ଜାତୀୟ

ବିଧାନସଭାରେ ନମାଜ ପଢିବାକୁ ମିଳିଲା କୋଠରୀ, ଭାଜପା ନେତା କହିଲେ ହନୁମାନ ଚାଳିଶା ପଢିବାକୁ କରାଯାଉ ସୁବିଧା

ରାଞ୍ଚି,୪ ।୯: ଝାଡ଼ଖଣ୍ଡ ବିଧାନସଭା ପରିସରରେ ନମାଜ ପଢିବା ପାଇଁ କୋଠରୀ ଯୋଗାଇ ଦିଆଯିବା ପରଠାରୁ ବିବାଦ ଚରମ ସୀମାରେ ପହଞ୍ଚିଲାଣି । ଏହାକୁ ନେଇ ଏବେ ପୂର୍ବତନ ସ୍ପିକର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ବୟାନ ସାମ୍ନାକୁ ଆସିଛି…

କର୍ମଚାରୀଙ୍କୁ ୫ ମିନିଟ ଯୋଗ ବ୍ରେକ୍‌…

ନୂଆଦିଲ୍ଲୀ,୪।୯: ଏବେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କୁ ୫ ମିନିଟର ଯୋଗ ବ୍ରେକ୍‌ ମିଳିବ। ଏନେଇ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ସମସ୍ତ ମନ୍ତ୍ରଣାଳୟକୁ ଓ୍ବାଇ-ବ୍ରେକ୍‌ ଆପ୍‌ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି। ଏହା…

୩ ଆତଙ୍କବାଦୀ ଜମ୍ମୁ-କଶ୍ମୀର ମୁହାଁ, ଆତଙ୍କ ରଚିବା ଷଡ଼ଯନ୍ତ୍ର…

ଶ୍ରୀନଗର/କାବୁଲ,୪।୯: ଆଫଗାନିସ୍ତାନରୁ ୩ ଆତଙ୍କବାଦୀ ଜମ୍ମୁ-କଶ୍ମୀର ମୁହାଁ ହୋଇଛନ୍ତି। ସେମାନେ ବଡ଼ ଧରଣର ଆକ୍ରମଣ କରି ଆତଙ୍କ ରଚିବା ଷଡ଼ଯନ୍ତ୍ର କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଇଏସ୍‌ ଖୋରାସାନ୍‌ ସଂଗଠନର ଏହି ସଦସ୍ୟମାନେ ଭାରତରେ ଥିବା…

ଚଳିତ ମାସରେ ଆମେରିକା ଗସ୍ତ କରିପାରନ୍ତି ମୋଦି: ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ହେବ ମୋଦିଙ୍କ ସହ ପ୍ରଥମ ସାକ୍ଷାତ

ନୂଆଦିଲ୍ଲୀ,୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଆମେରିକା ଯାଇ ପାରନ୍ତି । ସେପ୍ଟେମ୍ବର ୨୩-୨୪କୁ ତାଙ୍କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଥିବା ଜଣାପଡିଛି । ଅଫିସିୟାଲି ଏହାର କୌଣସି ଘୋଷଣା କରାଯାଇ ନ ଥିବା ବେଳେ ଏଏନ୍‌ଆଇ…

ବେରୋଜଗାର ଯୁବବର୍ଗଙ୍କ ହାତରେ ଘଣ୍ଟା ଧରାଇଛି ଭାଜପା: ଶିବସେନା…

ମୁମ୍ବାଇ,୪।୯:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନ ପୂର୍ବେ ଦେଶର ଜିଡିପି ଅଭିବୃଦ୍ଧି ୨୦ ପ୍ରତିଶତରୁ ଅଧିକ ବୋଲି କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଭାରତର ଅର୍ଥନୀତିକୁ ଏକ ଉଚ୍ଚସ୍ତରକୁ ଆଣିଛନ୍ତି ବୋଲି ଭାଜପା ପକ୍ଷରୁ…

ଗଣତନ୍ତ୍ରର ସୁରକ୍ଷା ଦାୟିତ୍ୱ ପୋଲିସ ବାହିନୀ ହାତରେ: ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୪।୯: ଗଣତନ୍ତ୍ର ହେଉଛି ଭାରତର ସ୍ବଭାବ। ଏହା ଦେଶବାସୀଙ୍କର ମଧ୍ୟ ସ୍ବଭାବ। ଯଦି କେହି କୁହନ୍ତି ଯେ ଗଣତନ୍ତ୍ର ୧୫ ଅଗଷ୍ଟ ୧୯୪୭ ପରେ କିମ୍ବା ୧୯୫୦ରେ ସମ୍ବିଧାନ ପ୍ରଣୟନ ପରେ ଆସିଥିଲା, ତେବେ ଏହା ଭୁଲ । ଆଇନ ଏବଂ…

ସିବିଆଇକୁ ଭର୍ସନା, କେତେଜଣଙ୍କୁ ଦଣ୍ଡ ଦେଇଛ ପଚାରିଲେ ଏସ୍‌ସି…

ନୂଆଦିଲ୍ଲୀ,୪।୯: ସିବିଆଇର କାର୍ଯ୍ୟ ଶୈଳୀ ନେଇ ସୁପ୍ରିମକୋର୍ଟ (ଏସ୍‌ସି) ଶନିବାର ଏକ ମାମଲାର ଶୁଣାଣି ସମୟରେ ଭର୍ସନା କରିବା ସହିତ କଠୋର ପ୍ରଶ୍ନ ପଚାରିଛନ୍ତି। ସୁପ୍ରିମକୋର୍ଟ ସିବିଆଇକୁ ମାମଲା ସମାଧାନର ସଫଳତା ହାର ପଚାରିଛନ୍ତି। ଇତିମଧ୍ୟରେ କେତେ ମାମଲା ସମାଧାନ ହୋଇଛି…

କରୋନା ରୋଗୀଙ୍କ ନିକଟରେ ବଢୁଛି ଫଙ୍ଗାଲ ଇନଫେକ୍ସନର ଭୟ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୪ ।୯: କରୋନା ସଂକ୍ରମଣ ପାଇଁ ଦାୟୀ ମ୍ୟୁଟେଣ୍ଟ ବାରମ୍ବାର ତା’ର ରୂପ ବଦଳାଉଛି । ସେଥିପାଇଁ କରୋନାର ଔଷଧ ଓ ଟିକା ନିଜ ନିଜର ପ୍ରଭାବ ବୃଦ୍ଧି କରିବାକୁ ଏଥିରେ ଦ୍ରୁତ ଗତିରେ ସୁଧାର ଆଣୁଛନ୍ତି । ଏବେ କରୋନାଠାରୁ…

ଡରାଉଛି ଡେଙ୍ଗୁ: ଘର ଛାଡୁଛନ୍ତି ଲୋକେ!

ଫିରୋଜାବାଦ,୪ ।୯: କରୋନା ପରେ ଏବେ ଲୋକଙ୍କୁ ଡରାଉଛି ଡେଙ୍ଗୁ । ଉତ୍ତର ପ୍ରଦେଶର ଫିରୋଜାବାଦରେ ଡେଙ୍ଗୁ ଓ ଭାଇରାଲ ଫିବରରେ ପୀଡ଼ିତ ହୋଇ ଅଧିକାଂଶ ପିଲାଙ୍କ ମୃତ୍ୟୁ ଏବେ ସେଠାକାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି ।…

ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ବୟସର ପିଲାଙ୍କ ପାଇଁ ଆସିବ କରୋନା ଟିକା: ଦ୍ୱିତୀୟ-ତୃତୀୟ ଟ୍ରାଏଲ ପାଇଁ ମିଳିଲା ମଞ୍ଜୁରୀ!

ନୂଆଦିଲ୍ଲୀ,୪ ।୯: ଦେଶରେ ଖୁବ୍‌ଶୀଘ୍ର ୫ ବର୍ଷ ବୟସରୁ ଅଧିକ ବର୍ଷର ପିଲାଙ୍କ ପାଇଁ କରୋନା ଟିକା ମିଳିଯିବ । କୋର୍ବେଭାକ୍ସ ଟିକାକୁ ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ପାଇଁ ମଞ୍ଜୁରି ମିଳିଥିବା ଜଣାପଡିଛି । ଜୈବ ପ୍ରାଦ୍ଦ୍ୟୋଗିକି ବିଭାଗ(ଡିବିଟି)ଶୁକ୍ରବାର କହିଛି…

୧୨ ହାଇକୋର୍ଟ ପାଇଁ ୬୮ ବିଚାରପତିଙ୍କ ନାମ ସୁପାରିଶ…

ନୂଆଦିଲ୍ଲୀ,୪।୯: ଦେଶର ୧୨ଟି ହାଇକୋର୍ଟରେ ବିଚାରପତିଙ୍କୁ ନିଯୁକ୍ତ କରାଯିବାଲାଗି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗଠିତ ହୋଇଥିବା ୩ ଜଣିଆ କଲେଜିୟମ୍‌ ୬୮ଜଣଙ୍କ ନାମ ସୁପାରିଶ କରିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ଏକ ତିନି ଜଣିଆ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ନିଷ୍ପତ୍ତି…

ଅତ୍ୟାବଶ୍ୟକ ତାଲିକାରେ ୩୯ ନୂଆ ଔଷଧ…

ନୂଆଦିଲ୍ଲୀ,୪।୯: ଅତ୍ୟାବଶ୍ୟକ ଔଷଧ ତାଲିକାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ପରିବର୍ତ୍ତନ ଆଣାଯାଇଛି। ଏହା ସହିତ ୩୯ ଟି ନୂଆ ଔଷଧକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ବହୁ ପରିମାଣରେ ବ୍ୟବହୃତ ହେଉଥିବା ଏହି ସମସ୍ତ ଔଷଧର ମୂଲ୍ୟ ହ୍ରାସ କରିବା ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri