Posted inଜାତୀୟ

ରାହୁଲ କହିଲେ,‘ମୋତେ ଗିରଫ କର’

ନୂଆଦିଲ୍ଲୀ,୧୬।୫: କରୋନା ସଙ୍କଟ ମଧ୍ୟରେ ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଟିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନା କରିଥିବା ଅଭିଯୋଗରେ ୧୭ ଜଣଙ୍କୁ ଗିରଫ କରାଯିବା ପରେ ଏହାକୁ ନେଇ ରାଜନୀତି ତେଜୁଛି। ଏହି ମାମଲାରେ କଂଗ୍ରେସ ମୋଦି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଏମ୍‌ପି ରାହୁଲ ଗାନ୍ଧୀ ନିଜ ଟୁଇଟର୍‌ ପ୍ରୋଫାଇଲ୍‌ ବଦଳାଇ ଏକ କଳା ରଙ୍ଗର ପୋଷ୍ଟର ରଖିଛନ୍ତି। ଏହି ପୋଷ୍ଟରରେ ଲେଖାଅଛି, ମୋଦି ଜୀ, ଆମ ପିଲାଙ୍କ ଟିକା ବିଦେଶ କାହଁିକି ପଠାଇଦେଲେ। ରାହୁଲ ଏହି ପୋଷ୍ଟର ଶେୟାର କରି ଲେଖିଛନ୍ତି, ମୋତେ ବି ଗିରଫ କର।
ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀ ପୋଲିସ ଏଭଳି ପୋଷ୍ଟର ଲଗାଇଥିବା ୧୭ ଲୋକଙ୍କୁ ଗିରଫ କରିଛି। ଏହାକୁ ନେଇ ଏପର୍ଯ୍ୟନ୍ତ ବିଭିନ୍ନ ଥାନାରେ ୨୧ ମାମଲା ରୁରୁ ହୋଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ୧୬୧.୯୨ କୋଟିରୁ ଅଧିକ ଡୋଜ୍‌ ଟିକା ଦିଆସରିଲାଣି

ନୂଆଦିଲ୍ଲୀ,୨୩ା୧: ସାରା ଦେଶରେ କରୋନା ଭୂତାଣୁ ରେକର୍ଡ ଭାଙ୍ଗି ଚାଲିଛି। ତେବେ ଭାରତରେ ଟିକାକରଣ ଅଭିଯାନ ମଧ୍ୟ ଜୋର୍‌ସୋରରେ ଚାଲିଛି। ଏହି ପର୍ଯ୍ୟାୟରେ, ଭାରତରେ ଟିକାକରଣ...

ଏମସିଡି ନିର୍ବାଚନ ପାଇଁ ଏଏପିର ପ୍ରଥମ ପ୍ରାର୍ଥି ତାଲିକାରେ ୧୩୪ ଜଣଙ୍କ ନାମ

ନୂଆଦିଲ୍ଲୀ,୧୨ ।୧୧: ଦିଲ୍ଲୀର ଶାସନ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି(ଏଏପି) ଶନିବାର ରାତିରେ ଏମସିଡି ବା ଦିଲ୍ଲୀ ନଗର ନିଗମ ନିର୍ବାଚନ ଲାଗି ପ୍ରାର୍ଥି...

ମନ୍ତ୍ରୀ ପୁଅଙ୍କୁ ଘରେ ନ ପାଇ ନୋଟିସ ଝୁଲାଇ ଆସିଲା ପୋଲିସ

ଜୟପୁର,୧୬।୫: ରାଜସ୍ଥାନ ମନ୍ତ୍ରୀ ମହେଶ ଜୋଷୀଙ୍କ ପୁଅ ରୋହିତଙ୍କ ବିରୋଧରେ ଜଣେ ୨୩ ବର୍ଷୀୟା ଯୁବତୀ ବଳାତ୍କାର ଅଭିଯୋଗ ଆଣିବା ପରେ ଦିଲ୍ଲୀ ପୋଲିସର ଏକ...

ୟୁକୁବ ମେମନଙ୍କ ସମ୍ପର୍କୀୟଙ୍କ ସହ ମୁମ୍ବାଇ ମେୟର କିଶୋରି ପେଡନେକରଙ୍କ ଫଟୋ ଭାଇରାଲ

ମୁମ୍ବାଇ,୧୦ ।୯: ୧୯୧୯୩ରେ ମୁମ୍ବାଇ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାକୁବ ମେମନଙ୍କ କବରର ସୌନ୍ଦର୍ଯ୍ୟକରଣକୁ ନେଇ ମହାରାଷ୍ଟ୍ର ରାଜନୈତିକ ଦଳ ମଧ୍ୟରେ ଉଷ୍ମତା...

ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଲେ ମୋଦି

ଉତ୍ତରାଖଣ୍ଡ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଦର୍ଶନ କରିବା ପରେ ରବିବାର ସକାଳୁ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଛନ୍ତି। ମନ୍ଦିରରେ ପୂଜା ସାରି...

ଦାର୍ଜିଲିଂରେ ସିଏଏ-ଏନ୍‌ଆର୍‌ସି-ଏନ୍‌ପିଆର୍‌ ବିରୋଧରେ ରାଲି: ଯୋଗଦେଲେ ମମତା; ପିଲାଙ୍କୁ ବାଣ୍ଟିଲେ ପୋଷାକ

କୋଲକତା,୨୨।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦାର୍ଜିଲିଂରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର୍‌) ବିରୋଧରେ...

ଜନଶୁଣାଣିରେ ବ୍ୟାଡ଼ମିଣ୍ଟନ ଖେଳାଳି ପି.ବି.ସିନ୍ଧୁଙ୍କୁ ବିବାହ କରିବାକୁ ଜିଦ୍‌ ଧରିଲେ ବୃଦ୍ଧ: ନମାନିଲେ ଅପହରଣ କରିବାକୁ ଦେଲେ ଧମକ

ରାମନାଥପୁରମ୍‌,୧୮।୯: ତାମିଲନାଡୁରେ ଏକ ଜନଶୁଣାଣିରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ମଲାୟସାମୀ ନିଜ ଫଟୋ ସହିତ ସ୍ବର୍ଣ୍ଣ ପଦକ...

ମଇଳା ଉଠାଇବାରେ ୮୪ କୋଟିର ଦୁର୍ନୀତି, ଭାଜପାକୁ ଘେରିଲା ଏଏପି…

ନୂଆଦିଲ୍ଲୀ, ୨୪।୯ : ଆମ ଆଦମୀ ପାର୍ଟି ପକ୍ଷରୁ ଭାଜପା ବିରୋଧରେ ଦିଲ୍ଲୀ ଏମସିଡିରେ ଭ୍ରଷ୍ଟାଚାର ଅଭିଯୋଗ ଅଣାଯାଇଛି। ଏଏପିର ଏମସିଡି ଦାୟିତ୍ୱରେ ଥିବା ଦୁର୍ଗେଶ...

Advertisement
Archives

Model This Week