Posted inଜାତୀୟ

ନିହତ ହେଲେ ଲସ୍କରର ୨ ଆତଙ୍କବାଦୀ

ଶ୍ରୀନଗର, ୪ା୧: ଦକ୍ଷିଣ କଶ୍ମୀରର କୁଲଗାମ୍‌ ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମଙ୍ଗଳବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଉଭୟ ଆତଙ୍କବାଦୀ ସ୍ଥାନୀୟ ବାସିନ୍ଦା ହୋଇଥିବା ଜଣାପଡିଛି। ଲସ୍କର-ଇ-ତୋଇବା ଏବଂ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ସହ ସେମାନଙ୍କ ଲିଙ୍କ୍‌ ରହିଥିଲା ବୋଲି ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଛନ୍ତି।

ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ସେତିକିବେଳେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀ ଏହାର ଜବାବ ଦେଇଥିଲେ। ଅନ୍ୟପକ୍ଷେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଯବାନଙ୍କ ‘ପ୍ଲାନ୍‌-୧୯୦’ ଚାଇନା ସୈନ୍ୟଙ୍କୁ ପରାସ୍ତ କରିବାକୁ ସକ୍ଷମ ହେବ…

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ସେନା ଚାଇନାର ସୈନ୍ୟଙ୍କ ମୁକାବିଲା ପାଇଁ ଏନେ ନୂଆ ଯୋଜନା ଉପରେ କାର୍ଯ୍ୟ ଜାରି ରଖିଛି। ଶୀତ ଆସିବା ପୂର୍ବରୁ ଏବେ ଭାରତ...

ପରଲୋକରେ ଓମ ପ୍ରକାଶ ଚୌତାଲାଙ୍କ ସ୍ତ୍ରୀ

ହରିୟାଣା,୧୨।୮: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ସ୍ତ୍ରୀ ସ୍ନେହଲତାଙ୍କର ରବିବାର ପରଲୋକ ହୋଇଛି। କିଛିଦିନ ହେବ ଅସୁସ୍ଥ ଥିବା ସ୍ନେହଲତାଙ୍କର ୮୧ ବର୍ଷ...

ଆନ୍ଦୋଳନରୁ ଓହରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ, ୯।୨: କେନ୍ଦ୍ରର ୩ ନୂଆ କୃଷି ଆଇନ ବିରୋଧରେ ନଭେମ୍ବର ମାସରୁ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ଓହରିଯିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ସ୍ବିଗି ମୁସଲମାନ୍‌ ଡେଲିଭରି ବୟଠାରୁ ଖାଦ୍ୟ ଗ୍ରହଣ କରିବା ମନା କରିବା ପଡ଼ିଲା ମହଙ୍ଗା: ଗ୍ରାହକଙ୍କ ନାମରେ ମାମଲା ଦାଏର

ହାଇଦ୍ରାବାଦ୍‌,୨୬।୧୦: ତେଲେଙ୍ଗାନାରେ ଜଣେ ମୁସଲମାନ୍‌ ଡେଲିଭରି ବୟଠାରୁ ଖାଦ୍ୟ ଗ୍ରହଣ କରିବା ମନା କରି ଗ୍ରାହକଙ୍କୁ ହଟହଟା ହେବାକୁ ପଡ଼ିଛି। ସ୍ବିଗିର ଡେଲିଭରି ବୟ ମୁଦସିର୍‌ଙ୍କ...

ୟୁକ୍ରେନ୍‌ ଫେରନ୍ତାଙ୍କ ପାଇଁ ମେଡିକାଲ ସିଟ୍‌ ବଢ଼ାଅ

ନୂଆଦିଲ୍ଲୀ, ୩୦ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ପାଇଁ ମେଡିକାଲ ସିଟ୍‌ ବଢ଼ାଇବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀ...

ରନ୍ ୱେକୁ ଯାଇ ପୁଣି ବେ କୁ ଫେରିଆସିଲା ଏୟାର ଏସିଆ ବିମାନ

ପୁଣେ,୭ ।୧୧: ଦେଶରେ ଏବେ ବିମାନ କମ୍ପାନୀର କିଛି ବିମାନରେ କିଛି ନା କିଛି ତ୍ରୁଟି ଦେଖିବାକୁ ମିଳୁଛି । ରବିବାର ସନ୍ଧ୍ୟାରେ ଏୟାର ଏସିଆର...

ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା ହୋଇଛି। ଫେବୃୟାରୀ ୮ରେ ଭୋଟିଂ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା...

‘ମସଜିଦ୍‌ରେ ଆଜାନ ପାଇଁ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ’

ନୂଆଦିଲ୍ଲୀ,୬।୫: ସାରା ଦେଶରେ ଲାଉଡସ୍ପିକର ବିବାଦ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମସଜିଦ୍‌ରେ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର କରିବା ଏକ...

Advertisement
Archives

Model This Week