ହ୍ବାଟସ୍ଆପ୍ରେ ପେପର ଲିକ୍, ପରୀକ୍ଷା ବାତିଲ…
ଲକ୍ଷ୍ନୌ,୨୮।୧୧: ହ୍ବାଟସ୍ଆପ୍ରେ ପେପର ଲିକ୍ ହେବା ଯୋଗୁ ରବିବାର ଉତ୍ତରପ୍ରଦେଶରେ ହେବାକୁ ଥିବା ଟିଇଟି ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଏହି ପରୀକ୍ଷା ଦୁଇଟି ସିଫ୍ଟରେ କରାଯାଉଥିଲା। ଏହି ପରୀକ୍ଷାରେ ୨୧,୬୨,୨୮୭ ପ୍ରାର୍ଥୀ ପରୀକ୍ଷା ଦେଇଥାନ୍ତେ। କୁହାଯାଉଛି ଯେ ବର୍ତ୍ତମାନ ଏକ…
ମୃତଦେହକୁ ଶ୍ମଶାନ ନେଇ ଯାଉଥିବାବେଳେ ମର୍ମନ୍ତୁଦ ଦୁର୍ଘଟଣା, ୧୮ ମୃତ…
କୋଲକାତା,୨୮।୧୧: ମୃତଦେହର ଅନ୍ତିମ ସଂସ୍କାର ପାଇଁ ଯାଉଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ରାତିରେ ପଶ୍ଚିମବଙ୍ଗର ନଦିଆ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ…
୫୦ ବର୍ଷରେ ମହିଳା ଭୋଟରଙ୍କ ସଂଖ୍ୟା ୨୩୫ ପ୍ରତିଶତରୁ ଅଧିକ…
ନୂଆଦିଲ୍ଲୀ,୨୮।୧୧: ଦେଶରେ ୧୯୭୧ ନିର୍ବାଚନ ପରଠାରୁ ମହିଳା ଭୋଟରଙ୍କ ସଂଖ୍ୟାରେ ୨୩୫.୭୧ ପ୍ରତିଶତ ବୃଦ୍ଧି ଘଟିଛି। ଦେଶରେ ମହିଳାଙ୍କ ଭୋଟର ନିର୍ବାଚନରେ ପୁରୁଷଙ୍କ ତୁଳନାରେ ଅଧିକ ମତଦାନ କରୁଛନ୍ତି। ଅଂଶଗ୍ରହଣ ୨୦୧୯ ସାଧାରଣ ନିର୍ବାଚନରେ ଭହିଳା ଭୋଟରଙ୍କ ସଂଖ୍ୟା୬୭ ପ୍ରତିଶତରୁ ଅଧିକ…
ପାକିସ୍ତାନୀ ଗୁପ୍ତଚର ଗିରଫ…
ଜୈସଲମେର,୨୮।୧୧: ରାଜସ୍ଥାନର ଜୈସଲମେରରେ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନାମ ନବାବ ଖାଁ। ତାଙ୍କ ବୟସ ୩୨ ବର୍ଷ। ସେ ଚାନେସର ଖାଁ ଅଞ୍ଚଳର ବାସିନ୍ଦା। ଏହି ପାକିସ୍ତାନୀ ଗୁପ୍ତଚରଙ୍କୁ ଭାରତୀୟ ସୁରକ୍ଷା…
ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ାଇଲା ଚିନ୍ତା…
ନୂଆଦିଲ୍ଲୀ,୨୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୭୭୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୬୨୧ ଜଣଙ୍କ ମୃତ୍ୟୁ…
ଉଦ୍ଧବ ସରକାର ପୂରଣ କଲା ଦୁଇ ବର୍ଷ
ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ରର ମହାବିକାଶ ଅଘାଡି ମେଣ୍ଟ ସରକାର ୨ବର୍ଷ ପୂରଣ କରିଛି । ଏହି ଅବସରରେ ମେଣ୍ଟରେ ସାମିଲ ଥିବା ଶିବସେନା, ଏନ୍ସିପି ଓ କଂଗ୍ରେସରେ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି ।…
ତାମିଲନାଡୁରେ ପ୍ରବଳ ବର୍ଷା: ୮ ମୃତ, ସ୍କୁଲ୍, କଲେଜ ବନ୍ଦ
ଚେନ୍ନାଇ,୨୭।୧୧: ତାମିଲନାଡୁରେ ଶୁକ୍ରବାରଠାରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ୮ ଜଣଙ୍କ ଜୀବନ ଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍ଏସ୍ଆର୍ ରାମଚନ୍ଦ୍ରନ୍ ଏହି ସୂଚନା ଦେଇଛନ୍ତି। ଚିଙ୍ଗ୍ଲେପେଟ୍ ଏବଂ କାଞ୍ଚତ୍ପୁରମ୍ରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ର ୩ଟି ଟିମ୍କୁ…
ଚାଇନାରେ ଭାରତ ସରକାରଙ୍କୁ ସମାଲୋଚନା
ନୂଆଦିଲ୍ଲୀ/ବେଜିଂ, ୨୫।୧୧: ଉତ୍ତରପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (ଜଓ୍ବୋର ଏୟାରପୋର୍ଟ) ନିର୍ମାଣ ନିମନ୍ତେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି। ଏହା ପରେ କେନ୍ଦ୍ର ସରକାରଙ୍କ ଗୁଣଗାନ କରିବାରେ ଲାଗିଛନ୍ତି। ଭାଜପା ମନ୍ତ୍ରୀ, ଏମ୍ପିଙ୍କଠାରୁ ନେତା। ଜଓ୍ବୋର ବିମାନବନ୍ଦରର ଫଟୋ…
କରୋନା ରିଭ୍ୟୁ ମିଟିଂ: ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ନେଇ ସମୀକ୍ଷା କରିବାକୁ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୭ ।୧୧: ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରୋନର ଭୟାବହତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଧିକାରୀଙ୍କ ସହ ଦୁଇ ଘଣ୍ଟା ଧରି ଏକ ବୈଠକରେ ଆଲୋଚନା କରିଥିଲେ । ମୋଦି କହିଥିଲେ ଅନ୍ତର୍ଜାତୀୟ ବିମାନ ସେବାରେ…
ଟ୍ରାକ୍ଟର ମାର୍ଚ୍ଚକୁ ସ୍ଥଗିତ ରଖିଲା କୃଷକ ସଙ୍ଗଠନ
ନୂଆଦିଲ୍ଲୀ,୨୭ ।୧୧: ସଂସଦରେ ବିଲ ଉପସ୍ଥାପନ ହେବାର ଦୁଇ ଦିନ ପୂର୍ବରୁ କୃଷକମାନେ ବଡ ନିଷ୍ପତ୍ତି ନେଇଛନ୍ତି । ଶନିବାର କୃଷକ ସଙ୍ଗଠନ ପକ୍ଷରୁ ସଂସଦ ପର୍ଯ୍ୟନ୍ତ କରିବାକୁ ଥିବା ଟ୍ରାକ୍ଟର ମାର୍ଚ୍ଚକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର…
ଜରୁରୀ ଅବତରଣ କଲା ବିମାନ
ବେଙ୍ଗାଲୁରୁ,୨୭ା୧୧: ବେଙ୍ଗାଲୁରୁରୁ ପାଟଣା ଯାଉଥିବା ଗୋ-ଏୟାର ବିମାନର ନାଗପୁର ବିମାନ ବନ୍ଦରରେ ଶନିବାର ଜରୁରିକାଳୀନ ଅବତରଣ କରାଯାଇଥିବା ଜଣାପଡ଼ିଛି। ଇଞ୍ଜିନ୍ରେ ତ୍ରୁଟି ଯୋଗୁ ପାଇଲଟ୍ ହଠାତ୍ ବିମାନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏଥିରେ ଥିବା ୧୩୯ ଜଣ ଯାତ୍ରୀ…
ମଝି ସମୁଦ୍ରରେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ କୋଷ୍ଟ ଗାର୍ଡ
ଗାନ୍ଧିନଗର,୨୭ ।୧୧: ଗୁଜରାଟ କଚ୍ଛର ସମୁଦ୍ର କୂଳରେ ଶୁକ୍ରବାର ରାତିରେ ଏକ ବଡ ଘଟଣା ଘଟିଛି । ଏଠାରେ ଦୁଇ ପାଣି ଜାହାଜ ପରସ୍ପର ମଧ୍ୟରେ ଧକ୍କା ହୋଇ ଯାଇଛନ୍ତି । ତେବେ ଏହି ଘଟଣାରେ କେହି ଆହତ ହୋଇ ନ…
Archives


