ଜାତୀୟ

କରୋନା ସଂକ୍ରମଣ ପାରୋଲ ସମୟ ସୀମା ବଢ଼ାଇବା ଲାଗି ଯୁକ୍ତିସଙ୍ଗତ ନୁହେଁ…

ବେଙ୍ଗାଲୁରୁ,୩।୧୧: କରୋନା ସଂକ୍ରମଣ ପାରୋଲ ସୀମା ବଢ଼ାଇବା ଲାଗି ଯୁକ୍ତିସଙ୍ଗତ ନୁହେଁ ବୋଲି କର୍ନାଟକ ହାଇକୋର୍ଟ ରାୟ ଦେଇଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଦର୍ଶାଇ ତାଙ୍କ ପାରୋଲ ସମୟକୁୁ ବୃଦ୍ଧି କରିବା ଲାଗି…

ନିର୍ବାଚନ ପୂର୍ବରୁ ଏକାଠି ହେବେ ମୂଲାୟମଙ୍କ ପରିବାର!

ଲକ୍ଷ୍ନୌ,୩।୧୧:ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦଙ୍କ ପରିବାର ଏକାଠି ହେବାକୁ ଯାଉଛନ୍ତି। ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ସବୁ ଝଗଡା ଭୁଲି ଦାଦାଙ୍କ ଦଳ ସହ ମିଶିବାକୁ ଯାଉଛନ୍ତି। ପ୍ରତିବର୍ଷ ଭଳି ଏସପି…

ଟିକା ପ୍ରମାଣପତ୍ରରୁ ହଟିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଥିରୁଭାନନ୍ତପୁରମ୍‌,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। କରୋନା ବିରୋଧୀ ଲଢ଼େଇରେ ଟିକାକରଣ ଅଭିଯାନରେ ନାଗରିକମାନଙ୍କୁ ଦିଆଯାଇଥିବା ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇବା ନେଇ କରାଯାଇଥିବା ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀଙ୍କ…

ସ୍ବାମୀ ଦେଖୁଥିଲେ ଅଶ୍ଲୀଳ ଭିଡିଓ, ସ୍ତ୍ରୀ ବିରୋଧ କରିବାରୁ…

ବେଙ୍ଗାଲୁରୁ,୩।୧୧: କର୍ନାଟକର ବେଙ୍ଗାଲୁରୁରେ ମହିଳା ନିର୍ଯାତନାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ବାମୀ ଅଶ୍ଲୀଳ ଫିଲ୍ମ ଦେଖୁଥିବାବେଳେ ସ୍ତ୍ରୀ ମନା କରିବାରୁ ତାଙ୍କୁ ସଢା ଖାଦ୍ୟ ଖାଇବାକୁ ପଡିଛି। ୩୬ ବର୍ଷୀୟା ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ପ୍ରଥମ ଅତିରିକ୍ତ…

‘ତଲଓ୍ବାର୍‌ ଦେଖାଇ ଭାଜପା ନେତାଙ୍କୁ ଟିଏମ୍‌ସିରେ କରାଯାଉଛି ସାମିଲ’

ଇନ୍ଦୋର,୩।୧୧: ପଶ୍ଚିମବଙ୍ଗ ସରକାର ବିରୋଧୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଭାରତୀୟ ଜନତା ପାର୍ଟି ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ। ସେ କହିଛନ୍ତ, ଏହି ରାଜ୍ୟରେ ବିରୋଧୀ ଦଳର ନେତାଙ୍କ ବିରୋଧରେ ଗୁରୁତର ଅପରାଧର ମିଥ୍ୟା ମାମଲା ରହିଛି।…

କରୋନାକୁ ହରାଇବା ଲାଗି ଘରଘର ବୁଲି ଟିକାକରଣ କର, ପ୍ରଧାନମନ୍ତ୍ରୀଙ୍କ ନୂଆ ମନ୍ତ୍ର…

ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କରୋନା ମହାମାରୀ ଲଢ଼େଇରେ ଘର ଘର ବୁଲି ଟିକା ଦାନ ଅଭିଯାନକୁ ସଫଳ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର…

ଜନ୍ମଦିନରେ କୋଟିଏ ଟିକା,ଅନ୍ୟଦିନ ନୁହେଁ କାହିଁକି ? ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ମହାମାରୀ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କରୋନା ମହାମାରୀ…

ଆଧାର କାର୍ଡର ବେଆଇନ ବ୍ୟବହାର କଲେ ଦେବାକୁ ପଡ଼ିବ ୧ କୋଟି ପର୍ଯ୍ୟନ୍ତ ଜରିମାନା…

ନୂଆଦିଲ୍ଲୀ,୩।୧୧: ଆଧାର କାର୍ଡର ବେଆଇନ ବ୍ୟବହାର କଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ)କୁ କ୍ଷମତା ପ୍ରଦାନ କରିଛନ୍ତି। ଯେଉଁମାନେ ଆଧାର ଅନ୍ତର୍ଗତ ନୀତି…

ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ,୩।୧୧: ଉତ୍ତର ପ୍ରଦେଶର ଗାଜିପୁର ଅହରାଉଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚା’ ଦୋକାନରେ ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ ଘଟିଛି॥ ଏଥିସହ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ,…

ଟିକାକରଣ ଯୋଗୁ ଦେଶରେ ସୃଷ୍ଟି ହୋଇଛନ୍ତି ୨ ଭିନ୍ନ ଭିନ୍ନ ବର୍ଗ, କହିଲେ ହାଇକୋର୍ଟ…

କୋଚି,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ମହାମାରୀ ବିରୋଧରେ ଲଢ଼େଇ ଅନ୍ତର୍ଗତ ଟିକାକରଣ ଅଭିଯାନ ଦେଶବ୍ୟାପୀ ଜାରି ରହିଛ। ଏପରିସ୍ଥଳେ କେରଳ ହାଇକୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଟିକାକରଣ ଯୋଜନା ଦେଶରେ ନାଗରିକଙ୍କ ଦୁଇଟି ଭିନ୍ନ…

ପାରାମିଲିଟାରୀ କର୍ମଚାରୀଙ୍କୁ ମାଗଣା ସ୍ବାସ୍ଥ୍ୟସେବା…

ନୂଆଦିଲ୍ଲୀ,୩।୧୧: ଦେଶର ସମସ୍ତ କେନ୍ଦ୍ରୀୟ ପାରାମିଲିଟାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତରେ ମାଗଣା ଏବଂ ନଗଦ ବିହୀନ ଚିକିତ୍ସା ଉପଲବ୍ଧ ହେବ। ଆୟୁଷ୍ମାନ ଭାରତ ଅଧୀନରେ ସ୍ବୀକୃତିପ୍ରାପ୍ତ ଯେ କୌଣସି ସିଜିଏଚ୍‌ଏସ୍‌ ହସ୍ପିଟାଲ ଏବଂ…

ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ହଜାର ୯୦୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri