ଜାତୀୟ

ପ୍ରତି ୫ ଘଣ୍ଟାରେ ଜଣେ ହେଉଛନ୍ତି ଓମିକ୍ରନ୍‌ରେ ସଂକ୍ରମିତ

ନୂଆଦିଲ୍ଲୀ,୨୫ ।୧୨: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ଓମିକ୍ରନ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରଥମଥର ଲାଗି ସର୍ବାଧିକ ୧୨୨ ଜଣ ଓମିକ୍ରନ୍ ସଂକମିତ ଚିହ୍ନଟ ହେବା ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅର୍ଥାତ୍…

ଦୁବଇରୁ ଫେରୁଥିଲେ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୫ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଏହା ଅନ୍ୟ ଭାରିଏଣ୍ଟ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଖୁବଶୀଘ୍ର ଅଧିକ ଲୋକେ ଏହାଦ୍ୱାରା ସଂକ୍ରମିତ ହେଉଛନ୍ତି । ଏବେ ଓମିକ୍ରନ୍…

ଦୁର୍ଘଟଣାଗ୍ରସ୍ତ ବାୟୁସେନାର ମିଗ୍‌-୨୧ ବିମାନର ପାଇଲଟ ମୃତ

ନୂଆଦିଲ୍ଲୀ,୨୫ ।୧୨: ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ୍‌-୨୧ ଶୁକ୍ରବାର ଦୁର୍ଘଟଣାର ଶିକାର ହୋଇଥିଲା । ବିମାନଟି ରାଜସ୍ଥାନର ଜୈସଲମର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ଥିବା ପାଇଲଟ ୱିଙ୍ଗ କମାଣ୍ଡର ହର୍ଷିତ ସିହ୍ନାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା…

ଲୁଧିଆନା କୋର୍ଟ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ବମ୍ବର

ଚଣ୍ଡିଗଡ଼, ୨୫।୧୨: ପଞ୍ଜାବର ଲୁଧିଆନା କୋର୍ଟ ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ହିଁ କୋର୍ଟରେ ବୋମା ରଖିଥିଲେ। ଏହାଠାରୁ ଅଧିକ ଆଶ୍ଚର୍ଯ୍ୟଜନକ କଥା ହେଉଛି ମୃତକ ଜଣେ ପୂର୍ବତନ ପୋଲିସ କର୍ମୀ। ଗୁରୁବାର ଘଟିଥିବା ବିସ୍ଫୋରଣର ତଦନ୍ତ…

ଘୁଞ୍ଚିପାରେ ୟୁପି ନିର୍ବାଚନ

ଡେରାଡୁନ୍‌, ୨୫।୧୨: ଓମିକ୍ରନ୍‌ ଭାରିଆଣ୍ଟ ଯୋଗୁ ମହାମାରୀର ତୃତୀୟ ଲହର ସମ୍ଭାବନା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ମାସେ ଦୁଇ ମାସ ପରାମର୍ଶ ଦେଇଥିଲେ ଆଲାହାବାଦ ହାଇକୋର୍ଟ। ଏଥିସହିତ ନିର୍ବାଚନୀ ରାଲି ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କେନ୍ଦ୍ରମନ୍ତ୍ରୀ ଅଜୟଙ୍କୁ ଭିଡିଓ ଦେଖାଇ ବ୍ଲାକ୍‌ମେଲ୍‌ କରୁଥିଲେ

ନୂଆଦିଲ୍ଲୀ, ୨୪।୧୨: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାର ଭିଡିଓ ଜରିଆରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବ୍ଲାକ୍‌ମେଲ୍‌ କରିବା ଲାଗି ଉଦ୍ୟମ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ୫ ଜଣ ବିପିଓ କର୍ମଚାରୀଙ୍କୁ ଗିରଫ କରିଛି।…

ଖସି ପଡ଼ିଲା ମିଗ୍‌-୨୧ ଫାଇଟର ଜେଟ୍‌

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ଏକ ମିଗ୍‌-୨୧ ଫାଇଟର ଜେଟ୍‌ ଶୁକ୍ରବାର ସନ୍ଧ୍ୟାରେ ରାଜସ୍ଥାନର ଜେସଲମେରରେ ଖସି ପଡ଼ିଛି। ବିମାନର ପାଇଲଟଙ୍କ ପତ୍ତା ମିଳିନାହିଁ। ତାଙ୍କୁ ଠାବ କରିବା ଲାଗି ସର୍ଚ୍ଚ ଅପରେଶନ ଜାରି ରହିଛି ବୋଲି ଜଣେ ବରିଷ୍ଠ…

ସ୍କୁଲରେ ଖ୍ରୀଷ୍ଟମାସ ପାଳନ କରେଇ ଦେଲେ ନାହିଁ

ବେଙ୍ଗାଲୁରୁ,୨୪।୧୨: କର୍ନାଟକ ମାଣ୍ଡ୍ୟା ଜିଲାର ଏକ ସ୍କୁଲରେ ଗୁରୁବାର ଖ୍ରୀଷ୍ଟମାସ ପାଳନକୁ ବନ୍ଦ କରି ଦେଇଛନ୍ତି ହିନ୍ଦୁତ୍ୱବାଦୀ ଗୋଷ୍ଠୀର କର୍ମକର୍ତ୍ତା। ସେମାନେ ସ୍କୁଲ ଭିତରେ ପସି ଅଧିକାରୀଙ୍କୁ ଧମକ ଦେଇଥିଲେ। ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି ଭିଡିଓ ଏବେ ଭାଇରାଲ ହେଉଛି।…

ବିଶ୍ୱରେ କରୋନାର ଚତୁର୍ଥ ଲହର, ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଦେଶର ୧୭ ରାଜ୍ୟରେ ଓମିକ୍ରନ୍ ଭାରିଏଣ୍ଟ ପହଞ୍ଚି ସାରିଥିବା ବେଳେ ଏଥିରେ ମୋଟ ୩୫୮ ଜଣ…

କେମିକାଲ ୟୁନିଟରେ ଭୟଙ୍କର ବିସ୍ଫୋରଣ; ୪ ମୃତ

ଭଦୋଦରା: ଗୁଜରାଟର ଭଦୋଦରା ଅନ୍ତର୍ଗତ ମକରପୁରା ଅଞ୍ଚଳରେ ଥିବା ଗୋଟିଏ କେମିକାଲ ୟୁନିଟରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଉତ୍ତରାଖଣ୍ଡ ନିର୍ବାଚନ: କଂଗ୍ରେସର ମଙ୍ଗ ଧରିବେ ହରିଶ ରାୱତ

ଡେରାଡୁନ,୨୪ ।୧୨: କଂଗ୍ରେସର କଳି ତୁଟିବାର ନାଁ ନେଉନି । ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସ କନ୍ଦଳ ଦେଖିବାକୁ ମିଳୁଛି । ଉତ୍ତରାଖଣ୍ଡରେ ଏହା ଆରମ୍ଭ ହୋଇଥିବା ବେଳେ ଅଳ୍ପକେ ସମାଧାନ ହୋଇଯାଇଛି । ଶୁକ୍ରବାର ଉତ୍ତରାଖଣ୍ଡ କଂଗ୍ରେସ ନେତାଙ୍କର…

ଓମିକ୍ରନରୁ ରକ୍ଷା କରିବ ଏହି ଏକମାତ୍ର ଉପାୟ

ନୂଆଦିଲ୍ଲୀ,୨୪ା୧୨: ଛଅ ମାସ ମଧ୍ୟରେ ଡିସେମ୍ବର ୨୨ରେ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୧୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଦିଲ୍ଲୀରେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ରେ ୫୭ରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri