ଜାତୀୟ

ୟୁପି ପୋଲିସକୁ ଓୱାଇଇସିଙ୍କ ଧମକ: ଭାଇରାଲ ହେଉଛି ଭିଡିଓ

କାନପୁର,୨୪ ।୧୨: ପାଖେଇ ଆସିଲାଣି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଆସନ୍ତା ବର୍ଷ ହେବାକୁ ଥିବା ଏହି ନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଯୋରସୋରରେ କରୁଛନ୍ତି । ଇତିମଧ୍ୟରେ ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମିନ(ଏଆଇଏମ୍‌ଆଇଏ)ର ମୁଖ୍ୟ ଅସଦୁଦ୍ଦିନଙ୍କର…

ବ୍ୟବସାୟୀଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା: ୨୪ ଘଣ୍ଟା ହେଲା ଚାଲିଛି ଗଣନା

କାନପୁର,୨୪।୧୨: ଉତ୍ତର ପ୍ରଦେଶର କାନପୁରରେ ଏକ ପରଫ୍ୟୁମ୍‌ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଘରୁ ବିଡା ବିଡା ଟଙ୍କା ମିଳିଛି। ୨୪ ଘଣ୍ଟା ହେବ ଟଙ୍କା ଗଣା ଚାଲିଛି। ଏପର୍ଯ୍ୟନ୍ତ ତାଙ୍କ ଘରୁ…

ଉତ୍ତରପ୍ରଦେଶରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ଉତ୍ତରପ୍ରଦେଶ,୨୪।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ଚିନ୍ତା ବଢାଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ତେବେ ଶନିବାର ରାତି ୧୧ ରୁ ସକାଳ ୫ ଟା ପର୍ଯ୍ୟନ୍ତ…

ନିର୍ବାଚନ ପୂର୍ବରୁ କୃଷକଙ୍କୁ ବଡ଼ ଉପହାର

ନୂଆଦିଲ୍ଲୀ,୨୪।୧୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାର କୃଷକଙ୍କ ଏକ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଶୁକ୍ରବାର ଚାଷୀଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ଛାଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ…

ଦିନେ ମା’ବାପା ହାତ ଛାଡିଦେଇଥିଲେ, ଏବେ ଯୋଡା ଭାଇଙ୍କୁ ମିଳିଲା ସରକାରୀ ଚାକିରି

ଅମୃତସର,୨୪।୧୨: କଥାରେ ଅଛି, ମନରେ ଦୃଢ ଆତ୍ମବିଶ୍ୱାସ ଥିଲେ, ପଙ୍ଗୁ ମଧ୍ୟ ଗିରି ଲଘିଂପାରେ। ଏହା ପ୍ରମାଣିତ କରିଛନ୍ତି ପଞ୍ଜାବର ଦୁଇ ଯୋଡା ଭାଇ। ଏହି ଦୁଇ ଯୋଡା ଭାଇଙ୍କୁ ମିଳିଛି ସରକାରୀ ଚାକିରି। ୧୯ ବର୍ଷୀୟ ଯୋଡା ଶରୀର ଥିବା…

ଦିନେ ବଢିଲେ ଦିନେ କମୁଛି

ନୂଆଦିଲ୍ଲୀ,୨୪।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୬,୬୫୦ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩୭୪ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ…

ଚୋରି କରିବାକୁ ଆସି ଭାବପ୍ରବଣ ହେଲେ ଚୋର: ଜିନିଷ ରଖି ଛାଡିଗଲେ ଚିଠି

ଲକ୍ଷ୍ନୌ,୨୪।୧୨: ଉତ୍ତର ପ୍ରଦେଶର ବାନ୍ଦାରେ ଚୋରିର ଏକ ରୋଚକ ଘଟଣା ଘଟିଛି। ଏକ ଦୋକାନକୁ ଚୋରି କରିବାକୁ ଯାଇଥିବା ଚୋର ଦୋକାନୀ ମାଲିକଙ୍କ ଦୁଃଖ ଦେଖି ଭାବପ୍ରବଣ ହୋଇପଡିଛନ୍ତି। କେବଳ ଏତିକି ନୁହେଁ, ଚୋର ଦୋକାନୀଙ୍କୁ ସବୁ ଜିନିଷ ରଖିଦେବା ସହ…

୨୭ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ନା ବିଦେଶ ଫେରନ୍ତା, ନା କାହା ସଂସ୍ପର୍ଶରେ ଆସିଛନ୍ତି

ନୂଆଦିଲ୍ଲୀ,୨୪ ।୧୨: ଦେଶରେ ବେଳକୁ ବେଳ ଭୟଙ୍କର ରୂପ ନେଉଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ତେବେ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ମଧ୍ୟରୁ ୨୭ ପ୍ରତିଶତ ନା ବିଦେଶରୁ ଫେରିଛନ୍ତି ନା ବିଦେଶ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ହେଲେ…

କୋଭିଡ୍‌ ଟିକାକରଣ ବଢ଼ାଅ

ନୂଆଦିଲ୍ଲୀ, ୨୪।୧୨ (ପି.ଟି.):କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ଭାରତରେ ବଢ଼ିବାରେ ଲାଗିଛି। ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ କୋଭିଡ୍‌ ଟିକାକରଣ ବଢ଼ାଇବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ,…

୧୬ ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍‌: ୩୪୬ ସଂକ୍ରମିତ

ନୂଆଦିଲ୍ଲୀ,୨୪ ।୧୨: ଦେଶରେ ଏବେ ଦ୍ରୁତ ବେଗରେ କାୟା ବିସ୍ତାର କଲାଣି ଓମିକ୍ରନ୍ ଭାରିଏଣ୍ଟ । ଏବେ ଏହା ୧୬ ରାଜ୍ୟକୁ ବ୍ୟାପିଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪୬ରେ ପହଞ୍ଚିଥିବା କୁହାଯାଉଛି । ତେବେ ୫ ରାଜ୍ୟରେ ୮୭ ଜଣ ନୂଆ…

ଓମିକ୍ରନ୍ ଭୟରେ ଗାଁ ଲୋକେ ଲଗାଇଲେ ଲକ୍‌ଡାଉନ

ହାଇଦ୍ରାବାଦ,୨୪ ।୧୨: ସାରା ବିଶ୍ୱରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆମ ଦେଶରେ ବି ଏହି ସଂଖ୍ୟା ଏବେ ପାଖାପାଖି ୩୦୦ ଛୁଇଁବାକୁ ଯାଉଛି । ଏଭଳି ପରିସ୍ଥିତିରେ ତେଲେଙ୍ଗାନାର ରାଜନ୍ନା ସିରସିଲ୍ଲା ଜିଲା ଗୁଡେମ ଗାଁରେ ଲୋକେ…

ଓମିକ୍ରନ୍‌କୁ ନେଇ ହାଇକୋର୍ଟଙ୍କ ଚିନ୍ତା: ନିର୍ବାଚନ ଘୁଞ୍ଚାଇବାକୁ ସରକାର, ନିର୍ବାଚନ କମିଶନଙ୍କୁ ଅପିଲ

ଆହ୍ଲାବାଦ,୨୪ ।୧୨: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏପଟେ ରାଜନୈତିକ ଦଳମାନେ ବିଭିନ୍ନ ରାଲି ଓ ଜନସଭା ଆୟୋଜନ କରି ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ଚେଷ୍ଟା ଆରମ୍ଭ କଲେଣି । ଅନ୍ୟପଟେ ଦେଶରେ ଦିନକୁ ଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri