ଜାତୀୟ

ସୂର୍ଯ୍ୟ ନମସ୍କାର ନେଇ ବିବାଦ…

ନୂଆଦିଲ୍ଲୀ, ୪।୧ : ଦେଶରେ ସ୍ବାଧୀନତା ଦିବସର ୭୫ ତମ ବାର୍ଷିକୀ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିଲା।…

ଦିଲ୍ଲୀରେ ଲାଗୁ ହେଲା ସପ୍ତାହାନ୍ତ କର୍ଫ୍ୟୁ

ନୂଆଦିଲ୍ଲୀ,୪।୧: ଦେଶରେ ଦିନକୁ ଦିନ କୋଭିଡ ସ୍ଥିତି ବିଗିଡିବାରେ ଲାଗିଛି। କରୋନାର ନୂଆ ଭାରିଆଣ୍ଟ ମଧ୍ୟ ଦୃତ ଗତିରେ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ସପ୍ତାହାନ୍ତର କର୍ଫ୍ୟୁ ଲାଗୁ କରିଛନ୍ତି। ଶୁକ୍ରବାର ରାତି ୧୦ ଟାରୁ ସୋମବାର ସକାଳ ୫…

ଦେଶରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କେନ୍ଦ୍ର ସରକାର: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪ ।୧: ସାରା ଦେଶରେ ଏବେ ବଢି ଚାଲିଛି କରୋନା ସଂକ୍ରମଣ । ଏହାସହ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ବି ତା’ର ତାଣ୍ଡବ ରଚି ଚାଲିଛି । ଏବେ ସୁଦ୍ଧା ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୦୦୦ ଛୁଇଁବାକୁ ଯାଉଥିବା…

ପଞ୍ଜାବରେ ନାଇଟ୍‌ କର୍ଫ୍ୟୁ ଲାଗୁ

ଚଣ୍ଡିଗଡ଼,୪।୧: ଦେଶରେ ଦିନକୁ ଦିନ କୋଭିଡ ସ୍ଥିତି ବିଗିଡିବାରେ ଲାଗିଛି। କରୋନାର ନୂଆ ଭାରିଆଣ୍ଟ ମଧ୍ୟ ଦୃତ ଗତିରେ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ମଙ୍ଗଳବାର ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି। ରାଜ୍ୟରେ କୋଭିଡ…

ସ୍ଥିତି ସଙ୍କଟ ଜନକ,ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୨…

ନୂଆଦିଲ୍ଲୀ, ୪।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଗ୍ରାଫ୍‌ ଉପର ମୁହାଁ ହେବାରେ ଲାଗିଛି। ଫଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୩ ରାଜ୍ୟ ଏବଂ…

କ୍ରୀଡ଼ା ମନ୍ତ୍ରୀ ଖେଳିବେ ରଣଜୀ ଟ୍ରଫି

କୋଲକତା,୪।୧:ଚଳିତ ବର୍ଷର ରଣଜୀ ଟ୍ରଫି ପାଇଁ ପଶ୍ଚିମବଙ୍ଗ ନିଜର ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମନୋଜ ତିୱାରୀଙ୍କ ନାମ ମଧ୍ୟ ୨୧ ସଦସ୍ୟ ବିଶିଷ୍ଟ ଦଳରେ ସାମିଲ ଅଛି। ମନୋଜ ଏବେ ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ଅଟନ୍ତି। ଗତ ବର୍ଷ…

ଓମିକ୍ରନ୍‌ କିଟ୍‌ ଓମିସ୍ୟୁରକୁ ଆଇସିଏମ୍‌ଆର ମଞ୍ଜୁରୀ…

ନୂଆଦିଲ୍ଲୀ, ୪।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଓମିକ୍ରନ୍‌କୁ ଚିହ୍ନଟ କରୁଥିବା କିଟ୍‌ ଓମିସ୍ୟୁରକୁ ଆଇସିଏମ୍‌ଆର ପକ୍ଷରୁ ମଞ୍ଜୁରୀ…

୩୭ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୪।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୭ ହଜାର ୩୭୯ ଜଣ ନୂଆ ଆକ୍ରାନ୍ତଙ୍କୁ…

ଡିଆର୍‌ଆଇକୁ ଫେରିଲେ ଓ୍ବାଙ୍ଖଡେ

ମୁମ୍ବାଇ, ୪ା୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ(ଡିଆର୍‌ଆଇ)କୁ ଫେରିଛନ୍ତି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କାରବାର ଲିଙ୍କ୍‌ ସାମ୍‌ନାକୁ…

ଅରବିନ୍ଦ କେଜରିୱାଲ କରୋନା ପଜିଟିଭ

ନୂଆଦିଲ୍ଲୀ,୪ । ୧: ରାଜଧାନୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି । ଟୁଇଟ୍‌ କରି ସେ ନିଜେ ଏହି ସୂଚନା ଦେଇଛନ୍ତି ।…

ମହାରାଷ୍ଟ୍ରରେ କରୋନା ସହ ମାଡି ଚାଲିଛି ଓମିକ୍ରନ୍‌: ୬୮ ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୪ ।୧: ମହାରାଷ୍ଟ୍ରରେ ସୋମବାର ୧୨,୧୬୦ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ୨୪ ଘଣ୍ଟାରେ ୧୧ ଜଣଙ୍କ ମୃତ୍ୟୁ ବି ହୋଇଛି । ସଂକ୍ରମିତଙ୍କ ମଧ୍ୟରୁ ୮୦୮୨ଜଣ କେବଳ ମୁମ୍ବାଇରୁ ବୋଲିି ଜଣାପଡିଥିବା…

୧୫ରୁ ୧୮ ବର୍ଷୀୟଙ୍କ ଟିକାକରଣ: ଦ୍ୱିତୀୟ ଦିନ ସୁଦ୍ଧା ୫୪ ଲକ୍ଷ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୪ ।୧: କରୋନା ମହାମାରୀ ସହ ଲଢିବା ପାଇଁ ୧୫ରୁ ୧୮ ବର୍ଷର ପିଲାଙ୍କୁ ସୋମବାରଠାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ମଙ୍ଗଳବାର ଏହାର ଦ୍ୱିତୀୟ ଦିନ । ସୋମବାର ଅର୍ଥାତ୍ ପ୍ରଥମଦିନ ପ୍ରାୟ ୪୦ ଲକ୍ଷ ପିଲା୍‌କୁ କରୋନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?