ଇଚ୍ଛା ବିରୋଧରେ କାହାକୁୁ ଦିଆଯିବନାହିଁ କରୋନା ଟିକା: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୭ ।୧: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି କି କୌଣସି ବ୍ୟକ୍ତିଙ୍କ ଇଚ୍ଛା ବିରୋଧରେ ତାଙ୍କୁ କରୋନା ଟିକା ଦିଆଯାଇ ପାରିବ ନାହିଁ । ଭିନ୍ନକ୍ଷମମାନଙ୍କ ଟିକାକରଣ ପ୍ରମାଣପତ୍ରକୁ ନେଇ କେନ୍ଦ୍ର ଏହା କହିଛି । ଆହୁରି ମଧ୍ୟ କେନ୍ଦ୍ର ସରକାର କହିଛନ୍ତି ଟିକା ପ୍ରମାଣପତ୍ର ବହନକରିବା ବାଧ୍ୟତାମୂଳକ ବୋଲି କୌଣସି ଏସ୍‌ଓପି ଜାରି କରାଯାଇ ନାହିଁ । ଏନଜିଓ ଇଭାରା ଫାଉଣ୍ଡେଶନ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଜବାବରେ କେନ୍ଦ୍ର ଏହା କହିଛି । ଆବେଦନରେ ଭିନ୍ନକ୍ଷମଙ୍କୁ ଘରଘର ବୁଲି ଟିକାକରଣ କରାଯିବାକୁ ଅନୁରୋଧ କରାଯାଇଥିଲା । ତେବେ କେନ୍ଦ୍ର ସରକାର ଓ ସ୍ୱାସ୍ଥ୍ୟ ମନ୍ତଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ, ବ୍ୟକ୍ତିଙ୍କ ସହମତି ବିନା ଟିକାକରଣ କରାଯାଇ ପାରିବ ନାହିଁ ବୋଲି କୁହାଯାଇଛି । ଯଦିଓ ଏହା ଜନସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ପ୍ରତିଶ୍ରୁତି ପରେ ଦୁର୍ନୀତି କରିଥାଏ କଂଗ୍ରେସ, କହିଲେ ପ୍ରଧାନମନ୍ତ୍ରୀ…

ଡେରାଡୁନ୍‌, ୧୨।୨ : କଂଗ୍ରେସ ପ୍ରଥମେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ପରେ ଦୁର୍ନୀତି କରିଥାଏ। ଉତ୍ତର।ଖଣ୍ଡ ବିଧାନସଭା ପ୍ରଚାରରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କରୋନାରେ ଡ୍ରିମ୍‌ଗର୍ଲ ଫେମ୍‌ ରିଙ୍କୁ ସିଂଙ୍କ ପରଲୋକ

ମୁମ୍ବାଇ,୪।୬: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍‌ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...

ଡିଜେ ଜେନେରେଟରରୁ ଲାଗିଲା କରେଣ୍ଟ: ୧୦ କାଉଡିଆ ମୃତ

କୋଲକାତା,୧ ।୮: ପଶ୍ଚିମବଙ୍ଗର କୁଚବିହାରରେ ରବିବାର ବିଳମ୍ବିତ ରାତିରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଜଳଲାଗି କରିବାକୁ ଯାଉଥିବା ୧୦ ଶିବଭକ୍ତ(କାଉଡିଆ)ଙ୍କର କରେଣ୍ଟ...

କୃଷି ଆଇନ-କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ ।୧: ମୋଦି ସରକାରଙ୍କନୂଆ କୃଷି ଆଇନକ ପ୍ରତ୍ୟାହାର ଦାବିରେ ପ୍ରାୟ ୪୭ ଦିନ ହେବ ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି...

CORONAVIRUS UPDATE: ତଥ୍ୟ ବଦଳାଇଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ: କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ବରଂ ୪। ଏନେଇ ରବିବାର ଅପରାହ୍ନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଆଜି...

ବିମାନରେ ପରିସ୍ରା ମାମଲା: ୪ କ୍ୟାବିନ କ୍ରୁ, ଜଣେ ପାଇଲଟଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୭।୧: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଏୟାର ଇଣ୍ଡିଆ ପକ୍ଷରୁ ୪...

ଫଡନବିସଙ୍କୁ ଅଟକ ରଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୯।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ। ସେ ଏନ୍‌ସିପି ନେତା ତଥା ମନ୍ତ୍ରୀ ଥିବା ନବାବ ମଲିକଙ୍କ ଇସ୍ତଫା...

ଶାହଜାହାନପୁର ମାମଲା: ରାଜସ୍ଥାନରୁ ମିଳିଲେ ନିଖୋଜ ଛାତ୍ରୀ

ନୂଆଦିଲ୍ଲୀ,୩୦।୮: ଭାଜପା ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଶାହଜାହାନପୁରର ଏସ୍‌.ଏସ୍‌. ଲ କଲେଜର ନିଖୋଜ ଛାତ୍ରୀଙ୍କ ମିଳିଲା ପତ୍ତା। ଦୀର୍ଘ ୭ ଦିନ...

Advertisement
Archives

Model This Week