ଜାତୀୟ

ବିହାର ପରେ ୟୁପିରେ ହ୍ବାଇଟ୍‌ ଫଙ୍ଗସ୍‌

ନୂଆଦିଲ୍ଲୀ, ୨୧।୫: ବିହାରର ପାଟନାରେ ୪ ଜଣ ହ୍ବାଇଟ ଫଙ୍ଗସ୍‌ ରୋଗୀ ଚିହ୍ନଟ ହେବାର ଦିନକ ପରେ ଶୁକ୍ରବାର ଉତ୍ତରପ୍ରଦେଶର ମାଉ ଜିଲାରେ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କଠାରେ ଦେଖାଦେଇଛି ହ୍ବାଇଟ ଫଙ୍ଗସ୍‌ । ସେ ଗତ ଏପ୍ରିଲରେ କରୋନା...

ଟିକା ନେଲେ ୧୨୦ ବର୍ଷୀୟା ମହିଳା

ଉଧମପୁର,୨୧।୫: ୧୨୦ ବର୍ଷୀୟା ମହିଳା କୋଭିଡ୍‌-୧୯ ଟିକା ନେଇ ଜମ୍ମୁ-କଶ୍ମୀରର ଉଧମପୁର ଜିଲାର ଗ୍ରାମାଞ୍ଚଳବାସୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ଏଥି ଲାଗି ଉକ୍ତ ମହିଳାଙ୍କ ଘରକୁ ଯାଇ ସମ୍ବର୍ଦ୍ଧିତ କରିଛନ୍ତି ନର୍ଦନ ଆର୍ମି କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ଓ୍ବାଇ କେ...

ମମତାଙ୍କ ପାଇଁ ବାଟ ଛାଡ଼ିଲେ ଭବାନୀପୁର ବିଧାୟକ

କୋଲକାତା,୨୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ବିଧାନସଭା ଉପ-ନିର୍ବାଚନ ଲାଗି ଏବେ ରାସ୍ତା ସଫା ହୋଇଯାଇଛି। କାରଣ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସର ନେତା ଶୋଭନ ଦେବ ଚାଟାର୍ଜୀ ବିଧାୟକ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ସେ...

୧୩ବର୍ଷ ପିଲା ନିକଟରେ ଚିହ୍ନଟ ହେଲା ବ୍ଲାକ୍‌ ଫଙ୍ଗସ୍‌

ଅହମଦାବାଦ,୨୧।୫: କରୋନା ସଙ୍କଟ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଦେଶର ଅନେକ ରାଜ୍ୟରେ ଏହି ରୋଗର ଲକ୍ଷଣ ଦେଖାଦେଇଥିବା ବେଳେ ଏହାକୁ ନେଇ ଏବେ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ବୟସ୍କ ଓ ବୃଦ୍ଧଙ୍କ...

ପଶ୍ଚିମବଙ୍ଗର ୨ ନେତା, ୨ମନ୍ତ୍ରୀ ଗୃହବନ୍ଦୀ

କୋଲକାତା,୨୧।୫: ନାରଦା ଷ୍ଟ୍ରିଙ୍ଗ୍‌ ଅପରେଶନ୍‌ ମାମଲାରେ ଗିରଫ ହୋଇଥିବା ଟିଏମ୍‌ସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୨ ମନ୍ତ୍ରୀ, ଜଣେ ବିଧାୟକ ଓ ଜଣେ ପୂର୍ବତନ ମେୟର ଏବେ ଗୃହବନ୍ଦୀ। ଶୁକ୍ରବାର କୋଲକାତା ହାଇକୋର୍ଟ ଏହି ମାମଲାର ଶୁଣାଣି...

କରୋନାରେ ପରିବେଶବିତ୍‌ ସୁନ୍ଦରଲାଲଙ୍କ ନିଧନ

ଡେରାଡୁନ,୨୧।୫: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଏହି ସମୟରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହିକ୍ରମରେ ଶୁକ୍ରବାର ବେଶ୍‌ ଜଣାଶୁଣା ପରିବେଶବିତ୍‌ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ...

ରାଜସ୍ଥାନ, ତେଲେଙ୍ଗାନା ପରେ ଏବେ ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ତାଲିକାଭୁକ୍ତ କଲେ ଏହି ରାଜ୍ୟ ସରକାର

ଲକ୍ଷ୍ନୌ,୨୧।୫: ଗୋଟିଏ ପଟେ କରୋନା ଭାଇରସ୍‌ ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ବ୍ଲାକ୍‌ ଫଙ୍ଗସ୍‌ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଦେଶର ବିଭିନ୍ନ ରାଜ୍ୟରୁ ଏହି ମାମଲା ସାମ୍ନାକୁ ଆସୁଥିବା ବେଳେ ପ୍ରତିଦିନ ଏହାର ସଂଖ୍ୟା କ୍ରମାଗତ ବୃଦ୍ଧି...

ବିବାହରେ ସାମିଲ ହୋଇଥିବା ୯୫ଜଣ ବ୍ୟକ୍ତି ସଂକ୍ରମିତ: କରେନାରେ ଚାଲିଗଲା କନ୍ୟା ପିତାଙ୍କ ଜୀବନ

ଜୟପୁର,୨୧।୫: ରାଜସ୍ଥାନ ସମେତ ଦେଶର ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ଏହି ମହାମାରୀ ମଧ୍ୟରେ ଦେଶରେ ଏଭଳି ଅନେକ ଜନସଂଖ୍ୟା ଅଛନ୍ତି ଯେଉଁମାନେ ଗାଁରେ ରହୁଛନ୍ତି। ଆଉ ସେମାନେ ଏବେ ବି ଅସଚେତନ ଥିବା ବେଳେ...

ଡାକ୍ତର, ନର୍ସଙ୍କ ପାଇଁ ଭାବପ୍ରବଣ ହେଲେ ମୋଦି

ନୂଆଦିଲ୍ଲୀ,୨୧।୫: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିଜ ସଂସଦୀୟ କ୍ଷେତ୍ର ବାରାଣସୀର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇପଡିଥିଲେ। ସେ କହିଛନ୍ତି,...

ଟୁଇଟ୍‌ କରି ଫସିଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ,୨୧।୫:ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ଟୁଇଟ୍‌ କରି ଫସିଯାଇଛନ୍ତି। ଟୁଇଟର ତାଙ୍କ ଟୁଇଟ୍‌କୁ ମ୍ୟାନୁପଲେଟେଡ୍‌ ମିଡିଆ ବା ‘କଣ୍ଟେଣ୍ଟ୍‌ ହେରଫେର’ ବୋଲି କହିଛି। ସୂଚନାଯୋଗ୍ୟ, ସମ୍ବିତ ଟୁଇଟ୍‌ କରି କହିଥିଲେ ଯେ, କଂଗ୍ରେସ ଟୁଲ୍‌କିଟ୍‌...

କରୋନା ପରେ ଏବେ ଚିନ୍ତା ବଢ଼ାଉଛି ବ୍ଲାକ୍‌ ଫଙ୍ଗସ୍‌: ଦିଲ୍ଲୀରେ ୧୯୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୫: ରାଜଧାନୀ ଦିଲ୍ଲୀରେ ପ୍ରଥମେ କରୋନା ଭାଇରସ୍‌ ଆଉ ଏବେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ ଖେଳାଇବାରେ ଲାଗିଛି। ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ସହ ମୁକାବିଲା କରିବା ଏବେ ସରକାରଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ପାଲଟିଛି। ଦେଶରେ କେତେକ ରାଜ୍ୟରେ...

ବଳାତ୍କାର ମାମଲାରେ ୮ବର୍ଷ ପରେ ଦୋଷମୁକ୍ତ ହେଲେ ବରିଷ୍ଠ ଖବରଦାତା

ପଣଜୀ,୨୧।୫: ବଳାତ୍କାର ମାମଲାରେ ବରିଷ୍ଠ ଖବରଦାତାଙ୍କୁ ମିଳିଲା ଆଶ୍ୱସ୍ତି। ଦୀର୍ଘ ୮ବର୍ଷ ପରେ ବରିଷ୍ଠ ଖବରଦାତା ତଥା ତେହେଲକା ମ୍ୟାଗାଜିନ୍‌ର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ବଳାତ୍କାର ମାମଲା ଗୋଆ ସେଶନ୍‌ କୋର୍ଟ ଦୋଷମୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୩ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri