ମାସ୍କ ଚେକିଂ ବେଳେ ଧରାପଡ଼ିଲେ ୨୦ ବର୍ଷ ତଳର ହତ୍ୟାକାରୀ

ଓ୍ବାର୍ସ,୫।୧: ମାସ୍କ ନ ପିନ୍ଧିଥିବାରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ପରେ ୨୦ ବର୍ଷ ତଳର ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି ପୋଲାଣ୍ଡର ଓ୍ବାର୍ସ ସହରରେ।

ବେଇଲାନି ଅଞ୍ଚଳରେ ମାସ୍କ ପିନ୍ଧି ନ ଥିବାରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା। ୪୫ ବର୍ଷୀୟ ଏହି ବ୍ୟକ୍ତି ଦୁଇ ଦଶନ୍ଧି ତଳେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଖସି ପଳାଇ ଥିଲେ। ତାଙ୍କୁ ୨୫ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିବା ଓ୍ବାର୍ସ ପୋଲିସ ପ୍ରବକ୍ତା ଏଲଓ୍ବିରା କୋଜଲଓ୍ବସ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉହାନ୍‌ରେ ହେବ ସମସ୍ତଙ୍କ କରୋନା ଟେଷ୍ଟ

ଉହାନ୍‌, ୧୩ା୫: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କୁ ଆତଙ୍କିତ କରି ରଖିଛି। ଚାଇନାରେ ଏହି ଭୂତାଣୁ କିଛିଟା ନିୟନ୍ତ୍ରଣକୁ ଆସିଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହାକୁ...

ଇମ୍ରାନଙ୍କ ଦାବି ଯୋଗୁ ପାକିସ୍ତାନରେ ରକ୍ତପାତ ହେବାର ଆଶଙ୍କା…

ଇସଲାମାବାଦ,୩୦।୧ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କ ବିଷୟରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ନୂଆ ଦାବି ଦେଶର ରାଜନୀତିରେ ଅଶାନ୍ତି ସୃଷ୍ଟି...

ରିପବ୍ଲିକାନ୍‌ ନେତା ଦୌଡ଼ରେ ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌

ଓ୍ବାଶିଂଟନ,୭ା୧୨: ନିଜକୁ ପଞ୍ଜାବୀ ବୋଲି ଦାବି କରୁଥିବା ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌ ଧିଲେଁା ଆମେରିକା ରିପବ୍ଲିକାନ୍‌ ପାର୍ଟିର ଶୀର୍ଷ ସାଂଗଠନିକ ନେତୃତ୍ୱ ଦୌଡ଼ରେ ସାମିଲ ହୋଇଛନ୍ତି।...

‘ଗୋରେ ରଙ୍ଗ୍‌ କା ଜମାନା’କୁ ନେଇ ବିବାଦ : ଗୀତ ଚୋରି ଅଭିଯୋଗ ଆଣିଲେ ପାକ୍‌ ଅଭିନେତ୍ରୀ

କରାଚୀ/ମୁମ୍ବାଇ, ୨୮ା୮(ଆଇଏଏନ୍‌ଏସ୍‌): ବଲିଉଡ ସଂଗୀତ ଜଗତ ପାକିସ୍ତାନୀ ଗୀତ ଚୋରି କରୁଛି ବୋଲି ସେ ଦେଶର ଅଭିନେତ୍ରୀ ମେହଓ୍ବିଶ ହାୟତ ଅଭିଯୋଗ କରିଛନ୍ତି। ନିକଟରେ ଆଲିଆ...

ଲୋକଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି କେନ୍ଦ୍ର ସରକାର, କଂଗ୍ରେସର ଅଭିଯୋଗ, ରବିବାର ହଲ୍ଲାବୋଲ ରାଲି…

ନୂଆଦିଲ୍ଲୀ, ୩।୯ : ଦରଦାମ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି। ଶନିବାର କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର...

ବିପିନ ରାଓ୍ବତଙ୍କୁ ଦିଆଯିବ ୧୭ ତୋପ ସଲାମି

ନୂଆଦିଲ୍ଲୀ.୧୦।୧୨: ତାମିଲନାଡୁର କୁନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତଙ୍କୁ ଆଜି ଅନ୍ତିମ ସଂସ୍କାର କରାଯିବ। ରାୱତଙ୍କୁ ୧୭...

ପାକିସ୍ତାନର ନୂଆ ସେନାଧ୍ୟକ୍ଷ ହେଲେ ଜେନେରାଲ ଆସିମ ମୁନିର…

ନୂଆଦିଲ୍ଲୀ,୨୪।୧୧ : ପାକିସ୍ତାନର ନୂଆ ସେନାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ଜେନେରାଲ ଆସିମ ମୁନିର ଏହି ପଦରେ ନିଯୁକ୍ତ ହେବେ। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମୁନିରଙ୍କ...

ଡିସେମ୍ବର ୧୮ ପର୍ଯ୍ୟନ୍ତ ମୁଲତବି ରହିଲା ନିର୍ଭୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ଏହାର ଶୁଣାଣିକୁ ମୁଲତବି ରଖିଛନ୍ତି। ଆସନ୍ତା ୧୬ରେ ଏହି ମାମଲାର ଦୋଷୀଙ୍କୁ ଫାଶୀ...

Advertisement
Archives

Model This Week