ଜାତୀୟ

ଦୈନିକ ସଂକ୍ରମଣ ଥମୁନି, କେରଳ ପାଲଟିଛି ହଟ୍‌ସ୍ପଟ୍‌…

ନୂଆଦିଲ୍ଲୀ,୧୯।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। କେରଳ କେରଳ ହଟ୍‌ସ୍ପଟ୍‌ ପାଲଟିବା ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ…

ରାମମନ୍ଦିରରେ ଅର୍ପଣ ହେବ ୧୧୫ ଦେଶର ପବିତ୍ର ଜଳ

ନୂଆଦିଲ୍ଲୀ, ୧୯।୯: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣରେ ଅର୍ପଣ ପାଇଁ ୭ ମହାଦେଶର ୧୧୫ଟି ଦେଶରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି। ଏହା ବସୁଧୈବ କୁଟୁମ୍ବକମ୍‌ ବାର୍ତ୍ତାକୁ ପ୍ରତିଫଳିତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର କହିଛନ୍ତି। ରାଜନାଥ…

ଆଇନ ବ୍ୟବସ୍ଥାର ଭାରତୀୟକରଣ ଲୋଡ଼ା

ନୂଆଦିଲ୍ଲୀ, ୧୯।୯: ଦେଶରେ ଦୀର୍ଘବର୍ଷ ଧରି ଉପନିବେଶୀୟ ଶାସନ ସମୟର ଆଇନ ବ୍ୟବସ୍ଥା ଚଳିଆସୁଛି। ଏହାର ଭାରତୀୟକରଣ ହେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା କହିଛନ୍ତି। ପ୍ରଚଳିତ ଉପନିବେଶୀୟ ନିୟମାବଳୀ ଭାରତୀୟଙ୍କ ଆବଶ୍ୟକତା ପୂରଣ କରି ନ…

ୟୁପିକୁ କପି କରିପାରେ କଂଗ୍ରେସ, ଜାତିଗତ ସନ୍ତୁଳନରେ ହୋଇପାରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଚୟନ

ଚଣ୍ଡିଗଡ଼,୧୯ ।୯: ଆସନ୍ତା ୨୦୨୨ରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଏବେଠାରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଆମ ଆଦମୀ ପାର୍ଟି ପଞ୍ଜାବରେ ଶିଖ ମୁଖ୍ୟମନ୍ତ୍ରୀ ଚେହେରା ଦେଖିବାକୁ ଚାହିଁଥିବା ବେଳେ…

ସିଦ୍ଧୁ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ!

ଚଣ୍ଡିଗଡ଼,୧୯ ।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ଇସ୍ତଫା ଦେବା ପରେ ଏବେ ସେଠାକାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି ଆଲୋଚନା । ଏହାର ଦାୟିତ୍ୱ ଦଳ ହାଇକମାଣ୍ଡକୁ ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ…

ଗଣେଶ ମୂର୍ତ୍ତି ବିସର୍ଜନ ପୂର୍ବରୁ ମୁମ୍ବାଇ ପୋଲିସର ହାଇ ଆଲର୍ଟ, ସମ୍ପୂର୍ଣ୍ଣ ସହରରେ କଡା ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ,୧୯ ।୯: ଗଣେଶ ଉତ୍ସବର ଶେଷ ଦିନ ରବିବାର ମୁମ୍ବାଇରେ ମୂର୍ତ୍ତି ବିର୍ସନ କରାଯିବ । ବିସର୍ଜନ ପୂର୍ବରୁ ମୁମ୍ବାଇ ପୋଲିସ ସମ୍ପୂର୍ଣ୍ଣ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଏହା ପୂର୍ବରୁ ମୁମ୍ବାଇ ପୋଲିସ ହାଇ ଆଲର୍ଟରେ ରହିଛି…

ଛିଡୁନି ପଞ୍ଜାବ କଂଗ୍ରେସର କଳି, ପୁଣି ହେବ ବିଧାୟକ ଦଳର ବୈଠକ

ଚଣ୍ଡିଗଡ଼,୧୯ ।୯: ପଞ୍ଜାବ କଂଗ୍ରେସ ବିଧାୟକ ଦଳର ଆଉ ଏକ ବୈଠକ ରବିବାର ସକାଳ ୧୧ଟାରେ ଅନୁଷ୍ଠିତ ହୋଇପାରେ । ଏହି ବୈଠକରେ ବିଧାୟକଙ୍କ ସହ ହାଇକମାଣ୍ଡ ପଠାଇଥିବା ୩ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବେ । ଏହା ପୂର୍ବରୁ ଚଣ୍ଡିଗଡ଼ ସ୍ଥିତ…

ବନ୍ଦ ଘରୁ ମିଳିଲା ୫ ମୃତଦେହ, ଅଚେତ ଅବସ୍ଥାରେ ୨ ବର୍ଷର ଶିଶୁ ଉଦ୍ଧାର

ବେଙ୍ଗାଲୁରୁ,୧୯ା୯: ବେଙ୍ଗାଲୁରୁର ବ୍ୟାଦରହଲ୍ଲୀ ଥାନା ଅଞ୍ଚଳରେ ଏକ ଘରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଜବତ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୯ ମାସର ଶିଶୁ ରହିଛନ୍ତି। ପ୍ରାୟ ୪ ଦିନ ତଳେ ସେମାନଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି।…

ଦଳକୁ ପ୍ରସ୍ତୁତ କରିବାକୁ ହେଲେ ନେତୃତ୍ୱ ପରିବର୍ତ୍ତନ ହେଉ

ଥିରୁଭାନନ୍ତପୁରମ୍‌,୧୮।୯: କଂଗ୍ରେସରେ ତୁରନ୍ତ ନେତୃତ୍ୱ ପରିବର୍ତ୍ତନ ପାଇଁ ବରିଷ୍ଠ ନେତା ତଥା ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁର ଶନିବାର ଦାବି ଉଠାଇଛନ୍ତି। ସୋନିଆ ଗାନ୍ଧୀଙ୍କ ବିରୋଧରେ କେହି ମୁହଁ ଖୋଲୁନାହାନ୍ତି। ତେବେ ସେ ନିଜେ ଅଧ୍ୟକ୍ଷ ପଦରୁ ଓହରିଯିବାକୁ ଚାହାନ୍ତି। ସେଥିପାଇଁ…

ସୋନୋଓ୍ବାଲ, ମୁରୁଗାନ୍‌ ହେଲେ ରାଜ୍ୟ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୧୮।୯: ଆସାମ ଓ ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ଲାଗି ଭାଜପା ଶନିବାର କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଏବଂ ଏଲ୍‌. ମୁରୁଗାନଙ୍କୁ ପ୍ରାର୍ଥୀ କରିଛି। ଜୁଲାଇ ୭ରେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ବେଳେ ଉଭୟଙ୍କୁ ମନ୍ତ୍ରୀ କରାଯାଇଥିଲା। ପଶ୍ଚିମବଙ୍ଗ,…

ରାଜସ୍ଥାନରେ ବାଲ୍ୟ ବିବାହକୁ ଅନୁମତି

ଜୟପୁର,୧୮।୯: ଅନିବାର୍ଯ୍ୟ ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍‌ ୨୦୨୧ ଶନିବାର ରାଜସ୍ଥାନ ବିଧାନସଭାରେ ବାଚନିକ ଭୋଟ୍‌ରେ ପାରିତ ହୋଇଛି। ଏହି ବିିଲ୍‌ରେ ୧୮ ବର୍ଷରୁ କମ୍‌ ଯୁବତୀ ଓ ୨୧ ବର୍ଷରୁ କମ ଯୁବକଙ୍କୁ ବିବାହ କରିବାକୁ ପରୋକ୍ଷ ଭାବେ ଅନୁମତି…

ବିଧାୟକ ଦଳର ବୈଠକ ଶେଷ, ସୋନିଆ ସ୍ଥିର କରିବେ କିଏ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୮ ।୯: ପଞ୍ଜାବ କଂଗ୍ରେସ ବିଧାୟକ ଦଳର ବୈଠକ ଶେଷ ହୋଇଛି । ଶନିବାର ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଏହି ବୈଠକ ବସିଥିଲା । ଏଥିରେ ଦୁଇଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାସ୍ କରାଯାଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri