ଜାତୀୟ

ଓମିକ୍ରନର ହୋଇଛି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ,୧୫ ।୧: ଦେଶରେ ପ୍ରଥମଥର ପାଇଁ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡିଛି । ରାଜଧାନୀ ଦିଲ୍ଲୀରେ ହାଇବ୍ରିଡ ଇମ୍ୟୁନିଟି ବି ଆରମ୍ଭ ହୋଇଯାଇଛି । ଏବେ ପର୍ଯ୍ୟନ୍ତ ଅନୁମାନ କରାଯାଉଥିଲା କି କରୋନାର ଓମିକ୍ରନ୍ ଭାରିଏଣ୍ଟର ଗୋଷ୍ଠୀ ସଂକ୍ରମଣ ହୋଇଛି…

ବଜ୍ରପାତରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧(ପି.ଟି.): ବର୍ଷ ୨୦୨୧ରେ ବନ୍ୟା, ସାମୁଦ୍ରିକ ବାତ୍ୟା, ପ୍ରବଳ ବର୍ଷା, ଭୂସ୍ଖଳନ, ବଜ୍ରପାତ ଆଦି ଭୀଷଣ ପାଗ ଯୋଗୁ ୧,୭୫୦ ଲୋକଙ୍କ ଜୀବନ ଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୩୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହା ପଛକୁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ରହିଛି।…

ଆର୍ମି ଡେ: ପ୍ରଥମଥର ନୂଆ ୟୁନିଫର୍ମରେ ଶକ୍ତି ପ୍ରଦର୍ଶନ କରିବ ସ୍ଥଳସେନା

ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ସ୍ଥଳସେନା ତା’ର ଶକ୍ତି ପ୍ରର୍ଶନ କରିବ । ଏହି ଅବସରରେ ସ୍ଥଳସେନା ମୁଖ୍ୟ ଜେନରାଲ ଏମଏମ ନରୱଣେ ରାଜଧାନୀ ଦିଲ୍ଲୀର କ୍ୟାଣ୍ଟ ସ୍ଥିତ କରିଅପ୍ପା ଗ୍ରାଉଣ୍ଡରେ ଅନୁଷ୍ଠିତ ପରେଡରେ ସଲାମି ନେବେ । ସକାଳ…

ଅଲୱର ନାବାଳିକା ମାମଲାର ନୂଆ ମୋଡ: ଭିନ୍ନ କଥା କହୁଛି ମେଡିକାଲ ବୋର୍ଡ ଯାଞ୍ଚ ରିପୋର୍ଟ

ଅଲୱର,୧୫ ।୧: ରାଜସ୍ଥାନର ଅଲୱରରେ ମାନସିକ ବିକାର ଗ୍ରସ୍ତ ଜଣେ ନାବାଳିକାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଅନୁମାନ କରାଯାଉଥିଲା କି ସେ ବଳାତ୍କାରର ଶିକାର ହୋଇଛନ୍ତି । ହେଲେ ଶୁକ୍ରବାର ପୋଲିସ କହିଛି ଏହି ମାମଲାରେ ମେଡିକାଲ ବୋର୍ଡ…

ଜାଲିକାଟୁ ପ୍ରତିଯୋଗୀତା ସମୟରେ ଜଣଙ୍କର ମୃତ୍ୟୁ, ୮୦ ଆହତ

ମଦୁରାଇ,୧୫ ।୧: ତାମିଲନାଡୁ ମଦୁରାଇର ଅଭନିୟାପୁରମରେ ଅନୁଷ୍ଠିତ ହୋଇଥିବା ଜାଲିକାଟୁ ପ୍ରତିଯୋଗୀତାରେ ଶୁକ୍ରବାର ଜଣଙ୍କର ମୃତ୍ୟୁ ହେବା ସହ ୮୦ ଆହତ ହୋଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆହତଙ୍କ ମଧ୍ୟରେ ରହିଛନ୍ତି…

ପାଗ ଖରାପ ଯୋଗୁ ହୋଇଛି ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ,୧୪ ।୧: ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଖରାପ ପାଗ ଯୋଗୁ ହୋଇଛି । ଏହି ଘଟଣାକୁ ନେଇ ‘ଟ୍ରାଇ ସର୍ଭିସେସ କୋର୍ଟ ଅଫ୍ ଇନକ୍ୱାରି’ ତା’ର ପ୍ରାରମ୍ଭିକ ରିପୋର୍ଟ ଶୁକ୍ରବାର ପ୍ରଦାନ କରିଛି । ତେବେ ହେଲିକପ୍ଟରରେ ଯାନ୍ତ୍ରିକ…

ସ୍ୱାମୀ ପ୍ରସାଦ ମୌର୍ଯ୍ୟ-ଅଖିଳେଶଙ୍କ ଭର୍ଚୁଆଲ ରାଲିରେ ଲୋକେ ମାନିଲେନି କରୋନା ନିୟମ: ଡିଏମ୍‌ଙ୍କ ଯାଞ୍ଚ ନିର୍ଦ୍ଦେଶ

ଲକ୍ଷ୍ନୌ,୧୪ ।୧: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନକୁ ନେଇ ଏବେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । କାରଣ ଗୋଟିଏପଟେ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ଅନ୍ୟପଟେ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ର କେତେଜଣ ଅସନ୍ତୁଷ୍ଟ ନେତା ଦଳ…

ଦାବୋସ ଏଜେଣ୍ଡା ଶିଖର ସମ୍ମିଳନୀର ପ୍ରଥମ ଦିନରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ ।୧: ବିଶ୍ୱ ଆର୍ଥିକ ମଞ୍ଚ ବା ୱାର୍ଲଡ ଇକୋନମିକ ଫୋରମ(ଡବ୍ଲୁଇଏଫ୍‌)ର ଅନଲାଇନ ଆୟୋଜିତ ହେବାକୁ ଯାଉଥିବା ଦାବୋସ ଏଜେଣ୍ଡା ଶିଖର ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୫ ଦିବସୀୟ ଏହି…

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ୫୦ ବିଦ୍ୟାର୍ଥୀ କରୋନା ପଜିଟିଭ, ସମସ୍ତ ପରୀକ୍ଷା ସ୍ଥଗିତ

ଲକ୍ଷ୍ନୌ,୧୪ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର କାରଣ ପାଲଟିଯାଇଛି । ଗୁରୁବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ…

ସାଇକେଲ ଧରିବା ପରେ ଯୋଗୀଙ୍କୁ ଟାର୍ଗେଟ

ଲକ୍ଷ୍ନୌ,୧୪।୧: ଶେଷରେ ଅଖିଳେଶଙ୍କ ସାଇକେଲ ଧରିଛନ୍ତି ଯୋଗୀ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ସ୍ବାମୀ ପ୍ରସାଦ ମୌଯ୍ୟ । ସେ ଏକା ନୁହନ୍ତି ତାଙ୍କ ସହ ଭାଜପାର ୬ ବିଧାୟକ ସମାଜବାଦୀ ପାର୍ଟିରେ ଶୁକ୍ରବାର ସାମିଲ ହୋଇଛନ୍ତି । ଅନୁଷ୍ଠିତ ମିଶ୍ରଣ…

କେନ୍ଦ୍ର ମନ୍ତ୍ରୀ ଗିରିରାଜ କରୋନା ସଂକ୍ରମିତ, ନିଜକୁ କଲେ ଆଇସୋଲେଟ

ନୂଆଦିଲ୍ଲୀ,୧୪।୧: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ମନ୍ତ୍ରୀ ଗିରିରାଜ ଶୁକ୍ରବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଗିରିରାଜଙ୍କ ସାମାନ୍ୟ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିଥିଲେ। ପରେ ସେ…

ଫୁଲ ବଜାରରେ ବୋମା ଭର୍ତ୍ତି ବ୍ୟାଗ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୪।୧: ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରେ ଏକ ପରିତ୍ୟକ୍ତ ବ୍ୟାଗରୁ ବୋମା ମିଳିଛି। ଘଟଣାସ୍ଥଳରେ କର୍ଡନ କରାଯାଇ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌, ଦମକଳ ବାହିନୀ ଓ ଜାତୀୟ ସୁରକ୍ଷା ବଳ (ଏନ୍‌ଏସ୍‌ଜି)ଙ୍କୁ ମୁତୟନ କରାଯାଇଛି। ଏଥିଯୋଗୁ ପୂରା ଦିଲ୍ଲୀରେ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?