତି ୨ ବର। ଯେଉଁ ୨ ବର ସେଠାରେ ପହଞ୍ଚିଥିଲେ ସେମାନଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ କନ୍ୟାଙ୍କ...
କୋଭିଡ୍ ଆକ୍ରାନ୍ତଙ୍କୁ ଦିଆଯିବ ଡିଆର୍ଡିଓ ପ୍ରସ୍ତୁତ ମେଡିସିନ
ନୂଆଦିଲ୍ଲୀ,୧୬।୫: କୋଭିଡ୍ ଚିକିତ୍ସା ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍ଡିଓ) ଦ୍ୱାରା ବିକଶିତ ଔଷଧ ୨-ଡିଓକ୍ସି-ଡି-ଗ୍ଲୁକୋଜ୍ (୨-ଡିଜି) ସୋମବାର ହସ୍ପିଟାଲକୁ ପଠାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂଆଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ପ୍ରାୟ ୧୦,୦୦୦ ଡୋଜ୍ ଔଷଧ...
ଫିଲ୍ମ ‘ ରାଧେ ’ ଲିକ୍ : ଚେତାବନୀ ଦେଲେ ସଲମାନ
ନୂଆଦିଲ୍ଲୀ,୧୬।୫: ସଲମାନ ଖାନଙ୍କ ‘ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ୍ ଭାଇ’ ଗତ ୧୩ ତାରିଖରେ ଓଟିଟି ପ୍ଲାଟଫର୍ମ ଜି୫’ରେ ରିଲିଜ ହୋଇଛି। ରିଲିଜ ହେବାର କିଛି ଘଣ୍ଟା ପରେ ଲିକ୍ ହୋଇଯାଇଛି ଫିଲ୍ମର ପାଇରେଟେଡ୍ ଭର୍ସନ। କିଛି ପାଇରେଟଡ୍...
୩ ଭାଜପା ବିଧାୟକ ଗିରଫ
କୋଲକାତା,୧୬।୫: ଲକ୍ଡାଉନ ନିୟମ ଭଙ୍ଗ କରିବା ପାଇଁ ୩ ଭାଜପା ବିଧାୟକଙ୍କୁ ଗିରଫ କରାଯାଇଛିି। ରାଜ୍ୟର ଉତ୍ତର ଭାଗରେ କୋଭିଡ୍-୧୯ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହାସତ୍ତ୍ୱେ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବା...
କେଜ୍ରିଓ୍ବାଲ୍ଙ୍କ କାଶକୁ ନେଇ ଏମିତି କହିଦେଲେ ଶତ୍ରୁଘ୍ନ ସିହ୍ନା: ହେଉଛି ଭାଇରାଲ
ନୂଆଦିଲ୍ଲୀ,୧୬।୫: କରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍ୱାଲ ସରକାର ପୁଣି ଥରେ ଲକଡାଉନ୍ ବନ୍ଦ କରିବାକୁ ଘୋଷଣା କରିଛନ୍ତି।...
ବଢିଲା ସିଦ୍ଧୁଙ୍କ ଅଡୁଆ
ଚଣ୍ଡିଗଡ଼,୧୬।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏବେ ସିଦ୍ଧୁ ଏବଂ ସ୍ତ୍ରୀ ଡା ନବଜୋତ କୌର ସିଦ୍ଧୁଙ୍କୁ ବିରୋଧରେ ଭିଜିଲାନ୍ସ ଯାଞ୍ଚ୍...
ପହଞ୍ଚିଲା ସ୍ପୁଟିନିକ୍-ଭିର ଦ୍ୱିତୀୟ ପର୍ଯ୍ୟାୟ ଟିକା
ହାଇଦ୍ରାବାଦ,୧୬।୫: ଏକ ସ୍ବତନ୍ତ୍ର ବିମାନ ଯୋଗେ ରବିବାର ସ୍ପୁଟିନିକ୍-ଭିର ୬୦ ହଜାର ଡୋଜ ଦ୍ୱିତୀୟ ପର୍ଯ୍ୟାୟ ଟିକା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଏନେଇ ଡକ୍ଟର ରେଡି ଲ୍ୟାବ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ନମୁନା କେନ୍ଦ୍ରୀୟ...
ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଇଭେଣ୍ଟରେ କୃଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ
ଚଣ୍ଡିଗଡ଼,୧୬।୫: ହରିୟାଣାରେ କରୋନା ଯୋଗୁ ଲକ୍ଡାଉନକୁ ଗୋଟିଏ ସପ୍ତାହ ପାଇଁ ବଢ଼ାଇ ଦିଆଯାଇଛି। ଏହାସତ୍ତ୍ୱେ ହିସାର ଜିଲାର ଏକ କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଏହାକୁ ବିରୋଧ କରିଥିଲେ ଦୀର୍ଘ ଦିନ...
ଭାରତ, ବ୍ରିଟେନ୍ ଷ୍ଟ୍ରେନ୍କୁ ରୋକିବାରେ ସକ୍ଷମ କୋଭାକ୍ସିନ୍ ଟିକା
ନୂଆଦିଲ୍ଲୀ,୧୬।୫: ସାରା ଦେଶରେ କରୋନା ଏକପ୍ରକାର ଆତଙ୍କ ଖେଳାଇ ଦେଇଛି। ଏବେ ଲୋକଙ୍କ ମଧ୍ୟରେ ଏକମାତ୍ର ଆଶା ହେଉଛି ଟିକା। ତେବେ କରୋନାର ବଦଳୁଥିବା ରୂପକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏବେ ଲୋକ ଦିଆଯାଉଥିବା ଟିକା...
ରାହୁଲ କହିଲେ,‘ମୋତେ ଗିରଫ କର’
ନୂଆଦିଲ୍ଲୀ,୧୬।୫: କରୋନା ସଙ୍କଟ ମଧ୍ୟରେ ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଟିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନା କରିଥିବା ଅଭିଯୋଗରେ ୧୭ ଜଣଙ୍କୁ ଗିରଫ କରାଯିବା ପରେ ଏହାକୁ ନେଇ ରାଜନୀତି ତେଜୁଛି। ଏହି ମାମଲାରେ କଂଗ୍ରେସ...
ଉଗ୍ର ରୂପ ନେଲା ‘ତାଉକ୍ତାଏ’: ଅନେକ ସ୍ଥାନରେ ଉପୁଡିଲା ଗଛ, ଭାଙ୍ଗିଲା ଘର
ଥିରୁଭାନନ୍ତପୁରମ୍,୧୬।୫: ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତାଉକ୍ତାଏ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇଛି। ଏବେ ଏହା କେରଳରେ ଏହାର ରୂପ ଦେଖାଇବା ଆରମ୍ଭ କରିଛି। ଥିରୁଭାନନ୍ତପୁରମ୍ର ଏକ ଉପକୂଳବର୍ତ୍ତୀ ଗ୍ରାମ ବଲିଆଧୁରାରେ ବର୍ଷ ପବନ ଯୋଗୁ...
ସ୍ବାସ୍ଥ୍ୟ ଟିମ୍ ଉପରକୁ ଆକ୍ରମଣ
ଅରୈୟା,୧୬।୫: ସାରା ଦେଶରେ କରୋନା ମହାମାରୀ ତାଣ୍ଡବ ରଚୁଥିବା ବେଳେ ଏପର୍ଯ୍ୟନ୍ତ ଏହାର ଭୟାବହତାକୁ ବୁଝିପାରୁନାହାନ୍ତି ଲୋକେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କେତେକ ଅମାନିଆ କୋଭିଡ ନିୟମ ଉଲ୍ଲଂଘନ କରୁଥିବା...
Archives


